ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଅବଧି ବଢିଲା

ଭୁବନେଶ୍ୱର : ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ସକାଷେ ଚାଷୀଙ୍କ ଠାରୁ ଆବେଦନ ଗ୍ରହଣ କରିବାର  ଅବଧି ଅଗଷ୍ଟ 22 ତାରିଖକୁ ବୃଦ୍ଧି କରାଯାଇଛି | ସୋସାଇଟି ମାନଙ୍କ ଦ୍ୱାରା ଫର୍ମର ଡିଜିଟାଈଯେସନ ଅବଧି ଅଗଷ୍ଟ 28 ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ 30ତାରିଖ ସୁଦ୍ଧା ମାଷ୍ଟର…

ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ପାଳିତ

https://youtu.be/t2RVpoKxo4M ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ୭୭ତମ ସ୍ୱାଧୀନତା ଦିବସ ଗଜପତି ଷ୍ଟାଡ଼ିୟମ ଠାରେ ମହାଡମ୍ୱରେ ପାଳନ କରାଯାଇଛି। ଜିଲ୍ଳାସ୍ତରୀୟ ସ୍ଵାଧୀନତା ଦିବସ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ମୁଖ୍ୟ…

ଜଗତସିଂହପୁର ରେ ଜିଲ୍ଲା ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ

ଜଗତସିଂହପୁର, ତା-୧୫.୦୮.୨୦୨୩/ସୁମନ୍ତ କୁମାର ଦାସ: ଜଗତସିଂହପୁର ରେ ସ୍ଥାନୀୟ ନବ କୃଷ୍ଟ ଚୌଧୁରୀ ଷ୍ଟାଡିୟମ ପରିସରରେ ୭୭ ତମ ସ୍ୱାଧୀନତା ଦିବସ ଅତି ଆନନ୍ଦ ଓ ଉଲ୍ଲାସ ସହିତ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗ…

ବରଗଡ ଜିଲ୍ଲାରେ ହେବ ୩ଟି ନୂଆ ବୃହତ୍ ସେତୁ

୩୯ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ଉପକୃତ ହେବେ ୭ ଲକ୍ଷ ୨୫ ହଜାର ଲୋକ ଭୁବନେଶ୍ୱର:ବରଗଡ ଜିଲ୍ଲାରେ ୩ଟି ବୃହତ ସେତୁର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ୩ଟି ନୂତନ ସେତୁ ଦ୍ବାରା ଜିଲ୍ଲାର ପ୍ରାୟ ୭.୨୫…

ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ।

ନବରଙ୍ଗପୁର/ଅଶୋକ ସାହୁ, ଶାସକ ପ୍ରଶାସକ:  77 ତମ, ନବରଙ୍ଗପୁର ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରାତଃ ସହରରେ ରାମଧୁନ, ପ୍ରଭାତ ଫେରି ସହରସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା। ସ୍ଥାନୀୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ…

ଚନ୍ଦ୍ରିକା ସେବା ଟ୍ରଷ୍ଟ୍ ଦ୍ଵାରା ନିଆରା ଢଙ୍ଗରେ ସ୍ଵାଧୀନତା ଦିବସ ପାଳନ

 ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଲିଥିଲା । ସେଥିମଧ୍ୟରୁ ଚନ୍ଦ୍ରିକା ସେବାଟ୍ରଷ୍ଟ୍ ଦ୍ଵାରା ଏକ ଅଭିନବ ଉପାୟରେ ଏହି ଉତ୍ସବକୁ ପାଳନ କରାଯାଇଥିଲା । ସଂଗଠନର ସଦସ୍ୟ ମାନେ ସୁବର୍ଣ୍ଣପୁର ଜିଲ୍ଲା…

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାଇକେଲ ରାଲିର ଆୟୋଜନ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ଓ ସଂସ୍କୃତ ବିଭାଗର ଅଧ୍ୟାପିକା ସୁଶ୍ରୀ ଡି.ପ୍ରିୟଙ୍କାଙ୍କ ନେତୃତ୍ବରେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାଇକେଲ ରାଲିର ଆୟୋଜନ ହୋଇଥିଲା।…

ଦିବସଙ୍କୁ “ଗରୀବର ବନ୍ଧୁ” ଭାବେ ସମ୍ମାନିତ କଲେ ଅମଠି ସରପଞ୍ଚ

ପଦ୍ମପୁର ବିଧାୟିକାଙ୍କ ହାତରୁ ଗ୍ରହଣ କଲେ ମାନପତ୍ର ବରଗଡ଼: ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଅମଠି ଗ୍ରାମ ପଞ୍ଚାୟତରେ ଆୟୋୟିତ ହୋଇଥିବା ୭୭ ତମ ସ୍ୱାଧୀନତା ଦିବସ ଅବସରରେ ବୈତାଳି କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଦିବସ କୁମାର ସାହୁଙ୍କୁ ସମାଜ ସେବା କାର୍ଯ୍ୟରେ…

ସ୍ୱତନ୍ତ୍ରତାର ଅମୃତ ମହୋତ୍ସବ ଉପଲକ୍ଷେ ତ୍ରିରଙ୍ଗା ଯାତ୍ରା ।

କେନ୍ଦ୍ରାପଡ଼ା /ପ୍ରଫୁଲ୍ଲ କୁମାର ମଲ୍ଲ: ସ୍ୱାଧୀନତା ର ଅମୃତ ମହୋତ୍ସବ ଉପଲକ୍ଷେ ବିଜେପି କେନ୍ଦ୍ରାପଡ଼ା ବିଧାନସଭା ତରଫରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶୋଭାଯାତ୍ରା ଇଚ୍ଛାପୁର ରଥଦାଣ୍ଡ ଠାରୁ…

କନସିଂହା ପଞ୍ଚାୟତରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ l

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- କନସିଂହା ପଞ୍ଚାୟତ କାର୍ଯ୍ୟାଳୟ ରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୂଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ…