ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ବେଲଗୁଣ୍ଠା ଖଦାଳ ସାହି ସ୍ଥିତ ମାଆ ରୁଦ୍ର କାଳୀ ମନ୍ଦିରର ତୋରଣ ମାଳା ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ ରାଜ୍ୟ ବିଜେଡ଼ି ପ୍ରବକ୍ତା ଓମ୍ ପ୍ରକାଶ ସାହୁ, ସାଂସଦ ପ୍ରତିନିଧି ତଥା ନଗର ବିଜେଡ଼ି ସଭାପତି ରବୀନ୍ଦ୍ର ନାଥ ମହାପାତ୍ର, ନଗରପାଳ ଫିରୋଜ କୁମାର ସେଠୀ, ଉପନଗର ପାଳ ଟି ବବିତା କୁମାରୀ ,ମନ୍ଦିର ପରିଚାଳନା କମିଟି ସଭାପତି ଜିତେନ୍ଦ୍ର ସୁବୁଦ୍ଧି,ଦଣ୍ଡ କମିଟି ମୁଖ୍ୟ ପରିଚାଳକ ସିଏଚ୍ ଲିଙ୍ଗରାଜ ପାତ୍ର,ସେବା ସମବାୟ ସମିତି ସଭାପତି ସନ୍ତୋଷ ସୁବୁଦ୍ଧି,ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ମନ୍ଦିର ପରିଚାଳନା କମିଟି ଉପଦେଷ୍ଟା ଭି ଦେବୀ ପ୍ରସାଦ ପାତ୍ରଙ୍କ ସମେତ ସମସ୍ତ କାଉନସିଲର୍ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ I
Sign in
Sign in
Recover your password.
A password will be e-mailed to you.