ଅଗ୍ରସେନ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପଦ୍ମପୁର ମାରଓ୍ବାଡି ଧର୍ମଶାଳା ଠାରେ ରକ୍ତଦାନ ଶିବିର ଆୟୋଜନ ହୋଇଛି । ଅଗ୍ରସେନ ଜୟନ୍ତୀ ଅବସରରେ ବିରାଟ ରକ୍ତଦାନ ଶିବିର ଆୟୋଜନ କରିଛି ପଦ୍ମପୁର ମରୱ।ଡ଼ି ସମାଜ । ପଦ୍ମପୁର ମରୱ।ଡ଼ି ଧର୍ମଶାଳା ଠାରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏହି…

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀ ଉଦ୍ଘାଟିତ

ଗଣଶିକ୍ଷା ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଆହ୍ୱାନ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅଧ୍ୟକ୍ଷ ଏବଂ ଏଡ଼ିଇଓମାନଙ୍କୁ ପରାମର୍ଶ "ମୁଖ୍ୟମନ୍ତ୍ରୀଙ୍କ ଦୂରଦର୍ଶୀ ଚିନ୍ତାଧାରା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି' : ଗଣଶିକ୍ଷା…

ନିଖୋଜ ବ୍ୟକ୍ତି ର ସନ୍ଧାନ ରେ ଅଗ୍ନିଶମ ଓ ପୋଲିସ ବିଭାଗ

୨୪ ଘଣ୍ଟା ପରେ ବି କୋଣସି ସନ୍ଧାନ ମିଳି ନାହିଁ ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ପାଇକମାଲ ଗ୍ରାମ କଣ୍ଟାପଡା ନିବାସୀ ମହମ୍ମଦ ମୁସ୍ତାକ ନାମକ ଜଣେ ବ୍ୟକ୍ତି ଗତ କାଲି ଦିପହର ଦୁଇ ଘଣ୍ଟା ସମୟରୁ ଘରୁ ନିକଟସ୍ଥ ଖଣ୍ଡିଝରଣ ଡେମ କୁ ମାଛ ଧରିବା ପାଇଁ ଯାଇଥିଲେ । ସନ୍ଧ୍ୟା ଆଠଟା…

ଜେନିଥ ଲାୟନ୍ସ ଗୁରୁକୂଳ ସ୍କୁଲ ବସ ଦୁର୍ଘଟଣା: ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ

  ପଦ୍ମପୁର: ସ୍କୁଲ ବସ ଦୁର୍ଘଟଣା ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ । ପଦ୍ମପୁର ସହରର ଘରୋଇ ସ୍କୁଲ ଜେନିଥ  ଲାୟନ୍ସ ଗୁରୁକୂଳ ର ଏକ ବସ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ। ଡ୍ରାଇଭର ର ବେପରୁଆ ଗାଡି ଚାଳନା ଯୋଗୁଁ ବିପଦ ମୁଖରେ ତିରିଶ ରୁ ଅଧିକ ଛାତ୍ରଛାତ୍ରୀ…

ଦୁର୍ଗାପୂଜା ପାଇଁ ଶାନ୍ତି କମିଟି ବୈଠକ

(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ ):ରେଢ଼ାଖୋଲ ସହର ସମେତ ଉପଖଣ୍ଡର ପୁରପଲ୍ଲୀରେ ଅନୁଷ୍ଠିତ ଦୁର୍ଗାପୂଜା ପାଇଁ ରେଢାଖୋଲ ଥାନା ପରିସରରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି । ପୁଲିସ ଏସଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଖଣ୍ଡର ବିଭିନ୍ନ ପୂଜା…

ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲାସ୍ତରୀୟ ଏକଦିବସୀୟ…

ବରଗଡ ଜିଲ୍ଲା ପଦ୍ମପୁର ଠାରେ ଓଲଟିଲା ଟ୍ରକ ।

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଠାରେ ଡ୍ରାଇଭର ର ଆଖି ଲାଗି ଯିବାରୁ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ପଦ୍ମପୁର ନେହେରୁଗଲି କାଳୀମନ୍ଦିର ପାଖରେ ଭାରସାମ୍ୟ ହରାଇ ରାସ୍ତାରେ କଡରେ ଥିବା ଘରଉପରେ ଚଢ଼ିଗଲା ଗାଡି ,ଭାଗ୍ୟ ବସତ କାହାର କିଛି କ୍ଷୟକ୍ଷତି ହେଇନାହିଁ ଘରରେ ଥିବା ଲୋକ ଡ୍ରାଇଭର ଓ…

ଦିବଂଗତ ଗୋପନାରାୟଣ ଦାସଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର: ଦିବଂଗତ ଗୋପନାରାୟଣ ବାସଙ୍କ ଏକାଦଶାହ ଅବସରରେ ଗୋପାଳଗାଁ ସ୍ଥିତ ବାସଭବନଠାରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । କବି ପ୍ରଶାନ୍ତ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ ତଥା…

ସମାଜ ସେବୀ ଶଶି କୁମାର ସାହୁଙ୍କ ଉଦ୍ୟମରେ ବିଶାଳ ରକ୍ତଦାନ ଶିବିର ଓ ନିଃଶୁଳ୍କ ସ୍ୱାସ୍ଥ୍ୟସେବା

ବାଲେଶ୍ୱର ଖଇରା( ବୁଲୁ ଲେଙ୍କା): ବାଲେଶ୍ୱର ଜିଲ୍ଲା ସିମୁଳିଆ-ଖଇରା ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଶାଳ ରକ୍ତଦାନ ଶିବିର ଏବଂ ନିଶୁଳ୍କ ସ୍ୱାସ୍ଥ୍ୟସେବା ଶିବିରର ପଞ୍ଚମ ପର୍ଯ୍ୟାୟରେ ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ କୋଚିଆ କୋଇଲି କଲ୍ୟାଣ ମଣ୍ଡପ ଠାରେ "ରକ୍ତଦାନ ଶିବିର…

ଅନୁଗୋଳ ଓ ଢ଼େଙ୍କାନାଳରେ ବିଭିନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ

ଖୁବ ଶୀଘ୍ର ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚାଲିବ ନୂଆ ଟ୍ରେନ -ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ/ଢ଼େଙ୍କାନାଳ –ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ…