୨୯ରୁ ଦି ଦିନିଆ ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ଆସନ୍ତା ୨୯ ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଦୁଇ ଦିନିଆ ଗସ୍ତ ଅବସରରେ ଶ୍ରୀ ନଡ୍ଡା ରାଜ୍ୟର ସମସ୍ତ ଶକ୍ତିକେନ୍ଦ୍ର ଓ ମୋର୍ଚ୍ଚାର ଜିଲ୍ଲାସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ । ଶ୍ରୀ ନଡ୍ଡା ୨୯ ତାରିଖ ଦିନ…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ତାରିଖ ମାର୍ଚ୍ଚ ୩୧କୁ ଘୁଞ୍ଚାଯାଉ

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କଲା ସମାଜବାଦୀ ପାର୍ଟି ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୧, ୨, ୩ ଓ ୪ ନମ୍ବର ଥିବା ଗାଡ଼ି ଗୁଡ଼ିକର ରେଜିଷ୍ଟ୍ରେସନ୍ ତାରିଖ ସେପ୍ଟେମ୍ବର ୩୦ ତାରିଖ । ଏହା ଭିତରେ ନମ୍ବର ପ୍ଲେଟ୍ ନ ଲଗାଇଲେ ଗାଡ଼ିର ମାଲିକମାନଙ୍କୁ ମୋଟା ଅଙ୍କର ଯଥା…

ଯୁବନେତା ବିଜେଡିରୁ ନିଲମ୍ୱିତ

file photo ଭୁବନେଶ୍ୱର : ଆଜି ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ବାଣୀ କଲ୍ୟାଣ ମହାନ୍ତି ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ବୋଲି ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଶ୍ରୀ ମାନସ ରଞ୍ଜନ ମଙ୍ଗରାଜ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି | ନିଲମ୍ବନର କାରଣ ଯଦିଓ ପ୍ରେସ…

6 ଚକିଆ ସାର ବୋଝେଇ ଟ୍ରକକୁ ପିଟିଲା 14 ଚକିଆ ଟ୍ରକ : 4ଟି ଦୋକାନ ଭାଙ୍ଗିରୁଜି ଚୁରମାର

 ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ : କ୍ଷତିପୂରଣ ନ ମିଳିଲେ କଟକ ଚାନ୍ଦବାଲି ରାସ୍ତା ଅବରୋଧ ପାଇଁ ଚେତାବନୀ l    (ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ)କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବଜାର ରେ ଘଟିଛି ଘଟଣା l ଶୁକ୍ରବାର ଦିନ ବିଳମ୍ବିତ ରାତ୍ରରେ ଏକ ସାର ବୋଝେଇ 6 ଚକିଆ ଟ୍ରକ କୁ ପଛରୁ…

ନୟାଗଡ଼ରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ମେଗା ସ୍ୱାସ୍ଥ୍ୟ ମେଳା

ନୟାଗଡ଼(ବିଶ୍ଵଜିତ ନାୟକ) – ଜିଲ୍ଲାପାଳଙ୍କ ମିନି କନଫରେନସ୍ ହଲରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ତା. ୦୧.୧୦.୨୦୨୨ରିଖ ଦିନ ପାଳନ ଉପରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା…

“ପାର୍ବତୀ ଗିରି ଉଠା ଜଳସେଚନ ଯୋଜନା”ରେ ଗଜପତି ଜିଲ୍ଲା ସାମିଲ

 ରାୟଗଡ଼ ଓ ଗୋଷାଣୀ ବ୍ଲକର ୧୩ଟି ଗ୍ରାମର ୧୯୯୮.୯୯ ହେକ୍ଟର ଚାଷଜମି ଜଳସେଚିତ ହେବ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ଯୋଜନା ଅନ୍ତର୍ଗତ ଏକାଧିକ ପ୍ରସ୍ତାବ ଉପରେ କେବିନେଟ୍ ମୋହର ଲାଗିଥିବା ବେଳେ ସେଥି ମଧ୍ୟରୁ ସବୁଜ ସଂକେତ…

ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷଣ ମେଳା

ଝାରବନ୍ଧ : ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଦିବସ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟମାନଙ୍କରେ “ପୋଷଣ ମାସ” ପାଳନ କରାଯାଉଛି । ଏହି କ୍ରମରେ ବୈତାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ…

ଓଡ଼ଗାଁରେ ସ୍ୱାଧୀନତାର ତ୍ତଛ୍ୱାସ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ସାରାଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ସ୍ୱାଧୀନତାର ତ୍ତଛ୍ୱାସ ବସ୍ତି ଅଞ୍ଚଳ ଜାରିଙ୍ଗିଠାରେ ଅନୁଷ୍ଠିତ ହୋଇଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ଗାଁ ଜୟ ଜଗନ୍ନାଥ ମିଶନ ଶକ୍ତିର ସଦସ୍ୟା,

ଜାତୀୟ ପତାକା ପ୍ରସ୍ତୁତ ପାଇଁ ପ୍ରଶଂସା କଲେ ନବୀନ ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଜୟ ଜଗନ୍ନାଥ ମିଶନଶକ୍ତି ସଭ୍ୟାମାନେ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନରେ ମା’ମାନେ ଜାତୀୟ ପତାକା ତିଆରି…

ଓଡ଼ିଶାର ପ୍ରଥମ ସ୍ମାର୍ଟ କୃଷି ଜିଲ୍ଲା ହେବାକୁ ଯାଉଛି କଟକ ଓ କେନ୍ଦ୍ରାପଡ଼ା

କଟକ(ଶାସକ ପ୍ରଶାସକ) : ଗ୍ଲୋବାଲ୍ ସଷ୍ଟେନେବଲ୍ ଏଗ୍ରିକଲ୍‌ଚର ସ୍ପେଶିଆଲିଷ୍ଟ ଅର୍ଗାନାଇଜେସନ ସୋଲିଡାରିଡାଡ ଓଡ଼ିଶାର କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ କ୍ଲାଇମେଟ୍ ସ୍ମାର୍ଟ କରିବା ପାଇଁ ଓ ସ୍ମାର୍ଟ କୃଷି ଜିଲ୍ଲାରେ ପରିଣତ କରିବା ପାଇଁ ସ୍ଥାନୀୟ ଶରତ କର ଓ ଅନିମା କର ଫାଉଣ୍ଡେସନ (ଏସକେଏକେ…