ଜିନ୍ଦଲ ଷ୍ଟିଲର ନୂଆ କୀର୍ତ୍ତିମାନ, ବିଶ୍ୱର ଦୀର୍ଘତମ ଷ୍ଟିଲ ସ୍ଲାଗ ସଡ଼କ ନିର୍ମାଣ କରି ଗିନିଜ ରେକର୍ଡ

 ନୂଆଦିଲ୍ଲୀ, 12/9: ଛତିଶଗଡ ରାୟଗଡରେ ଜିନ୍ଦଲ ଷ୍ଟିଲ୍, ଦେଶର ବୈଜ୍ଞାନିକମାନଙ୍କ ସହଯୋଗରେ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛି। କମ୍ପାନୀ ପକ୍ଷରୁ କାରଖାନାରୁ ନିର୍ଗତ ହେଉଥିବା ଷ୍ଟିଲ୍ ସ୍ଲାଗ୍‌ର  ଶତ ପ୍ରତିଶତ ଉପଯୋଗ କରାଯାଇ ୧.୮୫ କିଲୋମିଟର ଦୀର୍ଘ ୪-ଲେନ୍‌ ବିଶିଷ୍ଟ ସଡ଼କ

ଯୁବ ରେଡ଼କ୍ରସ ଶାଖାର “ବିଶ୍ୱ ପ୍ରାଥମିକ ସହାୟତା ଦିବସ” କାର୍ଯ୍ୟକ୍ରମ

ବେଲଗୁଣ୍ଠା, ୧୨/0୯,-(ଶିବରାମ ଚୌଧୁରୀ )-କ୍ଷତ୍ରିୟ ବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡ଼କ୍ରସ ଶାଖା ତରଫରୁ "ବିଶ୍ୱ ପ୍ରାଥମିକ ସହାୟତା ଦିବସ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ରୁନିବାଳା ତ୍ରିପାଠୀଙ୍କ ପୌରହିତ୍ୟରେ ଅନୁଷ୍ଠିତ

ଭଞ୍ଜନଗରରେ ୩ୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ: ୫୮ ଟି ମାମଲାର ସଫଳ ସମାଧାନ, ୧.୯୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଦାୟ ସିଭିଲ୍ କୋର୍ଟରୁ ₹୧.୮୦ କୋଟିର ଦୁର୍ଘଟଣା କ୍ଷତିପୂରଣ, ୩୨୮ ମାମଲାରୁ ୫୮ ଟିର ସଫଳ ଫଇସଲା ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ:

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ ରେ

ନାଦ ଅନ୍ୱେଷଣ, ପଶ୍ଚିମ ଓଡ଼ିଶାର ସ୍ୱର ପ୍ରତିଯୋଗିତା ସେପ୍ଟେମ୍ବର ୨୦,୨୧ ଓ ୨୨ ରେ| ସ୍ଥାନୀୟ ସାମ୍ବାଦିକ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ନାଦ ନିକୁଞ୍ଜର ସଭାପତି ଶଶିଭୂଷଣ ପୁରୋହିତ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଏହି ପ୍ରତିଯୋଗିତାର ଆଭିମୁଖ୍ୟ କହିଥିଲେ | ଅନୁଷ୍ଠାନର

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଆୟୋଜିତ

ଭୁବନେଶ୍ୱର, ସେପେ୍‌ଟମ୍ବର ୧୨: ଓଡ଼ିଶାର ସମୃଦ୍ଧ ଖାଦ୍ୟ ପରଂପରା, ସଂସ୍କୃତି, ଐତିହ୍ୟ, ଆଂଚଳିକ ବ୍ୟଞ୍ଜନ ଓ ରନ୍ଧନ କୌଶଳକୁ ନେଇ କୁଇଜ୍ ପ୍ରତିଯୋଗିତା ‘କରି-ଓ-ସିଟି ୨.୦’ ଶିକ୍ଷା ‘ଓ’ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିସରରେ ଶନିବାର ଆୟୋଜିତ ହୋଇଯାଇଛି । ସମ୍ ଡାଏଗ୍ନୋଷ୍ଟିକ୍‌ସ

ଔଷଧୀୟ ଉଦ୍ଭିଦର ସଂରକ୍ଷଣ ନିମନ୍ତେ ତ୍ୱରିତ ପଦକ୍ଷେପ ନେଇ ବିଶେଷଜ୍ଞଙ୍କ ଆହ୍ୱାନ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ସ୍ୱାସ୍ଥ୍ୟସେବାର ସର୍ବପୁରାତନ ଓ ନିର୍ଭରଯୋଗ୍ୟ ଉତ୍ସଗୁଡ଼ିକ ମଧ୍ୟରୁ ଅନ୍ୟତମ ଔଷଧୀୟ ଉଦ୍ଭିଦ ବର୍ତମାନ ମାନବୀୟ ହସ୍ତକ୍ଷେପ, ଆବାସସ୍ଥଳୀ ନଷ୍ଟ, ଅତ୍ୟଧିକ ସଂଗ୍ରହ ଓ ଜଳବାୟୁ ପରିବର୍ତନ ଯୋଗୁଁ ଗୁରୁତର ବିପଦର ସମ୍ମୁଖୀନ ହେଉଛି । ଏହାର ସଂରକ୍ଷଣ ପାଇଁ ତ୍ୱରିତ

ସଲ୍ଟ ଫାଉଣ୍ଡେସନ ପକ୍ଷରୁ ମାଇଣ୍ଡ ସେଟ୍ ୟୁଥ୍ କେମ୍ପ ଅନ୍ତର୍ଗତରେ ଯୁବପିଢ଼ିଙ୍କ ପାଇଁ ମାନସିକତା , ସଂସ୍କୃତି ଓ…

ଆନ୍ତର୍ଜାତୀୟ ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତାରେ ପାରଳାର ସମଲେଇ ନୃତ୍ୟକଳା ପରିଷଦ ପ୍ରଥମ ସ୍ଥାନ ଓ କାଶୀନଗର ର ଶ୍ରୀରାମ ଡିଗ୍ରୀ କଲେଜ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ https://youtu.be/tIncG2TvFOY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା

ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତଯୋଗିତା – ୨୦୨୬

https://youtu.be/wXnxwMJiWLw ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଲୋକନୃତ୍ୟ ପ୍ରତିଯୋଗିତା - ୨୦୨୬ ଉଦଯାପିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ ୧୧ଟି

ରଘୁନାଥଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ନୀତି ପାଳିତ,

ଓଡ଼ଗାଁ, ୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁସ୍ଥିତ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ଭାଦ୍ରବ ମାସ ଅମାବାସ୍ୟା ତିଥିରେ ‘ସପ୍ତପୁରୀ’ ତଥା ‘କୁଶ ଉତ୍ପାଟନ ଅମାବାସ୍ୟା’ ଶୁକ୍ରବାର ପାଳିତ ହୋଇଯାଇଛି। ଏନେଇ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ମଧ୍ୟରେ

୪ ବର୍ଷ ବିତିଲା, ପାଣିରେ ପଡ଼ିଲାକି ୭୭ ଲକ୍ଷ ଟଙ୍କା,

ଓଡ଼ଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣାଧିନ ନୂତନ କୋଠା ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ୫୧୦ ଦିନ ହେଲା ଚାଲିଛି ବାହାର ରଙ୍ଗ କାର୍ଯ୍ୟ ଓଡ଼ଗାଁ ୧୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପ୍ରାଣୀ ଚିକିତ୍ସାଳୟ ନିର୍ମାଣାଧୀନ ନୂତନ କୋଠା ଅନେକ