ଗୁଣି ଗାରେଡ଼ି ସନ୍ଦେହରେ ଜଘନ୍ୟ କାଣ୍ଡ, ହତ୍ୟାପରେ ମହିଳାଙ୍କ ମୃତଦେହ ନଦୀରେ ଭସେଇ ଦେଇଥିଲେ ଅଭିଯୁକ୍ତ

ରାଉରକେଲା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଥାନାର ପଙ୍କଡ଼ିହି ନିକଟ ଜଡ଼ାଗାଁରେ ଅଭାବନୀୟ କାଣ୍ଡ । ମୁନି ଓରାମ ନାମକ ବୃଦ୍ଧା ଗତ ୧୮ ତାରିଖ ଜନ୍ମାଷ୍ଟମୀରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଖୋଜା ଖୋଜି କରିବା ପରେ ପାଇନଥିଲେ । ଏନେଇ ଗୁରୁଣ୍ଡିଆ ଥାନାରେ ଏତଲା…

ନୃସିଂହନାଥ ପୀଠରେ ଠାରେ ବ୍ରାହ୍ମଣ ସମାଜର ମହାସଭା

ପାଇକମାଳ : ଓଡ଼ିଶା ବ୍ରାହ୍ମଣ ମହାସଂଘର ଏକ ବୈଠକ ଶ୍ରୀ ଶ୍ରୀ ନୃସିଂହନାଥ ବ୍ରାହ୍ମଣ ସମାଜର ସଭାପତି ଗିରୀଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ନୃସିଂହନାଥ ସ୍ଥିତ ଗାୟତ୍ରୀ ମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡିଶା ବ୍ରାହ୍ମଣ ମହାସଂଘର ସଭାପତି ଡ. ସଦାନନ୍ଦ ଦିକ୍ଷିତ,…

“କେନ୍‌ଟା ନୁଆଁଖାଇ “

ଆଧୁନିକତାର୍‌ ଚାକଚକ୍ୟ ଭିତ୍‌ରେ ହଜି ଗଲାନ ଆଝିର୍‌ ଆମର୍‌ ରୀତି ନୀତି, ସଂସ୍କୃତି ଆର୍‌ ପରମ୍ପରା l ହଜି ଗଲନ ନୁଆଁଖାଇ l ପିଢ଼ି ପରେ ପିଢ଼ି ଜେନ୍‌ ରୀତି ନୀତିଥିଁ ଆମର୍‌ ପୁର୍‌ଖା ଲୁକେ ନୁଆଁଖାଇ ଆସୁଥିଲେ ସେ ସବୁ ଆଝିର୍‌ ବଦଳି ଯାଇଛେ l ଯଦି ଆମକୁ କିଏ ପଚ୍‌ରେ " କେନ୍‌ଟା ନୁଆଁଖାଇ,…

ଜଗନ୍ନାଥ ପ୍ରସାଦ ରେ ପ୍ରାଥମିକ ଶିକ୍ଷକ ସଂଘ ଗଠିତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ରବିବାର ଗଠିତ ହୋଇଯାଇଛି। ବୈଠକରେ ରାଜ୍ୟ ସଂଘ ପକ୍ଷରୁ ରାଜ୍ୟ ଯୁଗ୍ମ ସାଧାରଣ ସମ୍ପାଦକ ଶ୍ରୀ ସୁଦାମ ଦଳବରା ଉପସ୍ଥିତ ରହି ନିର୍ବାଚନ ସାଙ୍ଗଠନିକ ପ୍ରକ୍ରିୟାକୁ ସଂଯୋଜନା କରିଥିଲେ । ନବ ନିର୍ବାଚିତ…

ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣା, ଧାରଣାରେ ପରିବାର୍

 ଘୁ.ଉଦୟଗିରି(ଗଗନ କୁମାର ପ୍ରାଧାନ): ଗତକାଲି ଘୁ .ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ମହିଳା ପୁଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି l ମୃତ ଏସ୍ଆଇଙ୍କ ପରିବାର ଲୋକେ ଘୁ.ଉଦୟଗିରିରେ ପହଁଚିବା ପରେ ଏସ୍ଆଇ ସ୍ବାଗତିକାଙ୍କ…

ରାୟଗଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଙ୍କ ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ଗସ୍ତ

କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲାପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମାଝୀ ଙ୍କ କାଶୀପୁର ବ୍ଲକ ର ଅଡାଜର ପଞ୍ଚାୟତର ଝାଡା ବାନ୍ତି ଆକ୍ରାନ୍ତ ଗ୍ରାମ ପରଲାଜର ଆଉ ଛଟିଗୁଡା ଗ୍ରାମ ଜାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି |କିଛି ଦିନ ଧରି ଅଡାଜୋର ପଞ୍ଚାୟତରେ ଝାଡା ବାନ୍ତି ସ୍ଥିତି…

ବୃନ୍ଦାବନ ଫେରନ୍ତା ଯାତ୍ରୀ ଙ୍କୁ ସମର୍ଦ୍ଧନା

ବଲାଙ୍ଗିର/( ନିରୋଜ ମିଶ୍ର ) ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ୨୦୦୮ ମସିହାରୁ ପ୍ରତ୍ୟେକ ବର୍ଷ ଶହ ଶହ ଶ୍ରଦ୍ଧାଳୁଙ୍କୁ ମାଗଣାରେ ବୃନ୍ଦାବନ ଯାତ୍ରା କରାଇ ଭକ୍ତିଭାବ ଜାଗ୍ରତ କରାଇ ଆସୁଛନ୍ତି । ସେହିକ୍ରମରେ ଗତ ୨୩ ତାରିଖ ରୁ ବଲାଙ୍ଗିର ସଦର ବ୍ଲକର ସଦାଇପାଲି, ଲୋଇସିଂହା ବ୍ଲକର କୁଶଙ୍ଗ,…

ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା

ପରସ୍ପର ଦୋଷାରୋପ ଛାଡି ସମସ୍ୟା ସମାଧାନ ପାଇଁ ଦେଲେ ପ୍ରସ୍ତାବ ଭୁବନେଶ୍ୱର : ଭୁବନେଶ୍ୱର ସାଂସଦ ଶ୍ରୀମତୀ ଆପରାଜିତା ଷଢଙ୍ଗି ସହରର ଅଳିଆ ଆବର୍ଜନା ସମସ୍ୟା ସମ୍ପର୍କରେ ମେୟର ଭୁବନେଶ୍ୱର ଶ୍ରୀମତୀ ସୁଲୋଚାନା ଦାସଙ୍କୁ ଚିଠି ଲେଖିଛନ୍ତି | ପରସ୍ପର ଉପରେ ଦୋଷ ଲଦିବା ଛାଡି ମନ୍ଦିର ସହରର…

ଜୟ ହିନ୍ଦ ସେବା ଫାଉଣ୍ଡେସନ ଓ ଦି ବ୍ଳଡ଼ ଡୋନର ଓଡିଶା ସହାୟତାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ଚିଲିକା/ଖୋର୍ଦ୍ଧା(ସେକ କୌଶର) :ଆଜି ସ୍ଥାନୀୟ କୁମାରାଙ୍ଗ ଗ୍ରାମପଞ୍ଚାୟତ ଅନ୍ତର୍ଗତ କେଶପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଜୟ ହିନ୍ଦ୍ ସେବା ଫାଉଣ୍ଡେସନ ଏବଂ ଦି ବ୍ଲଡ଼ ଡୋନର ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା ।ଉକ୍ତ କାର୍ଯ୍ୟକ୍ରମ…

ଦାଦା ବଟି ମାଗି ସାମ୍ବାଦିକ ଗିରଫ

ଚିଲିକା/ଖୋର୍ଦ୍ଧା (ସେକ କୌଶର):ବାଣପୁର ଅଞ୍ଚଳର ଜଣେ ଦୈନିକ ଖବରକାଗଜର ସାମ୍ବାଦିକଙ୍କୁ ଛୀନତାଇ ଅଭିଯୋଗ ରେ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି l ସୂଚନା ମୁତାବକ ଜନୈକ ସାମ୍ବାଦିକ ସନ୍ତୋଷ ମହାନ୍ତି ଓରଫ ଯଲୁ ମହାନ୍ତି ଜଣକ ଗତକାଲୀ ବିଳମ୍ବିତ ରାତ୍ରିରେ ବାଣପୁର ଥାନା ନିକଟରେ ଏକ ମାଲ…