ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ

ଉମରକୋଟ:  ଉମରକୋଟ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଆଜକୁ ଠିକ୍ ଆଠ ବର୍ଷ ତଳେ ୨୦୧୪ ମସିହା ଅଗଷ୍ଟ ୨୭ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇଦେବା ପାଇଁ…

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ସାର୍ ଦୋରାବଜୀ ଟାଟାଙ୍କ ୧୬୩ତମ ଜନ୍ମବାର୍ଷିକୀ ପାଳିତ

ଭୁବନେଶ୍ୱର / କଳିଙ୍ଗନଗର,: ଯାଜପୁର ଜିଲ୍ଲାର ଡୁବୁରୀଠାରେ ଅବସ୍ଥିତ ଟାଟା ଷ୍ଟିଲ କଳିଙ୍ଗନଗର କାରଖାନା ପକ୍ଷରୁ ଏହାର କଳିଙ୍ଗନଗର କାରଖାନାରେ ଉତ୍ସାହ ଉଦ୍ଦୀପନାର ସହିତ ସାର୍ ଦୋରାବଜୀ ଟାଟାଙ୍କ ୧୬୩ତମ ଜନ୍ମବାର୍ଷିକୀ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଅବସରରେ କାରଖାନା ପରିସରରେ ଟାଟା…

ନୀଳାଚଳ ସାରସ୍ୱତ ସଂଘର ପୂର୍ବତନ ସଂପାଦକ ଉମେଶ ସାମନ୍ତରାୟ ଙ୍କ ପର ଲୋକ ରେ ମନ୍ତ୍ରୀ ଅତନୁ ସବ୍ୟସାଚୀ ଙ୍କ ଶୋକ ।

କଟକ: କଟକ ସହର ର ବିଶିଷ୍ଟ ସମାଜସେବୀ ତଥା ଠାକୁର ନିଗମା ନନ୍ଦ ଙ୍କ ପରମ ଭକ୍ତ ତଥା ନୀଳାଚଳ ସାରସ୍ୱତ ସଂଘର ପୂର୍ବତନ ସମ୍ପାଦକ ଉମେଶ ଚନ୍ଦ୍ର ସାମନ୍ତରାୟ ଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁ ସମୟକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଗତ କିଛିଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଲେ । ତାଙ୍କ…

ଜାତୀୟ ଚାମ୍ପିୟନଶିପ୍‌ରେ ଚମକିଲେ କେନ୍ଦୁଝର କିକ୍‌ ବକ୍ସର

ବଡ଼ବିଲ: ୱାକୋ ଇଣ୍ଡିଆ ନ୍ୟାଶନାଲ ସିନିୟର ଏବଂ ମାଷ୍ଟର୍ସ କିକ୍‌ବକ୍ସିଂ ଚାମ୍ପିୟନଶିପ୍‌ରେ କେନ୍ଦୁଝର ୪ଟି ପଦକ ହାସଲ କରିଛି ।ସେଥିରୁ ଗୋଟିଏ ସ୍ୱର୍ଣ୍ଣ ଓ ଆଉ ୩ଟି ବ୍ରୋଞ୍ଜ ମେଡାଲ ରହିଛି । ଅଗଷ୍ଟ ୧୮ରୁ ୨୨ ପର୍ଯ୍ୟନ୍ତ ତାମିଲନାଡ଼ୁର ଚେନ୍ନାଇରେଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।…

ଘୁ.ଉଦୟଗିରି ମହିଳା ଏସଆଇଙ୍କ ଝୁଲନ୍ତା ମୃତ ଦେହ ଜବତ,

 ଥାନାଧିକାରୀଙ୍କ ନିର୍ଯ୍ୟାତନା ସହିନ ପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ. ଉଦୟଗିରି ପୁଲିସ ଥାନାର ମହିଳା ପୁଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଝୁଲନ୍ତା ମୃତ ଦେହ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି I…

ପେନିକଣା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ନିଖୋଜ

ରାୟଗଡରୁ ସରୋଜ କୁମାର ସାହୁ: ରାୟଗଡ ବ୍ଲକ ଅନ୍ତର୍ଗତ ଡାଙ୍ଗୋଲୋଡ଼ି ଗ୍ରାମ ପଞ୍ଚାୟତର ପେନିକଣା ଗ୍ରାମର ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଲିଙ୍ଗରାଜ ନାଏକ ଗତ ଦଶ ଦିନ ହେଲା ନିଖୋଜ ଅଛନ୍ତି । ସୂଚନା ମୁତାବକ କାଶୀପୁର ବ୍ଲକ ଅନ୍ତର୍ଗତ ବେନ୍ଦଲପାସ ଗ୍ରାମର ଚିତ୍ର…

ପୋଲିସକୁ ଚକମା ଦେଇ ଫେରାର ମାରିଥିବା ହତ୍ୟାକାରୀ ଗିରଫ

ଟିଟିଲାଗଡ଼ ବହୁ ଚର୍ଚିତ ଲିଜା ଡାକୁଆ ହତ୍ୟା ଘଟଣା ର ହେଲା ପର୍ଦାଫାଶ... ଟିଟିଲାଗଡ଼/ରଶ୍ମି ରେଖା ମହାପାତ୍ର :  ତିନି କୋଣିଆ ପ୍ରେମ ସମ୍ପର୍କ କୁ ନେଇ ଘଟିଯାଇଥିଲା ଏକ ଜଘନ୍ୟ ହତ୍ୟା କାଣ୍ଡ l ଜଣେ ବିବାହିତ ମହିଳା ସହ ଦୁଇ ଜଣ ଯୁବକ ପ୍ରେମ କରୁଥିବା ବେଳେ ଉଭୟେ ଉକ୍ତ ମହିଳା ସହ ଶାରୀରିକ…

ଠିପିଖୋଲା ମଦ ଦୋକାନ ପ୍ରସ୍ତାବ କୁ କଡା ବିରୋଧ: ଆଗକୁ ଆନ୍ଦୋଳନ ର ଚେତାବନୀ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ରେ ଏକ ଠିପି ଖୋଲା ମଦ ଦୋକାନ , ପାଇକମାଲ ରୁ ପଦ୍ମପୁର ବିଜୁ ଏକ୍ସପ୍ରେସ ୱେ ମୁଖ୍ୟ ରାସ୍ତା କଡରେ , ପାଇକମାଲ ମୁଖ୍ୟଛକ ଠାରୁ ପଦ୍ମପୁର ପଟ କୁ ମାତ୍ର ଦେଢ଼ ଶହ ମିଟର ଦୂରରେ ଏକ ଠିପିଖୋଲା ମଦ ଦୋକାନ ଖୋଲିବା ପ୍ରସ୍ତାବ ଉପରେ ଗତ 17 ତାରିଖ ଦିନ ବରଗଡ଼…

ATM ଲୁଟ୍ ଉଦ୍ୟମ ପଣ୍ଡ : ଗ୍ୟାସ୍ କଟରରେ କାଟୁଥିଲେ ମେସିନ୍, ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା

ଭଦ୍ରକ : (ସତ୍ୟବ୍ରତ ନାୟକ) ଗ୍ୟାସ୍ କଟରରେ ଏଟିଏମ କାଟି ଚୋରି ଉଦ୍ୟମ ବେଳେ ପହଞ୍ଚିଗଲା ପୋଲିସ ପାଟ୍ରୋଲିଂ ଗାଡି । ପୋଲିସକୁ ଦେଖି ଛୁ ମାରିଲେ ଲୁଟେରା । ଏଟିଏମ ଲୁଟ୍ ଉଦ୍ୟମ ହେଲା ପଣ୍ଡ । ସୂଚନାଯୋଗ୍ୟ ଯେ, ଶୁକ୍ରବାର ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା ଧାମନଗର ବଜାର ସ୍ଥିତ ଷ୍ଟେଟ୍…

ଜାତୀୟ କ୍ରୀଡା ଦିବସ ଅବସରରେ ପ୍ରତି ଯୋଗିତା

କଲ୍ୟାଣସିଂହପୁରରୁ ପ୍ରଦୀପ ଦଲାଇ: ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ସୁନାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଜଗନ୍ନାଥ ପୁର ଖେଳ ପଡ଼ିଆଠାରେ ଜାତୀୟ କ୍ରୀଡା ଦିବସ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠିତ ହୋଇଥିଲା।ଏଥିରେ ବିଭିନ୍ନ ବର୍ଗର ଖେଳ ପିଲାମାନଙ୍କ ମଧ୍ୟରେ ଅନୁଷ୍ଠିତ…