ପ୍ରଶିକ୍ଷଣ ରତ ନୌସେନା ଅଗ୍ନିବୀରଙ୍କ ମୃତ୍ୟୁ

ବାଲୁଗାଁ:(ସେକ୍ କୌସର):-ଗୁରୁବାର ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଆଇଏନଏସ ଚିଲିକାରୁ ଜଣେ ପ୍ରଶିକ୍ଷଣ ରତ ଅଗ୍ନିବୀରଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ।ମୂତକ ଜଣଙ୍କ ଉତ୍ତରପ୍ରଦେଶ ମିରଠ ଜିଲ୍ଲାର ଅହମ୍ମଦପୁର ଢୋମି ଗ୍ରାମର ରାଜ କୁମାରଙ୍କ ପୁଅ କାର୍ତ୍ତିକ ଯାଦବ…

ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ମହିଳା କୃଷି ତାଲିମ୍ ଶିବିର

ବେଲଗୁଣ୍ଠା,୦୯/୦୪-(ଶିବରାମଚୌଧୁରୀ )-,ଗାଙ୍ଗପୁର ହାଟପଦା ସ୍ଥିତ ପାଠାଗାର ପରିସରରେ ସ୍ଵପ୍ନେଶ୍ଵର ପାଣି ପଂଚାୟତ ପକ୍ଷରୁ ଏକ ମହିଳା କୃଷି ତାଲିମ୍ ଶିବିର ଆୟୋଜିତ ହୋଇଯାଇଛି I ପାଣି ପଂଚାୟତ ସଭାପତି ଅର୍ଜ୍ଜୁନ ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ରୂପେ…

ଜିଲ୍ଲା ସ୍ତରୀୟ ବଜେଟ ସଚେତନତା କର୍ମଶାଳା

ଜଗତସିଂହପୁର,ତା-୦୯.୦୪.୨୦୨୬/ସୁମନ୍ତକୁମାରଦାସ: ଜଗତସିଂହପୁର, ତା ୯/୦୪/୨୬: “ଆମେ ଜାଣିବା, ଆମ ବଜେଟ” ଅଭିଯାନ: ୧–୧୪ ଏପ୍ରିଲ ମଧ୍ୟରେ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ରେ ସ୍ଥାନୀୟ ଆଦିକଵି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ…

ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା ମିଳିତ ଭାବେ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନ l

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବିଭିନ୍ନ ଅଞ୍ଚଳରେ ଦୁର୍ଘଟଣା ବଢ଼ିବାରେ ଲାଗିଛି। ଯାହା ଫଳରେ ଅନେକ ଜନ ଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି।ସଡ଼କ ସୁରକ୍ଷା ଜୀବନ ରକ୍ଷା ନିମନ୍ତେ ମାଲକାନଗିରି ଜିଲ୍ଲା ପୁଲିସ ଏବଂ ଆଞ୍ଚଳିକ ପରିବହନ ବିଭାଗ ଦ୍ଵାରା…

ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କୁ ଅନନ୍ତ ଅମ୍ବାନୀଙ୍କ ଉପହାର

ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭୁବନେଶ୍ୱର, ୯ । ୪: ନିଜ ଜନ୍ମଦିନରେ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି, ଚାକିରି ଓ ଏକ୍ସପୋଜର ସୁଯୋଗ ଭଳି ଅନେକ ଘୋଷଣା କରିଛନ୍ତି ଅନନ୍ତ ଅମ୍ବାନୀ। ଆଜି ନିଜ ଜନ୍ମଦିନ ପାଳନ ଅବସରରେ ଅନନ୍ତ କିସ୍‍ ଛାତ୍ରଛାତ୍ରୀଙ୍କ ପାଇଁ ରିଲାଏନ୍ସ…

ଓଡ଼ିଆ ପକ୍ଷ -୨୦୨୬ର ନବମ ଦିବସରେ “ଆସ ବହିଟିଏ କିଣିବା ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/163yk-Vib8c  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଚଳିତ ମାସ ଏପ୍ରିଲ ୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ-୨୦୨୬ । ଏହି ଓଡ଼ିଆ ପକ୍ଷ ପାଳନର…

“ଆସ ବହିଟିଏ କିଣିବା ଅଭିଯାନ” ଅନୁଷ୍ଠିତ ହେଲା

ବାଲେଶ୍ୱର, ତାରିଖ - ୦୯/୦୪/୨୦୨୬:  ଆଜି ହେଉଛି ଓଡ଼ିଆ ପକ୍ଷ ୨୦୨୬ ର ନବମ ଦିନ । ଏହି ଅବସରରେ ଜିଲ୍ଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ "ଆସ ବହିଟିଏ କିଣିବା ଅଭିଯାନ" ଅନୁଷ୍ଠିତ ହୋଇଛି । ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ବାଲେଶ୍ୱର…

୬୯ତମ SGFI ରଗବୀ ଚାମ୍ପିଅନସିପ୍‌ରେ ୧୪ ବର୍ଷରୁ କମ୍ ବର୍ଗର ପ୍ରତିଯୋଗିତା ଆରମ୍ଭ

କଳିଙ୍ଗ ଷ୍ଟାଡିୟମରେ ୧୪ଟି ରାଜ୍ୟରୁ ୩୦୦ରୁ ଅଧିକ ଖେଳାଳୀ ଭୁବନେଶ୍ୱର, ୦୯/୦୪/୨୦୨୬ : ଓଡ଼ିଶାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ (SGFI) ରଗବୀ ଚାମ୍ପିଅନସିପ୍‌ ୨୦୨୫-୨୬ ରେ ଆଜି ଠାରୁ ୧୪ ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗର ପ୍ରତିଯୋଗିତା ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ…

ନବରଂଗପୁର ଠାରେ ସି ଆର୍ ପି ଏଫ୍ ୧୨ ବାଟାଲିୟନ ର ଶୌର୍ଯ୍ୟ ଦିବସ ପାଳନ

ନବରଙ୍ଗପୁର ତା ୯.୪.୨୦୨୬: ଅଶୋକ ସାହୁ,ନବରଂଗପୁର ସି ଆର୍ ପି ଏଫ୍ (୧୨ ବାଟାଲିୟନ) ପ୍ରାଙ୍ଗଣରେ ୬୧ ତମ ଶୌର୍ଯ୍ୟ ଦିବସ ପାଳନ ହୋଇଯାଇଛିl ଏହି ଅବସରରେ କମାଣ୍ଡାଣ୍ଟ ଏନ. କେ. କେ ପ୍ରସାଦଙ୍କ ଉପସ୍ଥିତିରେ, ଡେପୁଟି କମାଣ୍ଡାଣ୍ଟ ରାଜୀବ କୁମାର, ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀନିବାସ ରାଓ,…

ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ (୦୮/୦୪):- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁର ର ଅରୁଣ ରୁ ପ୍ରଥମ ଶ୍ରେଣୀ ର ଅଭିଭାବକ ଅଭିଭାବିକା ମାନଙ୍କ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଶିଶୁ ବାଟିକା ଶୈକ୍ଷିକ ସଂଯୋଜକ ଶ୍ରୀଯୁକ୍ତ ଲୋକନାଥ ମିଶ୍ର…