ବିଦ୍ୟାଳୟରେ ପୋଷଣ ପକ୍ଷ ପାଳିତ।

କଲ୍ୟାଣସିଂହପୁର ରୁ ପ୍ରଦୀପ ଦଲାଇ//କଲ୍ୟାଣସିଂହପୁର ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ପୋଷଣ ପକ୍ଷ ଆରମ୍ଭ ହୋଇ ଯାଇଛି।ଆଜି ଧମୁନିପଙ୍ଗା ବିଦ୍ୟାଳୟରେ ପିଲାଙ୍କ ସ୍ଵାସ୍ତ୍ୟ କୁ ନେଇ ଛାତ୍ରଛାତ୍ରୀଙ୍କୁ ସ୍ଵାସ୍ତ୍ୟ ସଚେତନତା କରବା ପାଇଁ ଚଳିତ ମାସ ୧୫ଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ

ନବରଙ୍ଗପୁର(ଅଶୋକ ସାହୁ) : ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଯାଇଛି।ଏଥିରେ ମୂଖ୍ୟ ଅତିଥି ରୂପେ ଏନ୍ ଏସ୍ ଏସ୍ ର ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ବିନୋଦ ବିହାରୀ ପ୍ରଧାନ ଯୋଗ ଦେଇ ଛାତ୍ରୀ ମାନଙ୍କୁ ଜାତୀୟ ସେବା ଯୋଜନା ର ମହତ୍ତ୍ଵ…

ପାରଳାର ଭାରତର ପ୍ରଥମ ସ୍ବାଧୀନତା ସଂଗ୍ରାମ ପ୍ରସଙ୍ଗ : କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ଭାରତୀୟ ଇତିହାସ କଂଗ୍ରେସକୁ…

 ପାରଳାଖେମୁଣ୍ଡି / ମାନ୍ୟବର ଉପ-ରାଷ୍ଟ୍ରପତିଙ୍କ ଏକ ଚିଠି ଆଧାରରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଚିଠି ୧୫-୯-୨୦୨୨ ଦ୍ବାରା ଭାରତୀୟ ଇତିହାସ ଗବେଷଣା ପରିଷଦକୁ ପାରଳାଖେମୁଣ୍ଡିରେ ହୋଇଥିବା ସଶସ୍ତ୍ର ସ୍ବାଧୀନତା ସଂଗ୍ରାମ ଉପରେ ଅନୁଧ୍ୟାନ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସାସ୍ -୨୦୨୨ରେ ସୋଆର ଫ୍ୟାକଲ୍ଟି ମେମ୍ବର୍ ସମ୍ମାନିତ

ଭୁବନେଶ୍ୱର,: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗର ମୁଖ୍ୟ ଡକ୍ଟର ଉମେଶ ଚନ୍ଦ୍ର ପରିଡା ଏବଂ ଆସୋସିଏଟ୍ ପ୍ରଫେସର ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି…

ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ ଶ୍ରୀ ପ୍ରତୀକ ଦାଶ ମହାମୟୀ ରାଷ୍ଟ୍ରପତି ଶ୍ରୀମତି ଦ୍ରୋୌପଦୀ ମୁର୍ମୁଙ୍କ ଠାରୁ ଶନିବାର ଜାତୀୟ ଏନ୍‌ଏସ୍‌ଏସ୍ ସମ୍ମାନ ପୁରସ୍କାର ଗ୍ରହଣ କରିଛନ୍ତି । ନୂଆଦିଲ୍ଲୀ ରାଷ୍ଟ୍ରପତି…

ସୁଦୂର ଶ୍ରୀଲଙ୍କାରୁ ଫେରିଲା ପ୍ରବାସୀ ଓଡିଆଙ୍କ ପାର୍ଥିବ ଶରୀର ସହାୟତା ଯୋଗାଇ ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର : ବାହାର ଦେଶରେ ମୃତ୍ୟୁ ହୋଇଥିବାରୁ ନିଜ ଜନ୍ମ ସ୍ଥାନକୁ ଫେରି ପାରୁନଥିଲା ଓଡ଼ିଆ ଯୁବକଙ୍କ ମୃତଶରୀର,ଶେଷ ମୁହୂର୍ତ୍ତରେ ଏକମାତ୍ର ପୁଅର ମୁହଁ ଟିକେ ଦେଖିବାକୁ ପରିବାର ସଦସ୍ୟ ବିକଳ ହେଉଥିଲେ । ଆଉ ଏତିକିବେଳେ, ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର, ନିଜ ଜନ୍ମସ୍ଥାନକୁ…

ବିଦ୍ୟାଳୟ ପରିଚାଳନା ସମତି ପ୍ରଶିକ୍ଷଣ ଶିବିର ଉଦଘାଟିତ

ଯଶିପୁର : ଆଜି ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଳକ ଅଧିନସ୍ଥ ଉସ୍କି ଆଶ୍ରମ ବିଦ୍ୟାଳୟ ରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ସଦସ୍ୟାଙ୍କ ନିମନ୍ତେ ଉଦ୍ଦିଷ୍ଟ ତ୍ରିଦିବସୀୟ ବିଦ୍ୟାଳୟ ପରିଚାଳନା ସମତି ପ୍ରଶିକ୍ଷଣ ଶିବିର ସହଯୋଗ-ll ଉଦଘାଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିର କୁ ବିଦ୍ୟାଳୟ…

ଜିଓ ମାର୍ଟ ସହିତ ଚଳିତ ପାର୍ବଣ ଋତୁରେ ତ୍ୟୋହାର ରେଡି୍ ସେଲ୍ #TyohaarReadySale ପାଇଁ ପ୍ରସ୍ତୁତ ହୁଅନ୍ତୁ

- ଏହି ମାସ ବ୍ୟାପୀ ପାର୍ବଣ ଉତ୍ସବ ୨୩ ସେପ୍ଟେମ୍ବର ୨୦୨୨ ଠାରୁ ଆରମ୍ଭ ହୋଇଛି – ଏବଂ ଏଥିରେ ଦୁଇଟି ସେଲ୍ ଇଭେଂଟ ରହିଛି ଯଥା – ‘ତ୍ୟୋହାର ରେଡି ସେଲ୍‌’ ଓ ‘ବେଷ୍ଟିଭାଲ୍ ସେଲ୍‌’ । ଏଥିରେ ବିଭିନ୍ନ ବର୍ଗରେ ୮୦% ପର୍ଯ୍ୟନ୍ତ ରିହାତି ସହିତ ବିଭିନ୍ନ ଅଫର ପ୍ରଦାନ କରାଯାଉଛି । - …

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ବିଧାୟକ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ନରେନ୍ଦ୍ରପୁର ଗ୍ରାମପଂଚାୟତ ସରପଂଚଙ୍କ ପ୍ରତିନିଧି ତଥା ସମାଜସେବୀ ଦିଲ୍ଲୀପ ରାୟଙ୍କ ମୃତ୍ୟୁବରଣ ଘଟିଛି । ତାଙ୍କ ମୃତ୍ୟୁ ଖବର ପାଇ ଆଜି ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ସ୍ୱର୍ଗତ…

ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ ଅଧିନରେ ରହିଥିବା ଜମରା ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ଅବସରପ୍ରାପ୍ତ ଶିକ୍ଷକ ଭଗବାନ ସାହୁଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ…