Sign in
Sign in
Recover your password.
A password will be e-mailed to you.
ଠିକା କର୍ମଚାରୀ କଳା ବ୍ୟାଜ ପିନ୍ଧି ଧର୍ମଘଟ।
କଲ୍ୟାଣସିଂହପୁର/ପ୍ରଦୀପ ଦଲାଇ: ରାଜ୍ୟରେ ଠିକା କର୍ମଚାରୀ ମାନଙ୍କୁ ସ୍ଥାୟି କର୍ମଚାରୀ ଭାବେ ଗ୍ରହଣ କରିବା ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ କର୍ମଚାରୀ ମାନେ ଧାରଣା ଆନ୍ଦୋଳନରେ ଯୋଗ ଦେଇ ସରକାରଙ୍କ ନିକଟରେ ଦାବି କରିଥିଲେ ବି କୌଣସି ସୁଧାର ଆସୁନାହିଁ।ତେଣୁ ରାଜ୍ୟ ସାରା ଠିକା…
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ; ଆତଙ୍କିତ ଗ୍ରାମବାସୀ : କ୍ଷୟକ୍ଷତି ବୁଲି ଦେଖିଲେ ବିଜେପି ନେତା
ଭଞ୍ଜନଗର, : ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଲେମ୍ଭେଇ,ତାରସିଙ୍ଗି ଓ କୋକଳବା ପଂଚାୟତର ବିଭିନ୍ନ ଗ୍ରାମ ଗୁଡିକରେ ଆଜକୁ ପାଞ୍ଚଦିନ ହେଲାଣି ହାତୀ ଉପଦ୍ରବ ଲାଗି ରହିଛି। ଯାହା ଫଳରେ ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।ହାତୀ ପଲ ଉକ୍ତ ଅଞ୍ଚଳରେ ଲାଗିଥିବା ବ୍ୟାପକ ଧାନ ଫସଲ ଓ…
ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇଲା ଜିଲ୍ଲା ଜୁନିୟର ରେଡ଼କ୍ରସ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଜୁନିୟର ରେଡ଼କ୍ରସ ମୁଖ୍ୟ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରାଙ୍କ ନିର୍ଦ୍ଧେଶରେ ଜିଲ୍ଲା ସମ୍ପାଦକ ଶ୍ରୀ ବିଦ୍ୟାଧର ପ୍ରଧାନଙ୍କୁ ନେତୃତ୍ୱରେ କୁଜଙ୍ଗ ବ୍ଲକର ଶ୍ରୀଚନ୍ଦନପୁର ଓ ତିର୍ତ୍ତୋଲ ବ୍ଲକର କୋଲର ପଞ୍ଚାୟତରେ…
ମାଟିଆ ସମ୍ପ୍ରଦାୟ ଅନୁସୂଚିତ ଜାତି ଓ ଜନ ଜାତି ର ନ୍ୟାୟ ପାଇଁ ରାଲି
ଜଗତସିଂହପୁର/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ରେ ଥିବା ସିପି ଛକ ଠାରୁ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଅଫିସ ପର୍ଯ୍ୟନ୍ତ ଏକ ରାଲି ଅନୁଷ୍ଠିତ ହୋଇଯାଇଛି l ଉକ୍ତ ରାଲିରେ ଦଳିତ ବିକାଶ ପରିଷଦର ସଭପତି ଶ୍ରୀଯୁକ୍ତ ଶଙ୍କର ଦାସ ନେତୃତ୍ଵ ନେଇଥିଲେ ସ୍ୱାଧୀନତାର ୭୫ବର୍ଷ ଅବସରରେ ଆଜାଦି ର…
ଗଜପତି ଜିଲ୍ଲାର ବିଭିନ୍ନ ନିର୍ମାଣଧୀନ କାର୍ଯ୍ୟ ସମୀକ୍ଷା ସହ ପରିଦର୍ଶନ କଲେ ପ୍ରମୁଖ ଶାସନ ସଚିବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକର ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ପୁଟିସାହି ଠାରୁ ଲିମାରସିଙ୍ଗି ପୋଲ , କାଶୀପଦରର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ଜାତୀୟ ରାଜପଥ ଠାରୁ ବ୍ରଲଣ୍ଡା ରାସ୍ତା କାର୍ଯ୍ୟର…
ଅଡାଜର ପଞ୍ଚାୟତ ରେ ଝାଡା ବାନ୍ତି ଆକ୍ରାନ୍ତ ରେ ମୃତ୍ୟୁ ପରିବାରଙ୍କୁ ଭେଟିଲେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ
କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ:ଗତ ପନ୍ଦର ଦିନ ଧରି କାଶୀପୁର ବ୍ଳକର ଅଡାଜୋର ପଞ୍ଚାୟତ ରେ ସାତ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରଙ୍କୁ ନିଜେ କାଶୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ କଣ୍ଠେଶ୍ଵର ମାଝୀ ଭେଟି ସେମାନଙ୍କ ପରିବାରକୁ ରାସନ ଖାଦ୍ୟ ସହ ବସ୍ତ୍ର ଦେଇଛନ୍ତି…
କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ: ଭଗୱନ୍ତ ଖୁବା
ମୁଖ୍ୟମନ୍ତ୍ରୀ ମିଛ କୁହନ୍ତୁ ନାହିଁ କି ତାଙ୍କ ଅଫିସରମାନଙ୍କୁ ମଧ୍ୟ ମିଛ କହିବା ପାଇଁ ବାରଣ କରନ୍ତୁ ସାର ଅଭାବୀ ଖବରକୁ ବିଶ୍ୱାସ ନକରନ୍ତୁ । ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦିଅନ୍ତୁ ନାହିଁ
ଭୁବନେଶ୍ୱର: ରାଜ୍ୟ ସରକାର ଯେତେ ପରିମାଣରେ କେନ୍ଦ୍ର ସରକାରଙ୍କୁ ସାର ମାଗିଛନ୍ତି ସେହି…
ରାଜ୍ୟରେ ଖୋଲିବ ୩୬ ନୂଆ ଥାନା: ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପରିଚାଳନା ନିମନ୍ତେ 563 ନୁଆ ପଦବୀ ସୃଷ୍ଟି.
ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ…
ମହାନଦୀ ଜଳ ବିବାଦ ସମ୍ପର୍କରେ ଓଡ଼ିଶା ସରକାରଙ୍କ ଉଚ୍ଚସ୍ତରୀୟ ଆଲୋଚନା
ଭୁବନେଶ୍ୱର/ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ତରଫରୁ ମାନନୀୟ ଆଡଭୋକେଟ ଜେନେରାଲ ଶ୍ରୀଯୁକ୍ତ ଅଶୋକ କୁମାର ପରିଜାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦିଲ୍ଲୀ ଓଡ଼ିଶା ଭବନଠାରେ ଅଗଷ୍ଟ ୧୩ ଏବଂ ୧୪ ତାରିଖରେ ଅନୁଷ୍ଠିତ ହୋଇଥିଲା । ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…
ହେମନ୍ତ ଥିଲେ ବୋଲି ମିଳିଲା ନୂଆ ଜୀବନ : ସାବାସ
ନାଗାବଳୀ ନଦୀର ପ୍ରଖୋର ଜଳ ସ୍ରୋତରୁ ସହସିକତାର ସହ ଗୋଟିଏ ଜୀବନ ବଂଚାଇ ପ୍ରଶଂସା ସାଉଁଟିଛନ୍ତି ଆଗ୍ନିକ ହେମନ୍ତ କୁମାର ସେଠୀ
ରାୟଗଡ(ସରୋଜ ସାହୁ) : ରାୟଗଡ ସହରର ଉପକଣ୍ଠରେ ବହିଯାଉଥିବା ଖରସ୍ରୋତା ନଦୀ ନାଗାବଳୀର ପ୍ରଖୋର ଜଳ ସ୍ରୋତରେ ଫସିରହିଥିବା ଆନ୍ଧ୍ର ପ୍ରଦେଶ ଏଲୁରୁ ସହରର…