ପଦ୍ମପୁରରେ ଅଭୂତପୂର୍ବ ଦେଶପ୍ରେମର ଝଲକ

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ପଡ଼ିଆଠାରେ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ - ୨୦୨୩ ଏକ ଅଭୂତପୂର୍ବ ଦେଶପ୍ରେମର ପରିବେଶ ଭିତରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଉପ-ଜିଲ୍ଲାପାଳ ଶ୍ରୀ ସଦାକର କୁମ୍ଭାର ଯୋଗଦେଇ ଜାତୀୟ ପତାକା…

ପଦ୍ମପୁର ଏନ୍ ଏ ସି ରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି, ଏନ୍ ଏ ସି ଅଧ୍ୟକ୍ଷା ସାବିତ୍ରୀ ବାଗ, କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଯୋଗଦେଇ ୩୨ ଜଣ ହିତାଧିକାରୀଙ୍କୁ…

ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳିତ

କଳିଙ୍ଗନଗର, ଅଗଷ୍ଟ ୧୫, ୨୦୨୩: ଟାଟାଷ୍ଟିଲ୍ କଳିଙ୍ଗନଗର ପକ୍ଷରୁ ମଙ୍ଗଳବାର ଦିନ ଉତ୍ସାହ ଓ ଉଦ୍ଧୀପନା ସହିତ ୭୭ତମ ସ୍ୱାଧୀନତା ଦିବସ ଯାଜପୁର ଜିଲ୍ଲା କଳିଙ୍ଗନଗରସ୍ଥିତ ପ୍ଲାଂଟ୍ ପରିସରରେ ପାଳିତ ହୋଇଯାଇଛି । ଟାଟାଷ୍ଟିଲ୍ କଳିଙ୍ଗନଗରର ଆଗ୍ଲୋମେରେଟ୍ସ ବିଭାଗର ଚିଫ୍ ୱାଈ ଜି ଏସ୍ ପ୍ରସାଦ…

ସାଇଟ୍ ସଦାଇପାଲି ଠାରେ ୭୭ ତମ ସ୍ୱାଧିନତା ଦିବସ ପାଳିତ

ବଲାଙ୍ଗିର - ସାଇଟ କଲେଜ ସଦାଇପାଲି ର ପଲ୍ଲିଶ୍ରୀ ଷ୍ଟାଡିୟମ ରେ ଆଜି ୭୭ ତମ ସ୍ୱାଧିନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ସାଇଟ ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଲନ କରିଥିଲେ । ଏହି ଅବସରରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ…

ପବିତ୍ର ସ୍ୱାଧୀନତା ଦିବସ ତଥା ଜନସେବା ଦିବସ ଅବସରରେ ମାହାଙ୍ଗା ବ୍ଲକ 37 ଗୋଟି ପଞ୍ଚାୟତ ର 2400 ରୁ ଅଧିକ…

https://youtu.be/eUfmFGHvnO0 ବୃଦ୍ଧ, ବୃଦ୍ଧା, ଦିବ୍ୟାଙ୍ଗ ହିତାଧିକାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ପ୍ରତାପ ଜେନା ଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇଲେ l  (ମାହାଙ୍ଗା-ଦେବେନ୍ଦ୍ର ଷଡ଼ଙ୍ଗୀ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଙ୍କ ଅନୁମୋଦନ କ୍ରମେ ମାହାଙ୍ଗା…

ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ଭୁବନେଶ୍ବର- ତା.୧୫.୦୮.୨୦୨୩- ପର୍ଯ୍ୟଟନ ବିଭାଗ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୭୭ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ରାଜ୍ୟ ପର୍ଯ୍ୟଟନ ଭବନରେ ପର୍ଯ୍ୟଟନ ନିର୍ଦ୍ଦେଶକ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ ଅତିରିକ୍ତ ଶାସନ ସଚିବ ଶ୍ରୀ…

୭୭ ତମ ସ୍ବାଧୀନତା ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜମନକିରା ୧୫/୦୮/୨୩ ବୃକ୍ଷ ହିଁ ଜୀବନ ଆଜି ସମ୍ବଲପୁର ଜିଲ୍ଲା ଦେବସେନା ଜମନକିରା ମଣ୍ଡଳ ଗୌଡପାଲି ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି, ଏହି ମହତ୍ କାର୍ଯ୍ୟକ୍ରମ ରେ ଯୁବ ପ୍ରକୋଷ୍ଠ ଅଧ୍ୟକ୍ଷ ଦେବସୈନିକ ଆଦରଣୀୟ ଭାଇ କାହ୍ନୁ ଚରଣ ଶାସିନୀ ଏବଂ ଦେବଯୋଦ୍ଧା ସୁରେନ୍ଦ୍ର ଭାଇ,, ବସନ୍ତ…

ବାସୁଦେବପୁର ରେ ଧୁମ୍ ଧାମରେ ସ୍ୱାଧୀନତା ଦିବସ ପାଳନ।

ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ପାଳନ ବାସୁଦେବପୁର ରେ ବହୁ ଆଡମ୍ବର ରେ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ବାସୁଦେବପୁର ର ବିଭିନ୍ନ ପଞ୍ଚାୟତ ଓ ପୌର ପରିଷଦ ରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କ ରେ ବହୁ ଧୁମ୍ ଧାମରେ ପାଳନ ହୋଇ ଯାଇଛି। ସକାଳୁ ସକାଳୁ ପିଲା ମାନେ ଭାରତ…

ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତି ମୂର୍ତ୍ତି ର ଶୁଭ ଉନ୍ମଚୋନ।

ବାସୁଦେବପୁର - ପବିତ୍ର ସ୍ୱାଧୀନତା ଦିବସ ଅବସର ରେ ବାସୁଦେବପୁର ରେ ଜାତୀୟ କବି ବାଞ୍ଛାନିଧି ମହାନ୍ତି ଙ୍କ ପ୍ରତି ମୂର୍ତ୍ତି ର ଶୁଭ ଉନ୍ମୋଚନ ହୋଇ ଯାଇଛି।  ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା, ପୌର ଅଧିକାରୀ ମାନସ କୁମାର ଦଣ୍ଡ ପାଟ, ଶିକ୍ଷାବିତ…

ବାସୁଦେବପୁର ରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କଲେ ବିଧାୟକ ଓ ସାଂସଦ।

 ବାସୁଦେବପୁର - ବାସୁଦେବପୁର ରେ ସ୍ଵାଧୀନତା ଦିବସ ପାଳନ ଅବସରରେ ପଞ୍ଚାୟତ ସମିତି ଓ ପୌର ପରିଷଦ ପକ୍ଷରୁ ମଧୁବାବୁ ପେନସନ ଯୋଜନା ରେ ନୂତନ ହିତାଧିକାରୀ ମାନଙ୍କୁ ଭତ୍ତା ପ୍ରଦାନ କରାଯାଇଛି। ଏହି ଅବସର ରେ ବାସୁଦେବପୁର ପଞ୍ଚାୟତ ସମିତି ପକ୍ଷ ରୁ ସମିତି କାର୍ଯ୍ୟାଳୟ ଆଗରେ ଓ ପୌର ପରିଷଦ…