Sign in
Sign in
Recover your password.
A password will be e-mailed to you.
ନିୟତି ବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ 'ନିୟତି' ବିଦ୍ୟାଳୟରେ ମହାଆଡ଼ମ୍ବରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସଭାପତି ଡ଼ .ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ବିନୋଦିନୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର…
ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଏବଂ ରାମସାଗର ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କାର୍ଯ୍ୟାଳୟ ଏବଂ ଗୋଷାଣୀ ବ୍ଲକ ଅନ୍ତର୍ଗତ ରାମସାଗର ଠାରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦଳୀୟ ସାଥୀ ଯୁବ ଉଦ୍ୟୋଗୀ ଶ୍ରୀ ସୁଦୀପ୍ତ ରାଜଗୁରୁ…
ବେପରୁଆ ଗାଡିଚାଳନା ପାଇଁ କଷ୍ଟ ଭୋଗୁଛି ୩ ବର୍ଷର ନାବାଳିକା ଶିବନ୍ୟା
ଘଟଣା ଚାପିବାକୁ ଗାଡି ଚାଳକଙ୍କ ପରିବାର ଓ ପୋଲିସ ଅଧିକାରୀଙ୍କ ମସୁଧା
କେଶ ଦର୍ଜ ପାଇ ବାରମ୍ବାର ଯିବାକୁ ପଡୁଛି ଥାନା
ଜମନକିରା /ଲିପନ ନାୟକ ; ସରକାର ଲୋକଙ୍କୁ ସେବା ଯୋଗାଇବା ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି l ଜନସାଧାରଣ ଙ୍କ ସମସ୍ୟାର ସମାଧାନ ପାଇଁ ଓ ଆଇନ ବ୍ୟବସ୍ଥା…
ତିର୍ତ୍ତୋଲ ବ୍ଲକରେ ୭୭ତମ ସ୍ବାଧୀନତା ଦିବସ ପାଳିତ
ଜଗତସିଂହପୁର,ତା-୧୬.୦୮.୨୦୨୩/ସୁମନ୍ତ କୁମାର ଦାସ: ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ସମେତ ସମସ୍ତ ପଂଚାୟତ, ସରକାରୀ ବେସରକାରୀ ଅନୁଷ୍ଠାନ, ବିଦ୍ୟାଳୟ, କ୍ଲବମାନଙ୍କରେ ୭୭ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଅଛି। ପ୍ରଥମେ ବ୍ଲକ ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ…
ଆଇ ମାକୁ ହାଣି ତାର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନାତି
ଜଗତସିଂହପୁର,ତା-୧୬.୦୮.୨୦୨୩/ସୁମନ୍ତ କୁମାର ଦାସ: ଦର୍ଶକବନ୍ଧୁ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲାର ବାଲିକୁଦା ଅଞ୍ଚଳରେ ସୂଚନା ମୁତାବକ ଏହି ଥାନା ଅଧୀନରେ ଥିବା ନାଗପୁର ପଞ୍ଚାୟତର ଗଦେଇଗିରି ଗ୍ରାମର ଜୀବନଜ୍ୟୋତି ସାହୁ,ଓରଫ ସମୀର ସାହୁ ଏକ ମାରଣାସ୍ତ୍ର ସାହାଯ୍ୟରେ ତାର…
ଏମଜିନରେଗା ୧୫ତମ ସିଏଫସି ବ୍ଲକସ୍ଥରୀୟ ଜନ ଶୁଣାଣୀ ଶିବିର
ସାରସକଣା/ଦିପୁ ମହାପାତ୍ର : ମୟୁରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ପରିସରରେ ନବ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଙ୍କୁ ନେଇ 2021-23 ବର୍ଷର ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଛି । ଏହି ଜନଶୁଣାଣୀ କାର୍ଯ୍ୟକ୍ରମ ରେ ଉପଜିଲ୍ଲାପାଳ ଓ ସାରସକଣା ବିଡ଼ିଓ ଯୋଗ ଦେଇ । ସାରସକଣା ବ୍ଲକରେ…
ସୁନ୍ଦରଗଡ଼ ସଦର ମହକୁମା ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ
ସୁନ୍ଦରଗଡ଼, (ବସନ୍ତ କୁମାର ଜେନା): ସ୍ଥାନୀୟ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ଏହି ସ୍ଵାଧୀନତା ଦିବସ ପାଳନ ସମାରୋହ ରେ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ମାନ୍ୟବର ମନ୍ତ୍ରୀ ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା…
ରାଉରକେଲାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ
"ସ୍ବାଧୀନତା କୁ ବଜାୟ ରଖିବା ଯୁବ ପିଢି ଙ୍କ ପରମ କର୍ତ୍ତବ୍ୟ ଓ ଦାୟିତ୍ୱ" : ଜିଲ୍ଲାପାଳ
ରାଉରକେଲା, (ବସନ୍ତ କୁମାର ଜେନା): ରାଉରକେଲାରେ ୭୭ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଉଦିତନଗର ପଡ଼ିଆଠାରେ ଆୟୋଜିତ ସ୍ୱାଧୀନତା ଦିବସ ସମାରୋହରେ ସୁନ୍ଦର ଗଡ ଜିଲ୍ଲାପାଳ ଡାକ୍ତର…
ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ଓ ସାମ୍ବାଦିକ ସମ୍ମିଳନୀ
ରାଉରକେଲା, (ବସନ୍ତ କୁମାର ଜେନା): ଜେଲ ରୋଡ ସ୍ଥିତ ପଦ୍ମାବତୀ ମେମୋରୀଆଲ୍ ହଲ ଠାରେ ଶ୍ରୀଧର ସ୍ମୃତି ଜ୍ଞାନ ବିକାଶ କେନ୍ଦ୍ରର ମାସିକ ସାହିତ୍ୟ ଆସର ସହିତ ଏକ ସମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସାଧାରଣ ସଂପାଦକ ଡଃ ସୁବାସ ଚନ୍ଦ୍ର ଲେଙ୍କା ଙ୍କ ଆବାହକତ୍ବ ତଥା ସଭାପତି…
ଜୁନାଗଡ଼ ରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ l
ଜୁନାଗଡ଼/ଆଦିତ୍ୟ ମହାନ୍ତି; ଜୁନାଗଡ଼ ସହର ତଥା ଆଖ ପାଖ ଅଞ୍ଚଳର ବିଭିନ୍ନ ସଂଗଠନ ତରଫରୁ୭୭ତମ ସ୍ଵାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ଜୁନାଗଡ଼ ଏନ ଏ ସି ସ୍ତରୀୟ ସ୍ଵାଧୀନତା ଦିବସ ପାଳନ କମିଟି ତରଫରୁ ପ୍ରତ୍ୟୁଷରୁ ପ୍ରଭାତ ଫେରି, ରାମ ଧୂନ ଗାନ ଓ ମହାପୁରୁଷଙ୍କ…