Sign in
Sign in
Recover your password.
A password will be e-mailed to you.
ଝିଅର ଚିକିତ୍ସା ଅବହେଳାକୁ ନେଇ ବଚସାରୁ ପତ୍ନୀକୁ ହତ୍ୟା
ଆଜୀବନ କାରାଦଣ୍ଡ ଭୋଗିବେ ପତ୍ନୀହନ୍ତା ସ୍ୱାମୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦାମ୍ପତ୍ୟ ଜୀବନରେ ଅଳ୍ପ ବହୁତ କଳି ଝଗଡ଼ା ସମସ୍ତଙ୍କର ପ୍ରାୟ ହୋଇଥାଏ। କିନ୍ତୁ ୨୦୨୨ ମସିହାରେ ଗଜପତି ଜିଲ୍ଲାର କୁଡିଙ୍ଗଡ଼ା ଗ୍ରାମରେ ହୋଇଥିବା ଏକ ଅଭାବନୀୟ ଘଟଣା ସମ୍ପୂର୍ଣ୍ଣ ଭିନ୍ନ!-->!-->!-->!-->!-->…
ଉତ୍କଳ ଆଲୁମିନା ପକ୍ଷରୁ ୮୦ ତମ ସ୍ୱାଧୀନତା ଦିବସ ପାଳିତ
କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ମହାଡମ୍ବରରେ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଅଛି । ସ୍ଥାନୀୟ ନୂଆପଡ଼ା ଟାଉନସିପ୍, ହେଲିପ୍ୟାଡ!-->!-->!-->…
ଏସଆଇଆର୍ରେ ବ୍ୟାପକ ଅନିୟମିତତା ଅଭିଯୋଗ
ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍ପିଙ୍କ ଦ୍ୱାରସ୍ଥ ହେଲା ବିଜେଡି
ଝାରସୁଗୁଡ଼ା, ୧୭/୦୮: ଝାରସୁଗୁଡ଼ା ଜିଲ୍ଲାରେ ଚାଲିଥିବା ଏସଆଇଆର୍ (ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ। ଜାଲ୍ ଅଭିଯୋଗ ଓ ମିଥ୍ୟା!-->!-->!-->…
ୟୁଏଆଇଏଲ୍ ପକ୍ଷରୁ ମେଗା ରକ୍ତଦାନ ଶିବିର: ୨୩୫ ୟୁନିଟ୍ ରକ୍ତ ସଂଗୃହୀତ
ରାୟଗଡ଼ା, ୧୭/୮: ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏହାର ସିଏସଆର ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସହଯୋଗରେ ସ୍ଥାନୀୟ ନୂଆପଡ଼ା ଟାଉନସିପ କ୍ଲବ୍ ହାଉସ୍ଠାରେ ଏକ ମେଗା ରକ୍ତଦାନ!-->…
ବେଲଗୁଣ୍ଠା ପ୍ରେସକ୍ଲବ୍ ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ।
ବେଲଗୁଣ୍ଠା-୧୭/୮-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ 'ପ୍ରେସ କ୍ଲବ୍ ବେଲଗୁଣ୍ଠା'ର ଏକ ସାଙ୍ଗଠନିକ ବୈଠକ କୀରାପଲିସ୍ଥିତ ମା' କୁମାରଶୁଣୀ ପୀଠରେ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ!-->…
ପୁଣି ଷଷ୍ଠ ଥର ଜଳକାରେ ବନ୍ଯା : ଭେଡିବନ୍ଧରୁ ଅତଡା ଖସୁଛି
ବସ୍ତା୧୭/୮: ଜଳକାନଦୀରେ ବନ୍ଯା ପାଣିରେ ବସ୍ତା ଅଞ୍ଚଳର ୧୫ରୁ ଉର୍ଦ୍ଧ ପଞ୍ଚାୟତ ଜଳମଗ୍ନ ହୋଇଥିବା ବେଳେ ହଜାର ହଜାର ହେକ୍ଟର ଧାନଚାଷ ପାଇଁ ରୁଆ ଯାଇଥିବା ବିହୋନ ଓ ତଳି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି ।ପୁଣି ଆଜି ଜଳକା ନଦୀ ରେ ପ୍ରବଳ ବନ୍ଯାପାଣି ପ୍ରବେଶ କରୁଛି ।ମୟୁରଭଞ ଜିଲ୍ଲା ଚକ!-->…
କୁକୁଡ଼ା ଭାଡିରୁ ଅଜଗର ଉଦ୍ଧାର।
ନୀଳଗିରି, ୧୭/୦୮,: ନୀଳଗିରି ଏନ୍ଏସି ଅଧୀନ ୪ ନମ୍ବର ୱାର୍ଡ ମିରିଗିଣି ଗ୍ରାମରୁ ପ୍ରାୟ ଆଠ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ସାପଟି ଉକ୍ତ ଗ୍ରାମର ପ୍ରଦୀପ କୁମାର ପ୍ରଧାନଙ୍କ କୁକୁଡ଼ା ଭାଡି ଭିତରେ ପଶି ୭ଟି ଅଣ୍ଡା ଖାଇବା ସହ ଦୁଇଟି କୁକୁଡ଼ା କୁ ମାରି ଗିଳିଦେଇଥିଲା। ଶ୍ରୀ!-->…
ଦେଶୀ ଓ ବିଦେଶୀ ମଦ ଜବତ, ୦୩ ଗିରଫ ।
ବାଲେଶ୍ୱର: ବାଲେଶ୍ୱର ଅବକାରୀ ଅଧିକ୍ଷକ ଶେଖ ଅସଫ ଅଲ୍ଲୀଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ଓ ଅନ୍ତରା ଗ୍ରାମରେ ଚଢ଼ାଉ କରାଯାଇ ୧୫୦!-->!-->!-->…
ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନାର ପ୍ରଚାର ପାଇଁ ଟିପିସିଓଡିଏଲ୍ର ସୋଲାର ରଥକୁ ଶୁଭାରମ୍ଭ କଲେ…
କେନ୍ଦ୍ରାପଡ଼ା:17/08 (ପ୍ରଫୁଲ୍ଲ କୁମାର ମଲ୍ଲ) ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍), ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜିଲି ଯୋଜନା ଅଧୀନରେ ରୁଫଟପ୍ ସୋଲାର ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ!-->!-->!-->…
ଟିପିଏନ୍ଓଡିଏଲ୍ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
ସୌରଶକ୍ତି ର ପ୍ରୋତ୍ସାହନ ପାଇଁ ୨୦ ଜଣ 'ସୋଲାର ଚାମ୍ପିୟନ୍' ହେଲେ ସମ୍ବର୍ଦ୍ଧିତ
ବାଲେଶ୍ୱର, ଓଡ଼ିଶା, ୧୫ ଅଗଷ୍ଟ, ୨୦୨୬: ଟିପି ନର୍ଦ୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ପକ୍ଷରୁ ରାଷ୍ଟ୍ର ଗଠନ ତଥା ଦୀର୍ଘସ୍ଥାୟୀ ପ୍ରଗତିର ସଙ୍କଳ୍ପ ସହିତ ସ୍ୱାଧୀନତା!-->!-->!-->!-->!-->…