Sign in
Sign in
Recover your password.
A password will be e-mailed to you.
୩୦ ବର୍ଷ ହେଲା ଛୁଟି ନାହିଁ,ଇପିଏଫ୍ ନାହିଁ, ସବୁ କାମ କର : କେନ୍ଦୁଝରରେ ୫୦୦ରୁ ଉର୍ଦ୍ଧ୍ଵ ସିସିଏଙ୍କୁ କ୍ରୀତଦାସ…
ନିଜ ଚିଠିରେ ମାନିଲା ବିଭାଗ - 'ଇପିଏଫ୍ ବ୍ୟବସ୍ଥା ନାହିଁ', ପିଅନ୍-ସୁଇପର୍-ନାଇଟ୍ ୱାଚମ୍ୟାନ୍ କାମ କରାଏ; ୧୮କୋଟି ବକେୟା ଦାବିରେ ଇପିଏଫ୍ ଆୟୁକ୍ତଙ୍କ ଦ୍ୱାରସ୍ଥ ହେଲେ ୫୦୦ରୁ ଉର୍ଦ୍ଧ୍ଵ ସିସିଏ।
କେନ୍ଦୁଝର,ତା୧୩/୬- ଆଦିବାସୀ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଆଶ୍ରମ ବିଦ୍ୟାଳୟରେ ରୋଷେଇଆ ନାମରେ…
ସିଡିଏ ଅଞ୍ଚଳରେ ଏସ୍ଆଇଆର୍-୨୦୨୬ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ଉପଜିଲ୍ଲାପାଳ
କଟକ, ତା. ୧୩.୦୬.୨୦୨୬ ରିଖ – ସ୍ଵତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର) କାର୍ଯ୍ୟକ୍ରମର ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ,କଟକ ନିର୍ବାଚନ ମଣ୍ଡଳୀର ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ ସିଡିଏ ଅଞ୍ଚଳର ବିଭିନ୍ନ ବୁଥ୍ ପରିଦର୍ଶନ କରିଛନ୍ତି…
ପ୍ରଧାନମନ୍ତ୍ରୀଙ୍କ ୧୨ ବର୍ଷର ଯାତ୍ରା ସେବା, ସୁଶାସନ ଓ ଗରିବ କଲ୍ୟାଣର ସଫଳ ନିଦର୍ଶନ – ଧର୍ମେନ୍ଦ୍ର ପ୍ରଧାନ
ମଧ୍ୟପ୍ରଦେଶର ଭୋପାଳ ଗସ୍ତରେ କେନ୍ଦ୍ରମନ୍ତ୍ରୀ
• ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବଙ୍କ ସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ଯୁବକମାନଙ୍କ ସଶକ୍ତୀକରଣ ବିଷୟ ଉପରେ ଆଲୋଚନା କଲେ
• ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱର ସଫଳ ୧୨ ବର୍ଷ ନେଇ ସାମ୍ବାଦିକଙ୍କ ସହ କଲେ ଆଲୋଚନା…
ଓଡ଼ିଆ ଶିକ୍ଷକଙ୍କ ଦରମା ବନ୍ଦ କରି ଓଡ଼ିଆ ଅସ୍ମିତାର ମର୍ଯ୍ୟାଦାହାନୀ କରିଛନ୍ତି ସରକାର: ବିଜେଡି
ବିଚ୍ଛିନ୍ନାଞ୍ଚଳରେ ମାତୃଭାଷା ସୁରକ୍ଷା ପ୍ରସଙ୍ଗ
ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ନିରନ୍ତର କାର୍ଯ୍ୟ କରୁଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ
୬୫୨ ଜଣ ଓଡ଼ିଆ ଶିକ୍ଷକ ଓ ୧୧ ଜଣ ପର୍ଯ୍ୟବେକ୍ଷକଙ୍କ ବକେୟା ଦରମା ତୁରନ୍ତ ପ୍ରଦାନ କରାଯାଉ…
କେନ୍ଦ୍ରାପଡ଼ାରେ ମହିଳା ସରପଞ୍ଚଙ୍କ ଉପରେ ପୋଲିସ୍ ଅତ୍ୟାଚାର ଅଭିଯୋଗ: ରାଜନୀତି ଉତ୍ତପ୍ତ ।
କେନ୍ଦ୍ରାପଡା:୧୩,୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ମହାକାଳପଡ଼ା ବ୍ଲକ୍ ବିଡ଼ିଓ ଚାମ୍ବରରେ ଘଟିଥିବା ଏକ ବିବାଦିତ ଘଟଣା ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ସୃଷ୍ଟି କରିଛି। ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ଭିଡ଼ିଓ ରେକର୍ଡିଙ୍ଗ୍ ନେଇ ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିବା…
ଟିପିଏନଓଡିଏଲ୍ ପକ୍ଷରୁ ରାଇରଙ୍ଗପୁରରେ ନୂତନ ମିଟରିଂ ଷ୍ଟୋର ଉଦଘାଟିତ
ବାଲେଶ୍ୱର, 13/6: ଉପଭୋକ୍ତାମାନଙ୍କୁ ଅଧିକ ସୁବିଧାଜନକ ଏବଂ ଗୁଣାତ୍ମକ ସେବା ପ୍ରଦାନ କରିବା ଲକ୍ଷ୍ୟରେ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍) ଆଜି ରାଇରଙ୍ଗପୁରରେ ନିଜର ଚତୁର୍ଥ ମିଟରିଂ ଷ୍ଟୋରର ଉଦ୍ଘାଟନ କରିଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…
ଆଇସିଏଆଇ ଭୁବନେଶ୍ୱର ଶାଖା : ଜାତୀୟ ସିଏ ଛାତ୍ର ସମ୍ମିଳନୀ “ଲକ୍ଷ୍ୟ ୨୦୨୬”ର ଶୁଭାରମ୍ଭ, ଓଡିଶା ରାଜ୍ୟପାଳଙ୍କ ଉଦଘାଟନ
ଭୁବନେଶ୍ୱର, ୧୨ ଜୁନ: ଦି ଇନ୍ସଟିଟିଉଟ ଅଫ ଚାର୍ଟାର୍ଡ ଆକାଉଣ୍ଟାଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ)ର ବୋର୍ଡ ଅଫ୍ ଷ୍ଟଡିଜ୍ (ଅପରେସନ୍ସ) ଦ୍ୱାରା ଆୟୋଜିତ ଏବଂ ଆଇସିଏଆଇ ଭୁବନେଶ୍ୱର ଶାଖା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜାତୀୟ ସିଏ ଛାତ୍ର ସମ୍ମିଳନୀ – “ଲକ୍ଷ୍ୟ ୨୦୨୬” ଆଜି ଭୁବନେଶ୍ୱରସ୍ଥିତ କିଟ୍…
ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ସିପାହୀ
( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ଗତ ୭ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଲେ ସିପାହୀ ଆଶୁତୋଷ ମୃଦୁଙ୍ଗିଆ। ମୃତ ଆଶୁତୋଷ ଗତ ଦୁଇ ବର୍ଷ ତଳେ ମହିଳା ସିପାହୀ ସନ୍ଧ୍ୟା ନାୟକ ଙ୍କୁ ବାହା ହୋଇଥିଲେ। ତାଙ୍କ ଘର ବଡ଼ବଜାର ଥାନା ଅନ୍ତର୍ଗତ ପାଣ୍ଡବ ନଗର ଓ ସେ ମୋଟର ଯାନ…
କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ
‘ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନ
• ଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବ ‘ଭାରତ ଇନୋଭେଟ୍ସ’ର ଆନ୍ତର୍ଜାତୀୟ ପ୍ରଦର୍ଶନୀ • ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି…
ଓଡ଼ଗାଁରେ ବିଜୁଳି ବିଭ୍ରାଟ ଏବେ ନିତିଦିନିଆ; ଅଞ୍ଚଳବାସୀଙ୍କ ପାଇଁ କିଏ ହେବ ସାହା-ଭରସା, ନେତା ଓ ପ୍ରଶାସନ…
ଓଡ଼ଗାଁ, ୧୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ରାଜ୍ୟର ଏକ ପ୍ରମୁଖ ଅଞ୍ଚଳ ଭାବେ ପରିଚିତ। ଏହି ଅଞ୍ଚଳର ଚତୁଃପାର୍ଶ୍ୱରେ ଅନେକ ପ୍ରସିଦ୍ଧ ଆଧ୍ୟାତ୍ମିକ ପୀଠ, ସଂରକ୍ଷିତ ଜଙ୍ଗଲ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ପାହାଡ଼ ଅବସ୍ଥିତ ରହିଛି। ବିକାଶଶୀଳ ଓଡ଼ଗାଁକୁ…