ଦମ୍ପତିଙ୍କୁ ଗୁଳିକରି ହତ୍ୟା, କାରଣ ଅସ୍ପଷ୍ଟ

ବଡ଼ବିଲ: (ଶାସକ ପ୍ରଶାସକ) :{.କେନ୍ଦୁଝର ଜିଲା ବଲାଣୀ ଥାନା ଲସର୍ଦା ଗାଁରେ ତେଜରାତି ଦୋକାନୀ ଓ ତାଙ୍କ ପତ୍ନୀଙ୍କୁ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ସୋମବାର ରାତି ପ୍ରାୟ ୮ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା। ମୃତକ ଦମ୍ପତ୍ତି ହେଉଛନ୍ତି…

ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍,ମିଳିତ ଆନୁକୁଲ୍ୟରେ ଚକ୍ଷୁ ପରୀକ୍ଷା ଶିବିର

ଭୁବନେଶ୍ୱର : ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ସାଲିଆସାହିର ନୀଳଚକ୍ର ନଗର ସ୍ଥିତ ବିର୍ସା ଭବନରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଛି । ସକାଳ 8ଟା ରୁ ଆରମ୍ଭ ହୋଇ ଏହି ଶିବିରରେ ଚକ୍ଷୁ ବିଭାଗର…

ଗୋଟିଏ ପଟେ ମହିଳା ସମାବେଶ ତ ଅନ୍ୟପଟେ ଘର ଘର ବୁଲି ପ୍ରଚାର କରୁଛନ୍ତି ନେତା

ବରଗଡ଼ :- ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାର ଆଉ ମାତ୍ର ପାଞ୍ଚ ଦିନ । ଏହି ପାଞ୍ଚଦିନ ଭିତରେ ପ୍ରତ୍ୟେକ ଲୋକଙ୍କ ପାଖକୁ ଯାଇ ବିଭିନ୍ନ ମାଧ୍ୟମରେ ବିଜୁ ଜନତା ଦଳର ଦଳୀୟ ପ୍ରାର୍ଥୀ ବର୍ଷା ରାଣୀ ସିଂ ବରିହା ଙ୍କର ସପକ୍ଷରେ ଅଧିକରୁ ଅଧିକ ମତଦାନ କରିବା ପାଇଁ ପ୍ରଚାର କରିବାରେ ଲାଗିଛନ୍ତି ।…

ଶ୍ରମ ଓ ରୋଜଗାର ମନ୍ତ୍ରାଳୟର ମିଡ଼ିଆ ପ୍ରଶିକ୍ଷଣ ଶିବିର ।

ଅସ୍ତରଂଗ(ଦୁଃଶାସନ ନାୟକ) : ପୁରୀ ଜିଲ୍ଲା କୋଣାର୍କ ର ଆର୍କଶ୍ରୀ ଠାରେ କେନ୍ଦ୍ରସରକାର ଙ୍କର ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷ୍ୟା ଓ ବିକାଶ ବୋର୍ଡ ଆନୁକୁଲ୍ୟରେ ସୋମବାର ଦିନ ପୁରୀ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ନିମନ୍ତେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇ ଅଛି ।…

ଜିଏସଟି ଠକେଇ : ବରଗଡ଼ , ପଦ୍ମପୁର ,ପାଇକମାଲ ରେ ଏକକାଳୀନ ଆଠ ସ୍ଥାନରେ ଚଢ଼ାଉ

ବରଗଡ :- ଜି ଏସ ଟି ଠକେଇ ଅଭିଯୋଗ ରେ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ନିବାସୀ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ର ରାଜ୍ୟ କାର୍ଯ କାରିଣୀ ସଦସ୍ୟ , ଗୋବର୍ଦ୍ଧନ ଅଗ୍ରୱାଲ ଙ୍କର ଏସ ଏନ ପେଟ୍ରୋଲ ପମ୍ପ ତାଙ୍କର ଘର ଓ ତାଙ୍କର ନୃସିଂହ ମେଡ଼ିକାଲ ଷ୍ଟୋର , ପଦ୍ମପୁର ର ସୁନିଲ ଅଗ୍ରୱାଲ ଙ୍କର…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ମେହେର ସମାଜ

https://www.youtube.com/watch?v=l7MUVSd3s0w ୨୦୨୪ରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କର ଶ୍ରାଦ୍ଧ ଶତବାର୍ଷିକୀ ରାଜ୍ୟସ୍ତରରେ ଆୟୋଜନ କରାଯିବ ଭୁବନେଶ୍ବରରେ ଗଙ୍ଗାଧର ଭବନ ପାଇଁ ସରକାର ଜମି ଯୋଗାଇଦେବେ - ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ସ୍ବଭାବ କବି ଗଙ୍ଗାଧର ମେହେର ଓଡିଆ ଜାତିର…

କେରିଲୋ ପ୍ରସିଦ୍ଧ ସାଇନାଥ ବାବାଙ୍କ ଅଷ୍ଟମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା ଅନୁଷ୍ଠିତ l

ନିଶ୍ଚିନ୍ତକୋଇଲି -ଦେବେନ୍ଦ୍ର ଷଡ଼ଙ୍ଗୀ:  ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଞ୍ଚାୟତ  ସାଇ ପରିଚାଳନା ସମିତି ସାଇଧାମ କେରିଲୋ ଠାରେ ଶ୍ରୀ ସଚ୍ଚିଦାନନ୍ଦ ସଦଗୁରୁ ସାଇନାଥ ବାବାଙ୍କ ଅଷ୍ଟମ ବାର୍ଷିକ ଯଜ୍ଞ ଉତ୍ସବ ର କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି l…

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ରୋବୋଟ୍ ସୁବିଧା ବିଶିଷ୍ଟ ଆଧୁନିକ ୱାଗନ୍ ଟିପଲର କାର୍ଯ୍ୟ ପ୍ରଣାଳୀର ଶୁଭାରମ୍ଭ

ମେରାମଣ୍ଡଳୀ,: ୱାଗନ୍ ଅନ୍ଲୋଡିଂ ସମୟରେ ମଣିଷ-ଯନ୍ତ୍ର ମୁହାଁମୁହିଁ ପରିସ୍ଥିିତିକୁ ସମ୍ପୁର୍ଣ୍ଣ ରୂପେ ଏଡାଇବା ପାଇଁ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଏହାର ର ମ୍ୟାଟେରିଆଲ ହେଣ୍ଡଲିଂ ସିଷ୍ଟସ୍ (ଆରଏମ୍ଏଚ୍ଏସ୍) ଅପରେସନ୍ସରେ ଅତ୍ୟାଧୁନିକ ରୋବୋଟ୍…

ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇଲା ସେବା ଫାଉଣ୍ଡେସନ

 ଜଗତସିଂହପୁର / ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ପଂଚାୟତ ମାଛଗାଁ ର ଶିବଚରଣ ଦାସଙ୍କ ଶୁଦ୍ଧିକ୍ରିୟା ପାଇଁ ସାହାଯ୍ୟ ଓ ସହଯୋଗ ର ହାତ ବଢ଼େଇଚି ସେବା ଫାଉଣ୍ଡେସନ ଶିବଚରଣ ଦାସ ଦିନ, ମଜୁରୀ କରି ପରିବାର ପ୍ରତିପୋଷଣ କରୁଥିଲେ ସ୍ତ୍ରୀ,7 ବର୍ଷ ର ପୁଅ ଓ…

“ଅବାଧ ନିର୍ବାଚନକୁ ଅବରୋଧ ନିର୍ବାଚନ କରିବାପାଇଁ ବିରୋଧୀ ଲାଗିପଡିଛନ୍ତି !”

ଦାମୋଦର ରାଉତ "ପଦ୍ମପୁର ନିର୍ବାଚନକୁ ଅବାଧ କରିବାପାଇଁ ସରକାରୀ କଳ ଚେଷ୍ଟା କରୁଥିବା ବେଳେ ହୁଏତ ଏହାକୁ ଅବରୋଧ ନିର୍ବାଚନ କରିବାପାଇଁ ବିରୋଧୀ ଲାଗିପଡିଛନ୍ତି l ପଦ୍ମପୁରକୁ ଜିଲ୍ଲା କରିବାପାଇଁ ହଠାତ ନାରାବାଜି ଆରମ୍ଭ ହୋଇଯାଇଛି lଏଠାରେ କିଛି କଥା ମନେ ପକାଇବା l 1993 ମସିହାରେ…