Sign in
Sign in
Recover your password.
A password will be e-mailed to you.
ବାଣପୁରରେ ଭକ୍ତଙ୍କ ଗହଳିରେ ମା” ଭଗବତୀ ଓ ମା” ବିରଜାଇଙ୍କ ଭେଟ ଯାତ୍ରା !!!
ଖୋର୍ଦ୍ଧା/ବାଣପୁର:-(ସେକ୍ କୌଶର) ବାଣପୁରର ଅଧିଷ୍ଟାତ୍ରୀ ଦେବୀ ମା" ଭଗବତୀଙ୍କ ର ଶାରଦୀୟ ପର୍ବ ଅବସରରେ ପବିତ୍ର ମହାଳୟା ଅମାବାସ୍ୟାରେ ଆଜି ରାତିରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଭେଟଯାତ୍ରା ଅନୁଷ୍ଠିତ ହୋଇଯାଇଛି।ମା" ଭଗବତୀଙ୍କ ତାଙ୍କ ପରମ ଭକ୍ତ ବଳିଜେନାକୁ ସାଥିରେ ନେଇ ମା, ଭେଟ…
“ରାଷ୍ଟ୍ରଭାଷାକୁ ଓଡିଶା ସରକାର ତଥା ଗଣଶିକ୍ଷା ବିଭାଗ ଅଣଦେଖା କରୁଛନ୍ତି”
ଜଗତସିଂହପୁର/ସୁମନ୍ତ କୁମାର ଦାସ: ରାଷ୍ଟ୍ରଭାଷା ହିନ୍ଦୀକୁ ଓଡିଶା ସରକାର ତଥା ଗଣଶିକ୍ଷା ବିଭାଗ ଅଣଦେଖା କରୁଛନ୍ତି।ରାଷ୍ଟ୍ରଭାଷା ହିନ୍ଦୀ ର ବିଲୋପ ପାଇଁ ଷଡଯନ୍ତ୍ର କରାଯାଉଛି ବୋଲି ଅଭିଯୋଗ ଉଠିଛି। ଜଗତସିଂହପୁର ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ହିନ୍ଦୀ ଦିବସ…
ଜଗତସିଂହପୁର ଜିଲ୍ଲାରେ ଅହିଂସାରଥ ପରିଭ୍ରମଣ ଶୁଭାରମ୍ଭ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଅହିଂସାରଥ ୧ ଓ ୨ କୁଜଙ୍ଗ ବ୍ଲକର ଭୁତମୁଣ୍ଡାଇ ଠାରେ ଭବ୍ୟ ସ୍ୱାଗତ ବମ୍ବର୍ଦ୍ଧନା କରାଯାଇଥିଲା l କେନ୍ଦ୍ରାପଡ଼ା ଜିଲ୍ଲାପ୍ରଶାସନ ଜଗତସିଂହପୁର ଜିଲ୍ଲାପ୍ରଶାସନକୁ ଅହିଂସା ରଥ ୨ଟିକୁ ହସ୍ତାନ୍ତର କରିଥିଲେ l…
ଅହିଂସା ରଥକୁ ଭଞ୍ଜନଗର ଅଞ୍ଚଳରେ ସ୍ୱାଗତ
ଭଞ୍ଜନଗର : ପରାଧୀନ ଭାରତ ବର୍ଷକୁ ସ୍ବାଧୀନ କରିବା ପାଇଁ ଆମର ପୂର୍ବ ସୂରୀ ମାନେ ଯେଉଁ ଅସୀମ ତ୍ୟାଗ ଓ ବଳୀଦାନ ଦେଇ ଯାଇଛନ୍ତି ତାହାକୁ ଉତ୍ତର ପିଢ଼ିଙ୍କ ନିକଟରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାରଙ୍କର ସୁନ୍ଦର ପରିକଳ୍ପନା ହେଉଛି ଅହିସା ରଥ । ସ୍ବାଧୀନତାର ସଫଳ ତଥା ସ୍ବତନ୍ତ୍ର ମୂଳମନ୍ତ୍ର…
ବଡବାହାଲ ଗ୍ରାମରେ ଭାଙ୍ଗିଲା କେନାଲ ,ଚାଷୀ ହଇରାଣ
(ରେଢାଖୋଲ/ଶ୍ରୀୟାସ୍ମିତା ସାମଲ): ସମ୍ବଲପୁର ଜିଲ୍ଲା ରେଢାଖୋଲ ସ୍ଥିତ କେରାଣ୍ଡି କେନାଲ ର ଶାଖା କେନାଲ ଭାଙ୍ଗିଯିବାରୁ ପାଣି ସବୁ ଚାଷଜମିକୁ ନଯାଇ ରାସ୍ତା ରେ ମାଡ଼ୁଛି ପାଣି । ଫଳରେ ଚାଷୀ ହଇରାଣ ହେବା ସହ ରାସ୍ତାରେ ପାଣି ଜମିରହିବାରୁ ଯିବା ଆସିବା ସମସ୍ୟା ସୃଷ୍ଟି ହେଉଛି । ଆଜିକୁ…
ଶଳବଣିଆଁ ଗ୍ରାମରେ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର, ସ୍ୱାମୀ ଗିରଫ
(ରେଢାଖୋଲ/ ଶ୍ରୀୟାସ୍ମିତା ସାମଲ )ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା ସାଲେଭଟ୍ଟା ପଞ୍ଚାୟତ ଶାଳବଣିଆଁ ଗ୍ରାମରେ ସ୍ୱାମୀ,ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହରୁ ସ୍ୱାମୀ ଙ୍କ ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି Iପୋଲିସ୍ ସୂତ୍ରରୁ ପ୍ରକାଶ୍ ଯେ , ଗତ କାଲି…
ଡଙ୍ଗାଘାଟରେ ସମିତି ସଭ୍ୟ ସଂଘର ବୈଠକ
ମେଲଛାମୁଣ୍ଡା(ଶାସକ ପ୍ରଶାସକ)-ରାଜବୋରାସମ୍ବର ବ୍ଳକ ଅଧିନସ୍ଥ ଡଙ୍ଗାଘାଟ ପଂଚାୟତ କାର୍ଯ୍ୟାଳୟରେ ରବିବାର ଦିନ ଅପରାହ୍ନରେ ବ୍ଳକର ସମିତି ସଭ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ସଭାପତି ଠାକୁର ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଳକ ଅଧ୍ୟକ୍ଷ ରଣଜିତ…
ବାସନ୍ତୀ ସାମଲଙ୍କ ପୁସ୍ତକ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଲୋକାର୍ପିତ
ନିଶ୍ଚିନ୍ତକୋଇଲି (ଦେବେନ୍ଦ୍ର ଷଢଙ୍ଗୀ): ନିଶ୍ଚିନ୍ତକୋଇଲି ବ୍ଲକ ବଡ଼କ୍ଷୀର ବିଜୁ ପଟ୍ଟନାୟକ କ୍ଲବ ଆନୁକୂଲ୍ୟରେ ନିଶ୍ଚିନ୍ତକୋଇଲି ବଜାର ସ୍ଥିତ ବନ୍ଧନ ମଣ୍ଡପ ପରିସରରେ ଓଡ଼ିଆ ଭାଷା ସୁରକ୍ଷାରେ ସାହିତ୍ୟିକଙ୍କ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଏବଂ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ…
ନିସାରନ ବିବିଙ୍କ ପାର୍ଥିବ ଶରୀର ଘରକୁ ଆଣିବାରେ ସହାୟ ହେଲା ଓଡିଶା ମୋ ପରିବାର
ଭୁବନେଶ୍ବର: ଅର୍ଥ ଅଭାବରୁ ଶେଷକୃତ୍ୟ ପାଇଁ ହସ୍ପିଟାଲରୁ ଘରକୁ ଫେରି ପାରୁନଥିଲା ମୃତ ମୁସଲିମ୍ ମହିଳାଙ୍କ ଶବ, ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା ମୋ ପରିବାର। ନିଜ ଜନ୍ମସ୍ଥାନକୁ ଫେରିଲା ପାର୍ଥିବଶରୀର ।
ସୂଚନାନୁସାରେ,ଭଦ୍ରକ ଜିଲ୍ଲା ଧାମନଗର…
ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ତମ ଜନ୍ମଦିବସ ପାଳିତ
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ବ୍ଲକ୍ ବିକ୍ରମପୂର ମଣ୍ଡଳ ଅନ୍ତର୍ଗତ ମନ୍ତ୍ରୀଗୁଡ଼ା ଠାରେ ଜନସଂଘର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୫୪ ତ୍ତମ ଜନ୍ମଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ କଂସ ଜୟନ୍ତୀ…