Sign in
Sign in
Recover your password.
A password will be e-mailed to you.
ରାଉରକେଲା ରେ ୭୭ତମ ସ୍ବାଧୀନତା ଦିବସ ପାଳନ
ରାଉରକେଲା(ବସନ୍ତ କୁମାର ଜେନା): ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ୭୭ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବଭିନ୍ନ ଅନୁଷ୍ଠାନରେ ବିଭିନ୍ନ ଅତିଥିମାନେ ସେମାନଙ୍କ ବକ୍ତବ୍ଯ ରେ କହିଲେ ଯେ ଭାରତମାତା ର ଟେକ ରଖିବା ପାଇଁ ସମସ୍ତେ ଏକମନ ଏକପ୍ରାଣ ହୋଇ ଆଗେଇ…
ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର
ବାଣପୁର/ଖୋର୍ଦ୍ଧା:(ସେକ୍ କୌସର)-ଆଜି ଭୋର ସମୟରେ ସୋଲରୀ ଷ୍ଟେସନ ନିକଟସ୍ଥ ରେଳ ଧାରଣାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ବାଲୁଗାଁ ରେଳ ବିଭାଗ । ମୃତ ଯୁବକ ଜଣଙ୍କ ହେଲେ ବାଣପୁର କରେଞ୍ଜ ସାହିର ଧୁଶା ପରମାଣିକ ଙ୍କ ପୁଅ ଚିରଞ୍ଜିବୀ ପରମାଣିକ (୨୬) । ମୃତ ଯୁବକଙ୍କ…
ଜମଲା ପଞ୍ଚାୟତ ରେ ଭତ୍ତା ବଣ୍ଟନ କଲେ ବିଧାୟିକା
ପଦ୍ମପୁର /ଶିବାଶିଷ ପଟ୍ଟନାୟକ : - ରାଜବୋଡ଼ାସମ୍ବର ବ୍ଳକ୍ ଅନ୍ତର୍ଗତ ଜମଲା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ୧୮ ଜଣ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଛନ୍ତି l ଏହି…
ସ୍ୱାଧୀନତା ଦିବସରେ “ବଣିକ୍’ ଅନୁଷ୍ଠାନର ନୂଆ ସଂକଳ୍ପ
"ମେଧାବୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟପଥରୁ ଆର୍ଥିକ ପ୍ରତିବନ୍ଧକ ଦୂର କରିବାକୁ ରାଜ୍ୟବ୍ୟାପୀ ଅଭିଯାନ ଆରମ୍ଭ ହେବ"
ଭୁବନେଶ୍ୱର: ପବିତ୍ର ସ୍ୱାଧୀନତା ଦିବସରେ ରାଜ୍ୟର ସ୍ୱନାମଧନ୍ୟ ଶିକ୍ଷାନୁଷ୍ଠାନ "ବଣିକ୍' ପକ୍ଷରୁ ନୂଆ ସଂକଳ୍ପ ଘୋଷଣା କରାଯାଇଛି । ମେଧାବୀ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟପଥରୁ…
ଝାଡଖଣ୍ଡ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନ
ଭୁବନେଶ୍ୱର: ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅଜୟ ସିଂହ ଓଡିଶା ଲୋକସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ପରିଦର୍ଶନରେ ଆସି ବିଭାଗ ସମ୍ବନ୍ଧୀୟ କାର୍ଯ୍ୟଶୈଳୀ ଉପରେ ଅଧିକାରୀମାନଙ୍କ ସହିତ ମତ ବିନିମୟ କରିଛନ୍ତି । ଏହି ଉପଲକ୍ଷେ ଆଜି ଅପରାହ୍ନରେ ଗ୍ରାମ୍ୟ…
ଓଡ଼ିଶା-ମୋ ପରିବାର ପକ୍ଷରୁ ବି.ଡ଼ି.ଏ କଲୋନୀରେ ଚକ୍ଷୁ ପରୀକ୍ଷା ଶିବିର
ଶିବିରରେ ଦୁଇଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଆବଶ୍ୟକତା ଅନୁଯାୟୀ ସହାୟତା ଯୋଗାଇ ଦିଆଗଲା
ଭୁବନେଶ୍ୱର: ଆଜି ଓଡ଼ିଶା-ମୋ ପରିବାର ଏବଂ ଏଲ୍.ଭି.ପ୍ରସାଦ ଆଇ ଇନଷ୍ଟିଚ୍ୟୁଟ୍, ପଟିଆ, ଭୁବନେଶ୍ୱରର ମିଳିତ ଆନୁକୁଲ୍ୟରେ ଭୁବନେଶ୍ୱର ଅନ୍ତର୍ଗତ ବି.ଡ଼ି.ଏ କଲୋନୀ, କମ୍ୟୁନିଟି ହଲ୍ ରେ ଏକ ଚକ୍ଷୁ…
ପୁନଃ ଲୋକାର୍ପିତ ହେଲା “ଗଣଇସ୍ତାହାର”
ଝାରବନ୍ଧ - ମନୋହର ଦାଶ: ଅନ୍ୟାୟ, ଅନୀତି, ଦୁର୍ନୀତି, ବିରୋଧ ରେ ସଂଗ୍ରାମ କରି ଜନ ସାଧାରଣ ଙ୍କୁ ହକ ପ୍ରଦାନ କରିବା ସହିତ ମୂଲ୍ୟବୋଧ ଭିତ୍ତିକ ସମାଜ ଗଢିବା ରେ ବରଗଡ଼ ରୁ ପ୍ରକାଶିତ ଗଣଇସ୍ତାହାର ପ୍ରମୁଖ ଭୂମିକା ନିର୍ବାହ କରି ଆସିଛି ଏହା କହିଛନ୍ତି ଗଣଇସ୍ତାହାର ର ମୁଖ୍ୟ ସମ୍ପାଦକ…
ବନ୍ଧୁ ୱେଲଫେୟାର ଟ୍ରଷ୍ଟ ତରଫରୁ ସ୍ଵାଧୀନତା ଦିବସ ପାଳିତ :କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
ଭୁବନେଶ୍ୱର:ଗତ ମଙ୍ଗଳ ବାର ବାଲିଅନ୍ତା ବ୍ଲକ ଅନ୍ତର୍ଗତ ବନ୍ଧୁ ୱେଲଫେୟାର ଟ୍ରଷ୍ଟ ,ତରଫରୁ ରଙ୍ଗ ବଜାର ନିକଟସ୍ଥ ଏକାମ୍ର ନିଳୟ ଠାରେ ୭୭ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ସମ୍ପାଦକ ଫଗୁ ସାମଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଓ ସ୍ଵାଧୀନ ଭାରତରେ ବିଭିନ୍ନ ସାମାଜିକ…
ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ପୁରାତନ ଛାତ୍ର ଓ ଅଭିଯାନ ସଦସ୍ୟଙ୍କ ବାର୍ଷିକ ସମ୍ମିଳନୀ
ଜମନକିରା /ଲିପନ ନାୟକ:୧୬/୮-ଭୋଜପୁର ସରକାରୀ ଉଚ୍ଚ ବିଦ୍ୟାଳୟ ସଭା ଗୃହ ରେ ପ୍ରତିଭା ବିକାଶ ଅଭିଯାନ ପକ୍ଷରୁ ସ୍କୁଲର ପୁରାତନ ଛାତ୍ର,ଛାତ୍ରୀ ଓ ଅଭିଯାନର ସଦସ୍ୟ ମାନଙ୍କ ମିଳିତ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷକ ଲକ୍ଷପତି ନନ୍ଦ ଙ୍କ…
୧ମ ତ୍ରୈମାସରେ ୪୦୦ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ପରିଲକ୍ଷିତ କରିଛି ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ
ଭୁବନେଶ୍ୱର: ଏକ ବ୍ୟାଙ୍କିଙ୍ଗ୍ ଲାଇସେନ୍ସ ସହ ବ୍ୟାପକ ସ୍ତରରେ ପରିଚାଳନା କରୁଥିବା ଭାରତର ଏକମାତ୍ର ଲାଭଦାୟକ ମଲ୍ଟି-ସେଗ୍ମେଂଟ୍ ଫିନ୍ଟେକ୍ ଏୟାରଟେଲ୍ ପେମେଂଟ୍ସ ବ୍ୟାଙ୍କ ଆଉ ଏକ ଶକ୍ତିଶାଳୀ ତ୍ରୈମାସିକ ପ୍ରଦର୍ଶନ ପ୍ରଦାନ କରିଛି । ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାରେ ପ୍ରଥମ ଥର ପାଇଁ…