ରାଜଗାଙ୍ଗପୁରରେ ରେଲ୍‌ ଓଭରବ୍ରିଜ ନିର୍ମାଣ ହେବ ତ୍ବରାନ୍ବିତ

ଜମି ଅଧିଗ୍ରହଣ ପରିବର୍ତ୍ତେ ଆବଶ୍ୟକ ଜମି ସିଧାସଳଖ ଲୋକଙ୍କ ଠାରୁ କିଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି  ଭୁବନେଶ୍ୱର:  ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଏକ ରେଲ ଓଭରବ୍ରିଜ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରା ନ ଯାଇ ସିଧା ସଳଖ ଲୋକଙ୍କ ଠାରୁ ରାଜ୍ୟ ସରକାର ସିଧାସଳଖ ଜମି…

ଜଗତସିଂହପୁର ବ୍ଲକରେ ନୂତନ ଭତ୍ତା ବଣ୍ଟନ ଶିବିର

ଜଗତସିଂହପୁର/ସୁମନ୍ତ କୁମାର ଦାସ : ଜଗତସିଂହପୁର ବ୍ଲକରେ ଆଜି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରାଯାଇଛି l ମଧୁବାବୁ ପେନେସନ ଯୋଜନାରେ ୩୦ ଟି ପଞ୍ଚାୟତର ବୃଦ୍ଧା ଉପକୃତ ହୋଇଛନ୍ତି l ଏହି ଭର୍ତ୍ତା ବଣ୍ଟନ ସଭାରେ ମାନ୍ୟବର ବିଧାୟକ ପ୍ରଶାନ୍ତ ମୁଦୁଲି ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ଓ ଜିଲ୍ଲା…

୧୩ ବର୍ଷର ବାଳକକୁ ରକ୍ତଦାନ କରି ମହାନତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼: ଜଣେ ୧୩ ବର୍ଷର ବାଳକକୁ ରକ୍ତଦାନ କରି ତାଙ୍କୁ ଏକ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ଅନ୍ତର୍ଗତ ଗୋହିରା ଡ୍ୟାମ ନୂଆସାହି ଅଂଚଳର କୃପାସିନ୍ଧୁ ମହାକୁଳ ନାମକ ଜଣେ ବ୍ୟକ୍ତିଙ୍କ ପୁଅ ଗୋବିନ୍ଦ ମହାକୁଳ(୧୩ବର୍ଷ)ସିକଲ୍ ସେଲ୍ ଏବଂ…

ଅଙ୍ଗ ନଦୀରେ ଅଚିହ୍ନା ମୃତଦେହ ,ପରିଚୟ ଖୋଜୁଛି ଝାରବନ୍ଧ ପୋଲିସ

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ଗ୍ରାମ ଓ ପାଇକମାଲ ବ୍ଲକ ଚୁହାପଲି ଗ୍ରାମ ମଝିରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ଆଜି ସକାଳୁ ଅମଠି ଗ୍ରାମର କିଛି ଗ୍ରାମବାସୀ ଶୌଚ ପାଇଁ ନଦୀକୁ ଯାଇଥିବା ବେଳେ ନଦୀରେ ଭସମାନ ଅବସ୍ଥାରେ ଏକ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ।…

ସ୍ନାତକ ମହିଳା ମହାବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ୭୭ତମ ସ୍ବାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଶୁଭ ଅବସରରେ କଲେଜର ପରିଚାଳନା କମିଟିର ସଭାପତି ଶ୍ରୀ ନାସିର ବେଗ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସଭାପତି ମହୋଦୟ…

ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର |

ସାନଖେମୁଣ୍ଡି, : ପାଟପୁର ଥାନା ପଳାସପୁର,ଡ଼େଙ୍ଗାଉସ୍ତା ବିଜୟ ଆଦିକନ୍ଦପୁର ପାହାଡ଼ ଜଙ୍ଗଲ ସ୍ଥାନରୁ ଶବ ଅଜଣା ଯୁବକ ଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଥିବା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ହ ଠାରୁ ସୂଚନା |ଶବ ଟିର ଏ ପର୍ଯ୍ୟନ୍ତ ପରିଚୟ ମିଳିପାରିନଥିବା ଜଣାପଡିଛି |ଶବ ନିକଟ ରୁ କଳା…

ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟ ର ରୂପାୟନ ନେଇ ରାଜ୍ୟ ସଭା ସାଂସଦ ଓ ବିଧାୟିକାଙ୍କ ଆଲୋଚନା

ପଦ୍ମପୁର :- ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହାଙ୍କ ସହିତ ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଥା ରାଜ୍ୟ ସରକାର ଙ୍କ ଲୋକାଭିମୁଖୀ ଯୋଜନା ବିଷୟରେ ଆଲୋଚନା କଲେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି l ରାଜ୍ୟ ସରକାର ଙ୍କ ନବୀନ ଓଡିଶା…

ଆଗଲପୁର ଅଂଚଳରେ 77ତମ ସ୍ବାଧୀନତା ଦିବସ ପାଳିତ

ଶାସକ ପ୍ରଶାସକ ରୁ ଗୁରୁ ଶଙ୍କର ପାଇକ -ବଲାଙ୍ଗୀର ଜିଲ୍ଲା ଆଗଲପୁର ତହସିଲ ତଥା ବ୍ଲକ ଅଂଚଳର ପ୍ରାୟ ସମସ୍ତ ସରକାରୀ ଅନୁଷ୍ଠାନରେ 77ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି | ଆଗଲପୁର ତହସିଲ କାର୍ଯ୍ୟାଳୟ ରେ ତହସିଲଦାର ସୁଶ୍ରୀ ସରୋଜା ବେହେରା ଜାତୀୟ ପତଳା ଉତ୍ତୋଳନ କରି ସ୍ବାଧୀନତା ଦିବସର…

ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଗୋପାଳପୁରରେ ଆନ୍ତର୍ଜାତିକ ଯୁବ ଦିବସ ପାଳିତ

ଗୋପାଳପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଆନ୍ତର୍ଜାତିକ ଯୁବ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାର ପୋଡାପଦର ୟୁପି ହାଇସ୍କୁଲରେ ଚଳିତ ବର୍ଷର ବିଷୟବସ୍ତୁକୁ ନେଇ “ଯୁବପିଢ଼ି ପାଇଁ ସବୁଜ ଦକ୍ଷତା: ଏକ ଦୀର୍ଘସ୍ଥାୟୀ ଦୁନିଆ ଆଡକୁ ଅଗ୍ରଗତି’’ ନାମକ କାର୍ଯ୍ୟକ୍ରମ ଆୟୋଜନ…

ନିୟତି ବିଦ୍ୟାଳୟରେ ୭୭ତମ ସ୍ବାଧୀନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ 'ନିୟତି' ବିଦ୍ୟାଳୟରେ ମହାଆଡ଼ମ୍ବରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସଭାପତି ଡ଼ .ଅଜୟ କୁମାର ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ବିନୋଦିନୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର…