Sign in
Sign in
Recover your password.
A password will be e-mailed to you.
ଓଏଭି ମହିମୁଣ୍ଡାରେ ୧୨ତମ ପ୍ରତିଷ୍ଠା ଦିବସ ପାଳିତ
"ଶିକ୍ଷା ସହ ଚରିତ୍ର ଗଠନ ହିଁ ସଫଳତାର ମୂଳମନ୍ତ୍ର"
ବଲାଙ୍ଗୀର/ପୁଇଁତଲା,ତା.୧୩/୦୯/୨୦୨୬:ପୁଇଁତଲା ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି),ମହିମୁଣ୍ଡାରେ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି।ବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ ଖଟୁଆଙ୍କ!-->!-->!-->…
ମାସେ ଧରି ମୋଦୀ ଙ୍କ ଜନ୍ମ ଜୟନ୍ତୀ ପାଳନ କରିବ ଗଜପତି ଭାଜପା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ଦେଶର ଲୋକପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ପାଳନ ଅବସରରେ ଅତ୍ୟନ୍ତ ଆଡମ୍ବର ସହ ସେବା ମୋନୋଭାବ ନେଇ ଜୟନ୍ତୀ କୁ ମାସେ ଧରି ପାଳନ କରିବ ଗଜପତି ଭାରତୀୟ ଜନତା ପାର୍ଟି।!-->…
ୱିନର ଗାଁ ରେ ନୂଆଁଖାଇ ବଜାର୍: ୧୬୯ ଷ୍ଟଲ୍ ଓ ଦୋକାନରେ ଜମିଲା ଭିଡ଼।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ପଦ୍ମପୁରସ୍ଥିତ ୱିନର ବ୍ରାଇଟ୍ ଫ୍ୟୁଚର ସ୍କୁଲ ପରିସରରେ ଆୟୋଜିତ ‘ନୂଆଁଖାଇ ବଜାର୍’ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସ୍କୁଲ ପରିସରରେ ମୋଟ ୧୬୯ଟି ଷ୍ଟଲ୍ ଓ ଦୋକାନ ଖୋଲାଯାଇଥିବା!-->…
ସେବା ସଂକଳ୍ପ ଅଭିଯାନ ପାଇଁ ରାୟଗଡ଼ା ଜିଲ୍ଲା ଗୁଣପୁର ରେ ପ୍ରସ୍ତୁତି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ ସେବାରେ ୨୫ ବର୍ଷର ସଫଳ ଓ ଗୌରବମୟ ଯାତ୍ରାକୁ ସ୍ମରଣ କରି ଆସନ୍ତା ୧୭ ତାରିଖରୁ ମୋଦୀଙ୍କ ଜନ୍ମ ତିଥି ଅବସରରେ ଆରମ୍ଭ ହୋଇ ଏକମାସ ଚାଲିବ ‘ସେବା ସଂକଳ୍ପ ଅଭିଯାନ’ । ଏଥିପାଇଁ ସରକାରୀ କଳ ଠାରୁ ଆରମ୍ଭ!-->!-->!-->…
ଗୁଣପୁର ରେ ଭାଗବତ ପ୍ରଚାର ପାଇଁ ଯୋଜନା
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ୧୩/୯/୨୬ ଗୁଣପୁର -ସ୍ଥାନୀୟ ଅଞ୍ଚଳରେ ଭାଗବତ ପ୍ରଚାର ପାଇଁ ଆଜି ଏକ ଭାଗବତ ପ୍ରଚାର ସମିତି ଗଠନ ହୋଇଛି। ମହେନ୍ଦ୍ରଗିରି ଆଶ୍ରମ ର ଭାସ୍କର ତୀର୍ଥ ମହାରାଜ୍ (ଲକ୍ଷ୍ମୀ ବାବା ) ଙ୍କ ଉଦ୍ୟମ କ୍ରମେ ଏହା ଗଠନ ହୋଇଛି। ଆସନ୍ତା ୨୭ ତାରିଖରୁ!-->!-->!-->!-->!-->…
ସାମ୍ବାଦିକଙ୍କ ବିୟୋଗରେ ପ୍ରେସକ୍ଲବ ର ଶୋକ
ବେଲଗୁଣ୍ଠା , ୧୨/୯,:-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘର ଉପସଭାପତି ତଥା ଶେରଗଡ଼ ଆଞ୍ଚଳିକ ସାମ୍ବାଦିକ ସଙ୍ଘର ଉପଦେଷ୍ଟା ଇଂ ଦେବୀ ପ୍ରସାଦ ଦାଶ(କୋକ) (୪୨)ଙ୍କ ଅକାଳ ବିୟୋଗରେଆଜି ବେଲଗୁଣ୍ଠା ପ୍ରେସକ୍ଲବ ରେ ଗଭୀର ଶୋକ ବ୍ୟକ୍ତ କରାଯାଇଛି l ବେଲଗୁଣ୍ଠା!-->…
ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ଅତିବଡ଼ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଅନ୍ତର୍ଗତ ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ଗଜପତି ଶାଖା ପକ୍ଷରୁ ଅତିବଡ଼ ଜଗନ୍ନାଥ ଦାସ ଜୟନ୍ତୀ ଉପଲକ୍ଷେ ପ୍ରବନ୍ଧ ଓ ଭାଗବତ ଆବୃତ୍ତି ପ୍ରତିଯୋଗିତା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ!-->!-->!-->…
ଜି. ନୂଆଗାଁରୁ ୫୩ ଲିଟରରୁ ଅଧିକ ବିଦେଶୀ ମଦ ଜବତ;ଅଭିଯୁକ୍ତ ଗିରଫ
ବେଲଗୁଣ୍ଠା, ୧୨/୯:-(ଶିବରାମ ଚୌଧୁରୀ (-ଅବକାରୀ ଚଢ଼ାଉ ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜି. ନୂଆଗାଁରୁ ବିଭିନ୍ନ ବ୍ରାଣ୍ଡର ପ୍ରାୟ ୫୩.୧୬୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଭଞ୍ଜନଗର ଏସ୍ଡିଜେଏମ୍ ଅଦାଲତକୁ ଚାଲାଣ କରିଛି।!-->!-->!-->…
ତୃତୀୟ ମାସିକ କ୍ଲଷ୍ଟର ବୈଠକ
କୁକୁଡାଖଣ୍ଡି: କୁକୁଡାଖଣ୍ଡି ବ୍ଲକ, ଦକ୍ଷିଣପୁର କ୍ଲଷ୍ଟରସ୍ଥ ଗୁଣ୍ଠବନ୍ଧ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକ ରେ ଆମ୍ବଗଡ଼ ସମବାୟ ସମିତିର ସଭାପତି ତଥା ଏହି ଅଞ୍ଚଳର ଯୁବ ଶିକ୍ଷାବିତ କାହ୍ନୁ ଚରଣ ପାତ୍ର ମୁଖ୍ୟ!-->!-->!-->…
ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼( ବିଶ୍ୱଜିତ ନାୟକ) :- ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରବାଦ ପୁରୁଷ,ପ୍ରଖ୍ୟାତ ସଂଗ୍ରାହକ ତଥା ନୟାଗଡ଼ ମାଟିର ଗର୍ବ ଓ ଗୌରବ ଏବଂ ସମସ୍ତଙ୍କ ପ୍ରିୟ ଦାଶରଥି ପଟ୍ଟନାୟକ ଓରଫ ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଦାସିଆ ଅଜା ସ୍ମୃତି କମିଟି ତରଫରୁ!-->!-->!-->…