Sign in
Sign in
Recover your password.
A password will be e-mailed to you.
ବହୁ ଜନ୍ ସଂଗ୍ରାମ ସମିତ ତରଫରୁ ସ୍ଵାଧୀନତା ଦିବସ ପାଳିତ।
ଜୁନାଗଡ଼,/ଆଦିତ୍ୟ ମହାନ୍ତି: ଜୁନାଗଡ ବହୁଜନ ସଂଗ୍ରାମ ସମିତି ପକ୍ଷ୍ୟରୁ ସମାରୋହ ରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସର ରେ ସ୍ତାନୀୟ ନୂଆ ବସ ଷ୍ଟାଣ୍ଡ ରେ ଥିବା ଡାଃ ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟ ରେ ସଂଗଠନ ର କର୍ମ କର୍ତ୍ତା ଏକତ୍ରୀତ ହୋଇ…
ସ୍ୱାଧୀନତା ଦିବସକୁ ନିଆରା ଢଙ୍ଗରେ ପାଳନ କଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ
ସଂଗଠନର ମହିଳା ସଦସ୍ୟାଙ୍କ ପକ୍ଷରୁ ସର୍ବ ଧର୍ମ ଶବ ସଂସ୍କାର ସ୍ଥଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବଲାଙ୍ଗିର/ସନ୍ତୋଷ ଠାକୁର: କୌଣସି ଜାତି, ଧର୍ମ, ବର୍ଣ୍ଣ ନୁହେଁ "ଭାରତୀୟ" ହେଉଛି ଆମର ଅସଲ ପରିଚୟ। ସ୍ୱାଧୀନତା ଦିବସ ମନେ ପକାଇ ଦିଏ ଯେ, ଆମେ ବିଶ୍ୱର ସର୍ବବୃହତ ନାଗରିକ ସମ୍ପ୍ରଦାୟର ଜଣେ…
ସ୍ୱାଧୀନତା ଦିବସ ଅବସର ରେ ବିଭିନ୍ନ ସ୍ଥାନ ରେ ଯୋଗ ଦେଲେ ବାଣୀ କଲ୍ୟାଣ।
ବାସୁଦେବପୁର - ବାସୁଦେବପୁର ରେ ପବିତ୍ର ସ୍ୱାଧୀନତା ଦିବସ ବହୁ ଆଡମ୍ବର ରେ ପାଳନ ହୋଇ ଯାଇଛି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ରେ ପତାକା ଉତ୍ତୋଳନ ହୋଇ ଯାଇଛି। ଏହି ଅବସର ରେ ଯୁବ ସମାଜସେବୀ ବାଣୀ କଲ୍ୟାଣ ମହାନ୍ତି ବାସୁଦେବପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ର…
ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୭ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ କଲେଜର ପରିଚାଳନା କମିଟିର ସଭାପତି ଶ୍ରୀ ନାସିର ବେଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସଭାପତି ମହୋଦୟ…
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ଆଲୋଚନା
ଭୁବନେଶ୍ୱର:ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ସମ୍ମିଳନୀ କକ୍ଷରେ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ସଂଘର ରହିଥିବା ବିଭିନ୍ନ ଦାବୀ ସଂପର୍କରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ବିଭାଗୀୟ ସଚିବଙ୍କ ପୌରହିତ୍ୟରେ ହୋଇଥିବା ଏହି ଆଲୋଚନାରେ ବିଭାଗର…
କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ରକ୍ତଦାନ ଶିବିର
- ରକ୍ତଦାନ କଲେ ରାଜ୍ୟସଭା ସାଂସଦ ସୁଜିତ୍ କୁମାର
କଳାହାଣ୍ଡି : “ରକ୍ତାଭାବରେ ଜଣେ ହେଲେ ବି ରୋଗୀ ଯେପରି ଜୀବନ ନ ହାରିବେ”, ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଏହି ଆହ୍ୱାନକୁ ପ୍ରତିପାଳନ କରି ଆଜି ଓଡ଼ିଶା-ମୋ ପରିବାର – ଜୀବନବିନ୍ଦୁ କାର୍ଯ୍ୟକ୍ରମ ଆନୁକୁଲ୍ୟରେ କଳାହାଣ୍ଡି…
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ
ଭୁବନେଶ୍ୱର - ୭୭ତମ ସ୍ଵାଧୀନତା ଦିବସ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ମହା ସମାରୋହ ରେ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ସକାଳ ୮ ଘଟିକା ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ କାର୍ଯ୍ୟାଳୟରେ…
ସୋଆରେ ୭୭ତମ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର, ୧୬/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ରେ ସୋମବାର ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ସୋଆ କ୍ୟାମ୍ପସ୍ ୫ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର…
ସୋଆ ଏନସିସି ପକ୍ଷରୁ ବୃକ୍ଷରୋପଣ
ଭୁବନେଶ୍ୱର,୧୬/୦୮: ୭୭ ତମ ସ୍ୱାଧୀନତା ଦିବସ ପାଳନ ଓ ଭାରତ ସରକାରଙ୍କ ଦ୍ୱାରା ପ୍ରବର୍ତିତ “ମେରା ମିଟି ମେରା ଦେଶ” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ସୋଆ)ର ଏନସିସି କ୍ୟାଡେଟମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଠାରେ ୫୦୦ଟି…
ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ୭୭ତମ ସ୍ୱାଧୀନତା ଦିବସ ପାଳିତ ।
ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ ସମସ୍ତ ପୁର ପଲ୍ଲୀରେ ମହା ଆଡମ୍ବର ରେ ପାଳିତ ହେଇଯାଇଛି ୭୭ ତମ ସ୍ୱାଧୀନତା ଦିବସ । ଏହି ଅବସର ରେ ଅସ୍ତରଙ୍ଗ ବି ଜେ ଡି, କାର୍ଯା ଳୟ ଠାରେ,ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,କଂଗ୍ରେସ ଅଫିଶି ଠାରେ ବ୍ଲକ ସଭାପତି…