ସମ୍ ହସ୍ପିଟାଲ ପକ୍ଷରୁ କଲ୍‌ସ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୧୧: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଆନେସ୍ଥେସିଆ ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ଆନେସ୍ଥେସିଓଲୋଜିଷ୍ଟସ (ଆଇଏସ୍‌ଏ) ଭୁବନେଶ୍ୱର ଶାଖାର ମିଳିତ ଉଦ୍ୟମରେ ବିଶ୍ୱ

ଏସ୍‌ସିବିରେ ପୁଣି ହେବ ଲିଭର ପ୍ରତିରୋପଣ: ୫ ରୋଗୀଙ୍କୁ ସ୍କ୍ରିନିଂ, ଦୁଇ ଜଣଙ୍କ ପାଇଁ ଡୋନର୍ ଚୂଡ଼ାନ୍ତ

କଟକ, ୧୧/୦୯: ଏସ୍‌ସିବି ମେଡିକାଲରେ ଦୁଇ ବର୍ଷ ହେବ ବନ୍ଦ ରହିଥିବା ଲିଭର୍ ପ୍ରତିରୋପଣ କାର୍ଯ୍ୟକ୍ରମ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ଚେନ୍ନାଇର ଏମ୍‌ଜିଏମ୍ ଇନଷ୍ଟିଚ୍ୟୁଟ୍‌ ସହିତ ଚୁକ୍ତିନାମା ସ୍ବାକ୍ଷର ହୋଇଥିବା ବେଳେ ଆସନ୍ତା ୩୦ ତାରିଖରେ

ଦୁର୍ଗାପୂଜା ପାଇଁ (Single Window System) ଏକକ ବାତାୟନ ବ୍ୟବସ୍ଥା

କଟକ, ୧୧/୦୯: ଆସନ୍ତା ଦୁର୍ଗାପୂଜା-୨୦୨୬କୁ କଟକ ସହରରେ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁଗମ ଭାବେ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକକ ବାତାୟନ ବ୍ୟବସ୍ଥା (Single Window System) କାର୍ଯ୍ୟକ୍ଷମ କରାଯିବ। ପୂଜା କମିଟିଗୁଡ଼ିକୁ ତ୍ୱରିତ ଏନ୍‌ଓସି ଓ ଅନୁମତି ପ୍ରଦାନ ପାଇଁ ଏହି

ପରୀକ୍ଷା ଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ

କଲେଜ ଗେଟ୍‌ରେ ତାଲା, ଅଧ୍ୟକ୍ଷଙ୍କୁ ଦାବିପତ୍ର ପ୍ରଦାନ ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଯୁକ୍ତ ତିନି (+3) ସେମିଷ୍ଟାର ପରୀକ୍ଷା ଫଳାଫଳକୁ ନେଇ ଭଞ୍ଜନଗରରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ! ଖାତା ମୂଲ୍ୟାଙ୍କନରେ ତ୍ରୁଟି ଅଭିଯୋଗ ଆଣି ସାବିତ୍ରୀ ମହିଳା ମହାବିଦ୍ୟାଳୟ

ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ମୃତ୍ୟୁ

ରାସ୍ତା କଡ଼ରେ ଫୁଲ ତୋଳିବା ବେଳେ ଟ୍ରକ୍ ଧକ୍କାରେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।ଆସ୍କା ଥାନା ଅନ୍ତର୍ଗତ ଖଡଭାଗ ଗ୍ରାମର ଅହଲ୍ୟା ଗୌଡ଼ ନାମ୍ନୀ ଜଣେ ମହିଳା ରାସ୍ତା କଡ଼ ଫୁଲ ଗଛରୁ ଫୁଲ ତୋଳିବା ଦୃତ ଗତିରେ ଆସୁଥିବା ଏକ ଟ୍ରକ ପ୍ରଥମେ ଗୋଟିଏ କାର୍ କୁ ବାଡ଼େଇ ପରେ ଭାରସାମ୍ୟ

ବିଦ୍ୟୁତ୍ ଆଘାତରେ ନାବାଳକର ଲିଭିଗଲା ଜୀବନ ଦୀପ

ବିଦ୍ୟୁତ୍ ଆଘାତରେ ନାବାଳକ ର ଲିଭିଗଲା ଜୀବନ ଦୀପ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ ବେଲଗାଁ ଥାନା ଅନ୍ତର୍ଗତ ଧୋବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକି ଅତି ଖୁସିରେ ଗଣେଶ ପୂଜା ମଣ୍ଡପ ତୋରଣ ସଜାଡୁ ଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ପି ସୁଧାଂଶୁ ପାତ୍ର ନାମକ ଜଣେ

୨୫ ବର୍ଷର ଜନସେବାର ପ୍ରେରଣାରେ ଓଡିଶାରେ ଆରମ୍ଭ ହେବ ସେବାର ନୂଆ ଅଧ୍ୟାୟ: ମନମୋହନ ସାମଲ

ସେବା ସଂକଳ୍ପ ଅଭିଯାନ: ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡିଶା  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ଜନ୍ମଦିନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ପର୍ଯ୍ୟନ୍ତ ମାସେ ଧରି ଚାଲିବ ଅଭିଯାନ ଏହି ଅଭିଯାନକୁ କେବଳ ଦଳୀୟ କାର୍ଯ୍ୟକ୍ରମ ଭାବେ ନୁହେଁ, ବରଂ ଜନସେବା,

ଓଡ଼ଗାଁ ଏନ୍ଏସିରେ ଏନଫୋର୍ସମେଣ୍ଟ ଟିମ୍‌ର ଚଢ଼ାଉ

୩୧ ଶହ ଟଙ୍କା ଜରିମାନା ଆଦାୟ, ୧୨ କେଜି ପଲିଥିନ ଜବତ ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପକ୍ଷରୁ ସହରକୁ ସ୍ୱଚ୍ଛ, ସୁନ୍ଦର ଓ ପ୍ଲାଷ୍ଟିକ୍‌ମୁକ୍ତ ରଖିବା ଉଦ୍ଦେଶ୍ୟରେ ଏନଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ବିଭିନ୍ନ ଦୋକାନ ଓ ବ୍ୟବସାୟିକ

ଖରିଫ ଫସଲର ଡିଜିଟାଲ ସର୍ବେକ୍ଷଣ ପ୍ରଶିକ୍ଷଣ

ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର।): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସଭାଗୃହରେ ବୁଧବାର ଖରିଫ ଫସଲ-୨୦୨୬ର ଡିଜିଟାଲ ସର୍ବେକ୍ଷଣ ସମ୍ପର୍କିତ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ତହସିଲଦାର ଡ. ମାନସ ରଞ୍ଜନ ଭୋଇ, ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ, ବ୍ଳକ କୃଷି ଅଧିକାରୀ ପ୍ରତିଭା

ଶିଶୁ ସୁରକ୍ଷା ସମୀକ୍ଷା ବୈଠକ

ଓଡ଼ଗାଁ, ୧୦।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍‌ ମିଶନ ଶକ୍ତି ଗୃହରେ ବ୍ଲକ୍‌ସ୍ତରୀୟ ଶିଶୁ ସୁରକ୍ଷା କମିଟିର ସମୀକ୍ଷା ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ସିଡିପିଓ ଲହଡ଼ିମାଳା ପ୍ରଧାନଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଯୋଗଦେଇ