ଶ୍ରୀମନ୍ଦିର ପରିସରରେ ବେଆଇନ ଡ୍ରୋନ୍ ଉଡ଼ାଣ: ପୁରୀ ପୋଲିସର କାର୍ଯ୍ୟାନୁଷ୍ଠାନ, ଜଣେ ଅଟକ

  ପୁରୀ, ୯ /୭ -ଗୁରୁବାର ସକାଳ ପ୍ରାୟ ୫:୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ପରିସରରେ ଏକ ଡ୍ରୋନ୍ ଉଡ଼ୁଥିବା ସମ୍ପର୍କରେ ପୁରୀ ଏସ୍ପିଙ୍କ ନିକଟରେ ସୂଚନା ପହଞ୍ଚିଥିଲା। ସୂଚନା ପାଇବା ମାତ୍ରେ ଏସ୍ପି ପୁରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯିବା ସହ…

ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ, ଥାନାରେ ଅଭିଯୋଗ,

ଓଡ଼ଗାଁ, ୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ଚଡୟାପଲ୍ଲୀ ଗ୍ରାମରେ ଜଣେ ୭୫ ବର୍ଷୀୟ ବୃଦ୍ଧଙ୍କୁ କାଠ ଫାଳିଆରେ ଆକ୍ରମଣ କରାଯାଇଥିବା ନେଇ ଶରଣକୁଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକାରୀ ଛାଟିଆ ପ୍ରଧାନ (୭୫), ଗ୍ରାମ ଚଡୟାପଲ୍ଲୀ, ପଞ୍ଚରିଡାଙ୍କ ଅଭିଯୋଗ…

୧୧ ବର୍ଷୀୟା ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କ ଆତ୍ମହତ୍ୟା, ପୋଲିସ ତଦନ୍ତ ଜାରି,

ଓଡ଼ଗାଁ, ୦୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ୧୧ ବର୍ଷୀୟା ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ସମ୍ପୃକ୍ତ ବାଣ୍ଠପୁର ଗ୍ରାମର ଚଇ ପ୍ରଧାନ (୨୪) ବୁଧବାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୋଲିସ ସୂଚନା ଅନୁଯାୟୀ, ଘଟଣା ସମ୍ପର୍କରେ…

ଶାବଳ ଆକ୍ରମଣରେ ଆହତ ବ୍ୟବସାୟୀଙ୍କ ମୃତ୍ୟୁ, ଟାୟାର ଜାଳି ରାସ୍ତାରୋକ; ପ୍ରଶାସନ ବିରୋଧରେ ଅସନ୍ତୋଷ ।

କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଡେରାବିଶ୍ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ପଞ୍ଚାୟତର ନରଣପଡ଼ା ଗ୍ରାମରେ ଘଟିଥିବା ଶାବଳ ଆକ୍ରମଣ ଘଟଣା ଆଜି ଅଧିକ ଗୁରୁତର ରୂପ ନେଇଛି। ଆକ୍ରମଣରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିବା ବ୍ୟବସାୟୀ ଶଶିକାନ୍ତ ଦାସ (ମିଲୁ)ଙ୍କର ଆଜି ମୃତ୍ୟୁ…

କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 ୪ ମହଲା କୋଠା, ୬ଟି ମୂଲ୍ୟବାନ ପ୍ଲଟ, ୪୩ ଲକ୍ଷ ଟଙ୍କା ଜମା ସହ ବହୁ ସମ୍ପତ୍ତି ଠାବ । କେନ୍ଦ୍ରାପଡ଼ା:୦୮/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠାବ ଅଭିଯୋଗରେ କେନ୍ଦ୍ରାପଡ଼ା ଫରେଷ୍ଟ ରେଞ୍ଜର ରବୀନ୍ଦ୍ର କୁମାର ନାୟକଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ…

ବାଲ୍ୟ ବିବାହ ବନ୍ଦ କଲା ଜ଼ିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହ ଉପରେ ସଚେତନତା ସୃଷ୍ଟି କରାଯାଉଥିଲେ ମଧ୍ୟ ଏବେ ବି ଏହି ବାଲ୍ୟ ବିବାହ ଜାରି ରହିଛି , ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ପୌରପାଳିକା ଅନ୍ତର୍ଗତ ଏକ ୧୭ ବର୍ଷର ନାବାଳିକା ଦଶମ ଶ୍ରେଣୀରେ ପଢୁଅଛି,…

ଅସୁରକ୍ଷିତ ହ୍ୟାପି ଚାଇଲଡ୍ ହୋମ୍‌କୁ ସିଲ୍ କଲା ଗଜପତି ପ୍ରଶାସନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକ୍ ରଙ୍ଗମାଟିଆ ଗ୍ରାମରେ କିଛି ଦିନ ଧରି ବେଆଇନ ଓ ଅସୁରକ୍ଷିତ ଭାବେ ଚାଲୁଥିବା ହାପି ଚାଇଲ୍ଡ ହୋମ୍ ନାମକ ଏକ ଘରୋଇ ଛାତ୍ରାବାସ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ସିଲ୍ କରି ଦିଆଯାଇଛି। ସେଠାରୁ ୭୯…

ରଥଯାତ୍ରା ପାଇଁ ପୁରୀରେ ସମନ୍ୱିତ ସୁରକ୍ଷା ମକ୍ ଡ୍ରିଲ୍

ସନ୍ଦେହଜନକ ବସ୍ତୁ କିମ୍ବା ବ୍ୟକ୍ତି ଦେଖିଲେ ତୁରନ୍ତ ୧୧୨କୁ ସୂଚନା ଦେବାକୁ ଏସପିଙ୍କ ଆହ୍ୱାନ ପୁରୀ, ୮/୭: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା-୨୦୨୬କୁ ସୁରକ୍ଷିତ, ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ପୁରୀ ପୋଲିସ ପକ୍ଷରୁ ମଙ୍ଗଳବାର ପୁରୀ…

ଓଡ଼ିଆପାଲିରେ ମୃତଦେହ ବାଇକରେ ବୋହିବା ଘଟଣା: ପୀଡ଼ିତ ପରିବାରଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧିମଣ୍ଡଳ

ମହାପ୍ରୟାଣ ଶବବାହକ ସେବାକୁ ସୁଦୃଢ଼ କରିବା ସହ ଘଟଣାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଝାରସୁଗୁଡା, ୮ ଜୁଲାଇ: ଲାଇକେରା ବ୍ଲକ ଅନ୍ତର୍ଗତ ଓଡ଼ିଆପାଲି ଗ୍ରାମରେ ମହାପ୍ରୟାଣ ଶବବାହକ ଗାଡ଼ି ଉପଲବ୍ଧ ନ ହେବାରୁ ଜଣେ ମୃତକଙ୍କ ମୃତଦେହକୁ ବାଇକରେ ବୋହିବାକୁ ପଡ଼ିଥିବା…

ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବନମହୋତ୍ସବ କାର୍ଯ୍ୟକ୍ରମ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଜଗନ୍ନାଥ ପ୍ରସାଦ ବ୍ଳକ୍,ଗେରେଡା ପଞ୍ଚାୟତ ର ସମରବନ୍ଧ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପ୍ରାଙ୍ଗଣରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଉତ୍ସାହର ସହ ଅନୁଷ୍ଠିତ ହୋଇଛି। ପରିବେଶ ସନ୍ତୁଳନତା ର ସୁରକ୍ଷା ଓ ସବୁଜିମା ବୃଦ୍ଧିର ବାର୍ତ୍ତା ଦେବା…