ଜିଲ୍ଲା କୋର୍ଟ ପରିସରରେ ମେଗା ସ୍ବାସ୍ଥ୍ୟ ଶିବିର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପକ୍ଷରୁ ଜିଲ୍ଲା କୋର୍ଟ ପରିସରରେ ଆନ୍ଧ୍ରର ଶ୍ରୀକାକୁଲମ ସହର ସ୍ଥିତ ଜେମସ ହସପିଟାଲର ବିଭିନ୍ନ ବିଭାଗର ସୁପର ସ୍ପେଶିଆଲିଷ୍ଟ ଡାକ୍ତର ମାନଙ୍କୁ ନେଇ ଗଜପତି ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ଜିଲ୍ଲାସ୍ତରୀୟ…

ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ଫାର୍ମାସିଷ୍ଟଙ୍କ ଭୂମିକା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରବିବାର ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କର ଭୂମିକାକୁ ନେଇ ଗୁରୁତ୍ୱାରୋପ କରାଯାଇଛି । ଫାର୍ମାସିଷ୍ଟମାନେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜଟିଳ…

ସମସ୍ତଙ୍କୁ ଛାଡି ଚାଲିଗଲେ ବରିଷ୍ଠ ସାମ୍ବାଦିକ ମନମୋହନ ମହାନ୍ତି

 (ନିଶ୍ଚିତକୋଇଲି -ଦେବେଦ୍ର ଷଡ଼ଙ୍ଗୀ)lଯିଏ କାଲି ନିଜର କ୍ୟାମେରା ମାଧ୍ୟମରେ ସମସ୍ତଙ୍କ ସୁଖ, ଦୁଃଖ, ଘଟଣା, ଦୁର୍ଘଟଣା କୁ ଟିଭି ଚାନେଲ ମାଧ୍ୟମରେ ପ୍ରକାଶ କରୁଥିଲେ ସିଏ ଆଜି ନାହାଁନ୍ତି l ସରଳ, ନିଷ୍କପଟ, ମିଷ୍ଟଭାସୀ, ମେଳାପୀ, ଭଦ୍ର ସ୍ନେହୀ ମଣିଷ ଟେ ସମସ୍ତଙ୍କୁ ଛାଡି ଚାଲିଯାଇଛି ଆର…

“ଏମ୍ସ କୋଠା କେହି ଚୋରି କରି ନେଇଛି !”

"ନଡ୍ଡା ଜୀ, ଏମ୍ସ କୋଠା ଆମେ ଘଣ୍ଟେ ଖୋଜିଲୁ...ପାଇଲୁ ନାହିଁ " ମଦୁରାଇ : ଇଏ ପୁରା କୂଅ ଚୋରି ପରି । 95 ପ୍ରତିଶତ କାମ ଶେଷ ହୋଇଥିବା ଗୋଟେ ବିଶାଳ କୋଠା ଗାଏବ ହେବା କଥା କେବେ ଶୁଣିଛନ୍ତି !!! ହେଇଛି ,ତାମିଲନାଡୁରେ । କାରଣ ସରକାରଙ୍କ ପକ୍ଷରୁ କୁହାଯାଉଛି 95 ପ୍ରତିଶତ କାମ ସରିଲାଣି,…

ପରିବାରଙ୍କ ନିକଟରେ ପହଂଚି ଶୋକପ୍ରକାଶ କଲେ ବିଜେପି ନେତା ଶାରଦା ପ୍ରଧାନ

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ଗ୍ରାମପ ।ୟତ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ଦିଲ୍ଲୀପ ରାୟଙ୍କ ମୃତ୍ୟୁବରଣ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ଆଜି ମାହାଙ୍ଗା ବିଜେପି ବିଧାୟକ ପ୍ରାର୍ଥୀ ତଥା ଯୁବନେତା ଶାରଦା ପ୍ରଧାନ…

ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ରୂପାନ୍ତରଣ’ କାର୍ଯ୍ୟକ୍ରମର ସମୀକ୍ଷା : ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତର ସ୍ୱପ୍ନ…

ସୁନ୍ଦରଗଡ଼/ରାଉରକେଲା,(ବସନ୍ତ କୁମାର ଜେନା ): ରାଜ୍ୟ ସରକାରଙ୍କ ‘୫ଟି’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ସମସ୍ତ ସରକାରୀ ହାଇସ୍କୁଲର ରୂପାନ୍ତରଣ କରାଯାଉଛି। ଶନିବାର ଦିନ ‘୫ଟି’ ସଚିବ ଶ୍ରୀଯୁକ୍ତ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର…

ସ୍ବାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟରେ ଅର୍ଥନୀତି ସେମିନାର ଅନୁଷ୍ଠିତ

ଆତ୍ମନିର୍ଭର ଭାରତର ସଫଳ ରୂପାୟନ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ: ଡ. ଅଭୟ ନାୟକ ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁରସ୍ଥ ସ୍ବାମୀ ବିବେକାନନ୍ଦ ସ୍ମାରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନିତୀ ବିଭାଗ ଆନୁକୂଲ୍ୟରେ “ ଆତ୍ମନିର୍ଭର ଭାରତ ଏବଂ ଭାରତୀୟ ଅର୍ଥନୀତି ଉପରେ ଏହାର…

ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତ ରେ ବିଧାୟକ ଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ଥର ପର୍ବ

 ଜଗତସିଂହପୁର/ ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତରେ ବିଧାୟକ ବିଜୟ ଶଙ୍କର ଦାସଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ର ଉଦଘାଟନ ଓ ଶିଳାନ୍ୟାସ ପର୍ବ ଅନୁଷ୍ଠିତ ହୋଇଯାଇଛି l ବିଧାୟକ ଶ୍ରୀ ଦାସଙ୍କୁ ସମାଜସେବୀ ପ୍ରଭାସ ବେହେରାଙ୍କ ନେତୃତ୍ୱରେ…

ଗୋପାଳପୁର (ଶଙ୍ଖେଶ୍ୱର) ପଂଚାୟତରେ ବିଜେଡି ରେ ମିଶ୍ରଣ

ଜଗତସିଂହପୁର / ସୁମନ୍ତ କୁମାର ଦାସ:ଶାସକ ବିଜୁ ଜନତା ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକଳାପରେ ଅନୁପ୍ରାଣିତ ହୋଇ ଗୋପାଳପୁର(ଶଙ୍ଖେଶ୍ୱର) ପଂଚାୟତ ରେ କଂଗ୍ରେସ ରୁ ପୂର୍ବତନ ସମିତି ସଭ୍ୟ ବରଦା ପ୍ରସନ୍ନ ଦାସ ଓ ସଂଗଠକ ପ୍ରକାଶ ଚନ୍ଦ୍ର ସାହୁ…

ପୁଣି ଜନନୀ ଯନ୍ତ୍ରଣା । ଗାଁ କୁ ପକା ସଡକ ନ ଥିବାରୁ ୨ କିମି ବୁହାହେଲେ ଗର୍ଭବତୀ

ପୁଣି ଅସୁରକ୍ଷିତ ଭାବେ ବାଟରେ ପ୍ରସବ  କାଶୀପୁର ରୁ ବୈକୁଣ୍ଠ ଦୁରିଆ: କାଶୀପୁର ଗାଁକୁ ପକ୍କା ରାସ୍ତା ନ ଥିବାହେତୁ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀ ମହିଳା ଙ୍କୁ ପ୍ରାୟ ୨ କିମି ଷ୍ଟ୍ରେଚେର ରେ ବୁହାହେଇ ଆମ୍ବୁଲାନ୍ସ ନିକଟକୁ ନେଉଥିବା ବେଳେ ବାଟରେ ଅସୁରକ୍ଷିତ ଭାବେ ପ୍ରସବ…