ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ପର୍ବ ନୂଆଁଖାଇ

ଭାରତ ଏକ କୃଷିପ୍ରଧାନ ଦେଶ ହୋଇଥିବାରୁ ଏହାକୁ ଆଧାର କରି ଏଠାରେ ଏକ ସମୃଦ୍ଧ ସଭ୍ୟତା କେଉଁ ଆବହମାନ କାଳରୁ ଗଢ଼ି ଉଠିଛି । ଭାରତ ବର୍ଷରେ ପାଳିତ ହେଉଥିବା ପର୍ବପର୍ବାଣୀ ମଧ୍ୟରେ "ନବାନ୍ନ ପର୍ବ" ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ଭାରତର ବିଭିନ୍ନ ରାଜ୍ୟରେ ନୂଆଁ ଶସ୍ୟ ପୂଜାର ପରମ୍ପରା…

ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାରି ହେଲା ୧୪୪ ଧାରା

ଭଦ୍ରକ : (ସତ୍ୟବ୍ରତ ନାୟକ )ଗଣେଶ ପୂଜା ମଣ୍ଡପ ସ୍ଥାନକୁ ନେଇ ଗୋଷ୍ଠୀ ସଂଘର୍ଷ । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ । ପରିସ୍ଥିତି ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି । ଭଦ୍ରକ ଜିଲ୍ଲା ଧାମନଗର ଥାନା ସୋହଡା ପଂଚାୟତର ବେଦପୁର ଗାଁରେ ଘଟଣା । ଗତକାଲି ମଧ୍ୟ ରାତିରୁ…

ସୋଆରେ ଜାତୀୟ କ୍ରୀଡା ଦିବସ ପାଳିତ

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି । ବିଶିଷ୍ଟ ହକି ତାରକା ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଉଥିବା ବେଳେ ଏହି ଅବସରରେ ସୋଆରେ ସୋମବାର ଏକ ମିନି ମାରାଥନ୍‌ର ଆୟୋଜନ କରାଯାଇଥିଲା । ସୋଆ କ୍ୟାମ୍ପସ୍ ୨…

ସଚେତନ ହେମା ଅନୁଷ୍ଠାନ ତରଫରୁ ଅହିଂସା ରଥକୁ ସ୍ୱାଗତ

ପଦ୍ମପୁର: ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ସର୍ଗିବାହାଲ ଛକ ଠାରେ ଅହିଂସା ରଥ କୁ ଭବ୍ୟ ସମର୍ଦ୍ଧନା ଓ ସ୍ୱାଗତ କରାଯାଇଥିଲା l ଅହିଂସା ଓ ଭାରତ ମାତାର ଜୟ ଗାନ କରାଯାଇ ରଥକୁ ପୂଜା କରାଯାଇଥିଲା l ମୁଖ୍ୟ ଅତିଥି ଭାବରେ ଭାଗିରଥି ଦାସ, ଶେଷଦେବ…

ମେଲଛାମୁଣ୍ଡାରେ ଅହିଂସା ରଥକୁ ସ୍ୱାଗତ ସର୍ମ୍ବଦ୍ଧନା

ମେଲଛାମୁଣ୍ଡା(ମନୋଜ ଭୋଇ)-ସ୍ୱାଧିନତାର ଅମୃତ ମହୋତ୍ସବ ପୂର୍ତି ଅବସରରେ ସାରା ରାଜ୍ୟରେ ଭ୍ରମଣ କରୁଥିବା ଅହିଂସା ରଥକୁ ମଙ୍ଗଲବାର ଦିନ ରାଜବୋରାସମ୍ବର ବ୍ଳକର ପ୍ରବେଶ ପଥ ମେଲଛାମୁଣ୍ଡା ବସଷ୍ଟାଣ୍ଡଠାରେ ବ୍ଳକ ପ୍ରଶାସନ ଏବଂ ପଂଚାୟତ ପ୍ରଶାସନ ତରଫରୁ ମହାଆଡମ୍ବରରେ ସ୍ୱାଗତ କରାଯାଇଛି । ବିଡିଓ…

ନୟାଗଡ଼ ସହରରେ ପାର୍ବଣ ଋତୁରେ କଟକଣା

ନୟାଗଡ଼(ବିଶ୍ୱଜିତ ନାୟକ) -  ନୟାଗଡ଼ ପୌର ପରିଷଦ ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତଙ୍କ ଅଧ୍ୟକ୍ଷତାରେ ସହରାଂଚଳରେ ଅବସ୍ଥିତ ବିଦ୍ୟାଳୟ, ମହାବିଦ୍ୟାଳୟ, ସମସ୍ତ ସଂଘୀୟ ପୂଜା ଅନୁଷ୍ଠାନମାନଙ୍କର ମୁଖ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୟାଗଡ଼ ସହରାଂଚଳରେ ପୂଜା ସମୟରେ…

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଜାତୀୟ କ୍ରୀଡା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୋସ କୁମାର ନାୟକ ଯୋଗଦେଇ ଧ୍ୟାନଚାନ୍ଦଙ୍କ ଫୋଟ ଚିତ୍ରରେ…

ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳିତ

https://youtu.be/oo9tSJx6WNc ପାରଳାଖେମୁଣ୍ଡି / ବାଳକୃଷ୍ଣ / ପାଣିଗ୍ରାହୀ : ଜିଲ୍ଲା ସ୍ତରୀୟ ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଜାତୀୟ କ୍ରୀଡ଼ା ଦିବସ ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ…

ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ

ରାଜନଗର (ପର୍ଶୁରାମ ସ୍ବାଇଁ ) ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଆଜି ଗୋଟିଏ ଦିନରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେଇ କେଉଁଠି ନୂତନ ଗୃହର ଲୋକାର୍ପିତ ତ କେଉଁଠି ନୂତନ ପ୍ରକଳ୍ପର ର ଶୁଭ ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି | ଖବର ମୁତାବକ ବିଧାୟକ ଶ୍ରୀ ସାହୁ ପଟ୍ଟାମୁଣ୍ଡାଇ ପୌରାଞ୍ଚଳ…

ଅହିଂସା ରଥ କୁ ଭବ୍ୟ ସ୍ୱାଗତ

https://youtu.be/hbZYr77hbxo ବରଗଡ :- ଗତ ତିନିଦିନ ଧରି ବଟଗଡ଼ ର ବିଭିନ୍ନ ବ୍ଲକ ବୁଲିବା ପରେ ଆଜି ଶେଷ ପର୍ଯାୟରେ ଅହିଂସା ରଥ ନିର୍ଦ୍ଧାରିତ ସମୟ ଠିକ ଅପରାହ୍ନ 3 ଘଣ୍ଟା ସମୟରେ ପାଇକମାଲ ମୁଖ୍ୟ ଛକ କୁ ପହଞ୍ଚି ଥିଲା । ମୁଖ୍ୟ ଛକରେ ପାଇକମାଲ ବିଡ଼ିଓ ଶ୍ରୀ ଦେବାଶିଷ ଶିନ୍ହା ଙ୍କର…