କାମାକ୍ଷାନଗର /ରିତେଶ ବ୍ରହ୍ମା : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କଡ଼ାହାଡ଼ ଥାନା ନିକଟସ୍ଥ ଖଣ୍ଡୁରି ଠାକୁରାଣୀ ପଡ଼ିଆରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପାଳିତ ହୋଇଯାଇଛି ଏହି ଅବସରରେ ନିର୍ବାଚନ ମଣ୍ଡଳୀର ଉଦୀୟମାନ ବିଜୁ ଜନତା ଦଳର ସଂଗଠକ ତଥା ଯୁବ ନେତା ଅସିତ୍ କୁମାର ରାୟ ଚୌଧୁରୀ,ଢେଙ୍କାନାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠୀ,କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର , କଙ୍କଡ଼ାହାଡ଼ ବ୍ଲକ ଯୁବ ବିଜେଡ଼ି ସଭାପତି ତଥା ସରପଞ୍ଚ ତାପସ ପାଣି,ଛାତ୍ର ବିଜେଡ଼ି ସଭାପତି ଶାନ୍ତନୁ କୁମାର ସାହୁ,ପରଜଙ୍ଗ ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ପରଜଙ୍ଗ ବ୍ଲକ ଆତ୍ମା ଅଧକ୍ଷ ଅକ୍ଷୟ ବେହେରା,ଛାତ୍ର ବିଜେଡ଼ି ସଭାପତି ତଥା ପୂର୍ବତନ ସରପଞ୍ଚ ପ୍ରୀୟଜିତ ସାମଲ,ବିଜେଡି ଜିଲ୍ଲା ଉପସଭାପତି ଗୌତମ ପାଣି,ବିଜେଡି ମହିଳା ଜିଲ୍ଲା ସମ୍ପାଦକ ମମତା ଜେନା,ବିଜୁ ମହିଳା ଉପ ସଭାନେତ୍ରି ସିଷ୍ଟର ନିବେଦିତା,ପରଜଙ୍ଗ ବ୍ଲକ ୧ ଜୋନ ଜିଲ୍ଲାପରିଷଦ ସଦସ୍ୟା ରୁନୁ ବର୍ମା,୨ଜୋନ ଜିଲ୍ଲାପରିଷଦ ସଦସ୍ୟ ନିରାକାର ପ୍ରଧାନ, କଙ୍କଡ଼ାହାଡ଼ ବ୍ଲକ ୧ଜୋନ ଜିଲ୍ଲାପରିଷଦ ସଦସ୍ୟ ନବକିଶୋର ସାହୁ,୩ଜୋନ ଜିଲ୍ଲା ପରିଷଦ ସଦସ୍ୟ ରବିନାରାୟଣ ପ୍ରଧାନ,ସମାଜସେବୀ ରମେଶ ମିଶ୍ର,କଙ୍କଡ଼ାହାଡ଼ ବିଜେଡି ସଭାପତି ଆମ୍ବୁଜ ସାହୁ,ଜିଲ୍ଲା ଯୁବ ବିଜେଡ଼ି ସମ୍ପାଦକ ପ୍ରେମାନନ୍ଦ ସାହୁଙ୍କ ସମେତ ଜିଲ୍ଲା ପରିଷଦ ସଦସ୍ୟ/ ସଦସ୍ୟା ,ନିର୍ବାଚିତ ଜନପ୍ରତିନିଧି ଓ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ,ଧୂପ ଦୀପ ପ୍ରଜ୍ବଳନ କରିଥିଲେ ।ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ରହି ବିଜୁ ବାବୁଙ୍କ ୧୦୭ ତମ ଜୟନ୍ତୀ ମହାସମାରୋହରେ ପାଳନ କରିବା ସହ ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାର କରି ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post