ଝାରସୁଗୁଡ଼ାରେ ଆଲୁମିନିୟମ୍‌ ପାର୍କ ପାଇଁ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷର କଲା ବେଦାନ୍ତ…

ଏହି ପଦକ୍ଷେପ ଦ୍ବାରା ଆନୁଷଙ୍ଗିକ ଶିଳ୍ପସଂସ୍ଥାଙ୍କ ଉନ୍ନତି ହେବା ସହ ନିଯୁକ୍ତି ସୁଯୋଗ ବଢିବ ଭୁବନେଶ୍ବର, ୧୦ ଏପ୍ରିଲ, ୨୦୨୬: ଭାରତର ବୃହତ୍ତମ ଆଲୁମିନିୟମ୍‌ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ୍‌ ଦୁଇ ଆନୁଷଙ୍ଗିକ ଶିଳ୍ପସଂସ୍ଥା ସିଂଘଲ ଷ୍ଟିଲ୍‌ ଏଣ୍ଡ୍‌ ପାଓ୍ବାର ଲିଃ ( ସିଂଘଲ୍‌…

ପଞ୍ଚପଡ଼ା ହାଇସ୍କୁଲରେ ବେଦାନ୍ତର ଅଗ୍ନିସୁରକ୍ଷା ମକଡ୍ରିଲ

ଝାରସୁଗୁଡ଼ା, ୧୦/୦୪( )– ଝାରସୁଗୁଡ଼ାସ୍ଥିତ ବେଦାନ୍ତ ଆଳୁମିନା କାରଖାନାର ସିଏସଆର କାର୍ଯ୍ୟକ୍ରମ ଅନୁସାରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ପଞ୍ଚପଡ଼ାରେ ଅଗ୍ନିସୁରକ୍ଷା ସଚେତନତା ଓ ମକଡ୍ରିଲ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବେଦାନ୍ତ କାରଖାନାର ଅଗ୍ନି ସୁରକ୍ଷା…

ସାପ ଖାଇବାକୁ ଆସିଥିଲା ଅହିରାଜ:!

ଓଡ଼ଗାଁରୁ ୧୧ ଫୁଟ ଲମ୍ବା କିଙ୍ଗ କୋବ୍ରା ଉଦ୍ଧାର ଓଡ଼ଗାଁ,୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅଧୀନସ୍ଥ ବାହାଡ଼ାଝୋଲା ସେକ୍ସନ ନିକଟସ୍ଥ ଘଡେ଼ଇ ବନ୍ଧ ଗାଁରୁ ଗୁରୁବାର ଅପରାହ୍ନରେ ଏକ ବିରାଟ ଅହିରାଜ (କିଙ୍ଗ କୋବ୍ରା) ସାପକୁ ବନ ବିଭାଗ ଉଦ୍ଧାର କରିଛି।…

କୋମଣ୍ଡ ଅଞ୍ଚଳରୁ ମାଙ୍କଡ଼ା ପଥର ଚୋରା ଚାଲାଣ ବନ୍ଦ ହେବକେବେ:

ଖଣି ମାଫିଆଙ୍କ ଚକ୍ରବ୍ୟୁହକୁ ଭେଦକରି ପାରୁନି ପ୍ରଶାସନ ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୋମଣ୍ଡ ରାଜସ୍ୱ ଅଞ୍ଚଳରେ ମାଙ୍କଡ଼ା ପଥର ଖଣିରୁ ପ୍ରତି ରାତିରେ ହଜାର ହଜାର ଖଣ୍ଡ ପଥର ଚୋରା ଚାଲାଣ ହେଉଥିବା ବେଳେ ପ୍ରଶାସନ ମାଫିଆଙ୍କ ଚକ୍ରବିହ୍ବକୁ…

୮୨ ଗ୍ରାମର ଧଳାଜହର ଜବତ। ଅଭିଯୁକ୍ତ ଗିରଫ

ଜଗତସିଂହପୁର,ତା-୦୯.୦୪.୨୦୨୬/ସୁମନ୍ତକୁମାରଦାସ: ଆଜି ବାଲିକୁଦା ଅବକାରୀ ଥାନା ପକ୍ଷରୁ ଅସିଳୋ ଛକରେ ଚଢାଉ କରାଯାଇ ୮୨ ଗ୍ରାମର ବ୍ରାଉନସୁଗାର ଜବତ କରାଯିବା ସହ ଅଭିଯୁକ୍ତ ବିଶ୍ବଜିତ ସାହୁ ଙ୍କୁ ଗିରଫ କରାଯାଇଛି।ଗୁରୁବାର ଦିନ ଜଗତସିଂହପୁର ଅବକାରୀ ରେଞ୍ଜ ଇନ୍ସପେକ୍ଟର ଶ୍ରୀକାନ୍ତ କୁମାର…

ଓଡ଼ିଆ ପକ୍ଷ ଅବସରରେ “ଆସ ବହିଟିଏ କିଣିବା” ଅଭିଯାନ

ଜଗତସିଂହପୁର, ତା ୯/୦୪/୨୬ ସୁମନ୍ତ କୁମାର ଦାସ:  ରାଜ୍ୟରେ ଅପ୍ରେଲ ମାସ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି। ଆଜି ଓଡ଼ିଆ ପକ୍ଷ ପାଳନର ନବମ ଦିବସ ଅବସରରେ ସାରା ରାଜ୍ୟରେ "ଆସ ବହିଟିଏ କିଣିବା" ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଆଜିର ଦିବସଟି ଓଡ଼ିଆ ସାହିତ୍ୟ…

ଝାମି ଗ୍ରାମ ରେ ହେଉଥିବା ମନ୍ଦିର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଝାମି ଗ୍ରାମ ଠାରେ ବହୁ ପ୍ରତିକ୍ଷୀତ ମା ଠାକୁରାଣୀ ମନ୍ଦିର ନିର୍ମାଣ କରାଯିବା ପାଇଁ ଯୋଜନା କରିଥିଲେ ଗ୍ରାମବାସୀ , ଆର୍ଥିକ ଅସୁବିଧା ପାଇଁ ମନ୍ଦିର ନିର୍ମାଣ ହୋଇପାରିନଥିଲା। କିଛିଦିନ ତଳେ ଗ୍ରାମବାସୀ…

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ଅବସରରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ ଆୟୋଜିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ୧୦୦ ବର୍ଷ ପାଳନ ଅବସରରେ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ପ୍ରମୁଖ ନାଗରିକ ସଂଗୋଷ୍ଠୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଓଡ଼ିଶା (ପୂର୍ବ) ପ୍ରାନ୍ତର ପ୍ରାନ୍ତ କାର୍ଯ୍ୟକାରିଣୀ…

ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ନବ ନିଯୁକ୍ତି ଅଧକ୍ଷ ଓ ଉପାଧ୍ୟାକ୍ଷଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ,

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗି ରି ସଦର ମହକୁମା ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯାଳୟରେ ନବ ନିଯୁକ୍ତି ଅଧକ୍ଷ ଓ ଉପାଧ୍ୟକ୍ଷଙ୍କୁ ଭବ୍ୟ ସମ୍ଭର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି, ଏହି ଅବସରରେ ନବ ନିଯୁକ୍ତ ଯୋଜନା ବୋର୍ଡ଼ ଅଧକ୍ଷ ତଥା ମାଲକାନଗିରି ବିଧାୟକ…

ଜାତୀୟ ବେସ୍ ବଲ ପାଇଁ ଖୁସବୀର୍ ମନୋନୀତ

କେନ୍ଦୁଝର,ତା୯/୪- କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରଘୁନାଥପୁର ଗ୍ରାମ ପଂଚାୟତରେ ଅବସ୍ଥିତ ଆଠପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ, ହଳଧରପୁରର ଦଶମ ଶ୍ରେଣୀର ଛାତ୍ର ଶ୍ରୀମାନ୍ ଖୁସବୀର ନାୟକ ଜାତୀୟ ସ୍କୁଲ କ୍ରୀଡାର ବେସ୍ ବଲ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ।…