Sign in
Sign in
Recover your password.
A password will be e-mailed to you.
ସେପ୍ଟେମ୍ବର ୧୭ରୁ ମାସବ୍ୟାପୀ ସେବା ସଂକଳ୍ପ ଅଭିଯାନ
ସ୍ୱାସ୍ଥ୍ୟମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ପ୍ରସ୍ତୁତି ଓ ସମୀକ୍ଷା ବୈଠକ
ଝାରସୁଗୁଡ଼ା, ୧୨/୯: ଆସନ୍ତା ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ମାସବ୍ୟାପୀ ‘ସେବା ସଂକଳ୍ପ ଅଭିଯାନ’ ଆୟୋଜନ ନେଇ ଶନିବାର ଝାରସୁଗୁଡ଼ା ସହରସ୍ଥିତ ସର୍କିଟ୍ ହାଉସ୍ରେ ଏକ ପ୍ରସ୍ତୁତି ଓ ସମୀକ୍ଷା!-->!-->!-->…
ପୁଲିସକୁ ଛୁରିରେ ଆକ୍ରମଣ ଅଭିଯୋଗ, ଯୁବକ ଗିରଫ
ତଦନ୍ତକୁ ଯାଇଥିବା କର୍ମଚାରୀଙ୍କୁ ଗାଳିଗୁଲଜ ଓ ଧମକ; ଛୁରି ଜବତ
ଖୋର୍ଦ୍ଧାରୁ (ସେକ ଜାଫର ): ତଦନ୍ତ କାର୍ଯ୍ୟରେ ଯାଇଥିବା ପୁଲିସ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ, ଜୀବନରେ ମାରିଦେବାକୁ ଧମକ ଦେବା ସହ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ଖୋର୍ଦ୍ଧା ସଦର ଥାନା ପୁଲିସ ବାଜପୁର!-->!-->!-->…
ଘର ଭାଙ୍ଗି ଚୋରି ମାମଲାର ଅଭିଯୁକ୍ତ ଗିରଫ, ୨ଟି ମୋବାଇଲ ଓ ଚୋରି ମୋଟରସାଇକେଲ ଉଦ୍ଧାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ଏକ ଘର ଭାଙ୍ଗି ଚୋରି ମାମଲାର ସଫଳ ତଦନ୍ତ କରି ପଦକ୍ଷେପ ସ୍ୱରୂପ ଏ ସଂକ୍ରାନ୍ତରେ ଚିନ୍ତାଲା କଲ୍ୟାଣ (୨୫), ପିତା- ଚିନ୍ତାଲା ହେମନ୍ତ କୁମାର , ସଞ୍ଜୟ ଗାନ୍ଧୀ କଲୋନୀ , ପାରଳାଖେମୁଣ୍ଡିଙ୍କୁ ଗିରଫ କରିଛି।ଏ!-->…
ଶ୍ରୀ ଜଗନ୍ନାଥ ମନ୍ଦିରର ଚାରି ପାର୍ଶ୍ୱ ଦ୍ଵାରବନ୍ଧକୁ ଉପଲଡ଼ା ଠାରେ ଭବ୍ୟ ବନ୍ଦାପନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଶ୍ରୀ ଜଗନ୍ନାଥ ମନ୍ଦିରର ପାର୍ଶ୍ଵ ଚାରି ଦ୍ଵାରବନ୍ଧ ପବିତ୍ର ଯାତ୍ରା କୁ ଉପଲଡ଼ା ଠାରେ ଭବ୍ୟ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଗୁରୁ ତ୍ରୀନାଥ ପଣ୍ଡାଙ୍କ ସହିତ ସଙ୍କୀର୍ତ୍ତନ , ଶଙ୍ଖ ଓ ହୁଳହୁଳି ସହିତ ଲିଙ୍ଗିପୁରୁ - ଉପଲଡ଼ା!-->…
ନବ ଭାରତ ସାକ୍ଷରତା ଅଭିଯାନ ବ୍ଳକ୍ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ
ଓଡ଼ଗାଁ ବ୍ଳକର ୫ ହଜାର ପରୀକ୍ଷାର୍ଥୀ ଡିଜିଟାଲ ସାକ୍ଷର ହେବେ
ସେପ୍ଟେମ୍ବର ୨୦ ସାରା ରାଜ୍ୟରେ ହେବ ଉଲ୍ଲାସ ପରୀକ୍ଷା
ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଜବାହାରଲାଲ ଉଚ୍ଚ ବିଦ୍ୟାଳୟ, ନନ୍ଦିଘୋର ଠାରେ ନବ ଭାରତ ସାକ୍ଷରତା ଅଭିଯାନ!-->!-->!-->!-->!-->!-->!-->…
ଓଡ଼ଗାଁ ଅଦାଲତରେ ତୃତୀୟ ରାଷ୍ଟ୍ରୀୟ ଲୋକଦାଲତ
୯୦ ମାମଲାର ଫଇସଲା,୦୮ଲକ୍ଷ ୫ହଜାର ଟଙ୍କା ଅସୁଲ।
ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଦେୱାନୀ ଅଦାଲତ ପରିସରରେ ଓଡଗାଁ ତାଲୁକ ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଦେୱାନୀ ସମ୍ପର୍କିତ ୬୯ ଗୋଟି ମାମଲା, ଫୌଜଦାରୀ ସମ୍ପର୍କିତ ୦୬ ଗୋଟି ମାମଲା, ବ୍ୟାଙ୍କ!-->!-->!-->…
କୁରାଳ ଦଧି ବାମନ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳନ ଉଦଯାପିତ
ଓଡ଼ଗାଁ ୧୨।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ଠାରେ ଅବସ୍ଥିତ ଦଧି ବାମନ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ସଂସ୍କୃତ ସପ୍ତାହ ପାଳନ ଶନିବାର ଉଦଯାପିତ ହୋଇଯାଇଛି।ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବଗ୍ରାହୀ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->!-->!-->…
ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ହେବାକୁ ଥିବା ୫୦ତମ ପୁଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବ୍ରହ୍ମପୁର:୧୨/୯/୨୬(ରଜତ ପଟ୍ଟନାୟକ)ଚଳିତ ବର୍ଷ ଦୁର୍ଗା ପୂଜା ଉପଲକ୍ଷେ ଗୋସାଇଁନୂଆଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ସଭାପତି ଜଗଦୀଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏକ"ପ୍ରସ୍ତୁତି ବୈଠକ"ନେହେରୁ ନଗର ୯ମ' ଲେନ୍ ସ୍ଥିତ ଶ୍ରୀ ଶ୍ରୀ ଭକ୍ତରତ୍ନ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ!-->!-->!-->…
ଆସିକା ବାଲି ମାଫିଆ ଙ୍କ ଗୁଣ୍ଡାରାଜ ଅଭିଯୋଗ ରେ ହିଞ୍ଜିଳିକାଟୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ
ହିଞ୍ଜିଳିକାଟୁ:(ରଜତ ପଟ୍ଟନାୟକ)ଆସିକା ଚୋରା ବାଲି ଚାଲାଣ ନେଇ ହିଞ୍ଜିଳିକାଟୁରେ ବିଜେପି ପକ୍ଷରୁ ହିଞ୍ଜିଳି ନଗର ଯୁବମୋର୍ଚ୍ଚା ସଭାପତି ବଳରାମ ପଣ୍ଡାଙ୍କ ନେତୃତ୍ଵରେ ୧୦ତାରିଖ ଗୁରୁବାର ରାତ୍ର ୧୧ଘଣ୍ଟ ସମୟରେ ଏକ ଆନ୍ଦୋଳନ ଆୟୋଜିତ ହୋଇଯାଇଛି।ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି!-->…
ବଲାଙ୍ଗୀରରେ ଆରମ୍ଭ ହେଲା ସ୍ୱଦେଶୀ ଶିଳ୍ପ ମହୋତ୍ସବ
ଏକ ମାସ ଧରି ଚାଲିବ ପ୍ରଦର୍ଶନୀ ଓ ବିକ୍ରୟ ମେଳା
ବଲାଙ୍ଗୀର: ସୃଷ୍ଟି ହେଲପିଙ୍ଗ ହାଣ୍ଡ କଲ୍ୟାଣ ସଂଘ ପକ୍ଷରୁ ବଲାଙ୍ଗୀର ସହରର ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଛି ସ୍ୱଦେଶୀ ଶିଳ୍ପ ମହୋତ୍ସବ। ଏକ ମାସ ଧରି ଚାଲିବାକୁ ଥିବା ଏହି ପ୍ରଦର୍ଶନୀ ତଥା!-->!-->!-->!-->!-->!-->!-->!-->!-->…