ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱଂୟଶାସିତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ସାମ୍ବାଦିକ ଏକାଦଶ ବନାମ ପୌରପରିଷଦ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍…

ଜାତୀୟ କ୍ରୀଡ଼ା ଦିବସ 2023 ପାଳିତ

ରାୟଗଡ଼ ରୁ ବୈକୁଣ୍ଠ ଦୁରିଆ -ହକି କିମ୍ବଦନ୍ତି ମେଜର ଧ୍ୟାନ ଚlନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଆଜି ଜିଲ୍ଲାସ୍ଥରୀୟ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳିତ ହୋଇଯାଇଛି l ଆଜି ଏହି ଉପଲକ୍ଷେ ରାୟଗଡ କ୍ରୀଡା ବିଭାଗ ତରଫରୁ ସମୂହ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ଜିଲାପାଳ…

ପଦ୍ମପୁରରେ କ୍ରୀଡା ଦିବସ ଦିବସ ପାଳିତ l

“ଭୋଟ ଦେବା.. ଦେଶ ଗଢିବା” ପଦ୍ମପୁର :- ହକିର ଯାଦୁଗର ମେଜର୍ ଧ୍ୟାନଚାନ୍ଦଙ୍କ ଜନ୍ମତିଥି ଅବସରରେ ଆଜି ପଦ୍ମପୁର ଉପଖଣ୍ଡରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ ଶୋଭାଯାତ୍ରା ଦ୍ବାରା ସହର ପରିକ୍ରମାକରି ଭୋଟର ସଚେତନତା ସୃଷ୍ଟି କରାଯାଇଥିଲା । ପ୍ରଥମେ ପଦ୍ମପୁର…

ବଡବିଲରେ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଆରମ୍ଭ କଲା ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍

ବଡବିଲ : ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚଜି)) ସହଯୋଗିତାରେ ଓଡ଼ିଶାରେ ବଡବିଲ ସହରର ୱାର୍ଡ ନମ୍ବର୧୫ରେ ଡେଙ୍ଗୁ ସଂକ୍ରମଣର ବର୍ଦ୍ଧିତ ଚିନ୍ତାକୁ ଦୃଷ୍ଟିରେ ରଖି ଏକ ପୂର୍ଣ୍ଣାଙ୍ଗ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଚଳିତ ମାସ ୨୬ ତାରିଖରେ ଆୟୋଜନ…

ବଡବିଲରେ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଆରମ୍ଭ କଲା ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍

ବଡବିଲ : ଜେଏସ୍‍ଡବ୍ଲ୍ୟୁ ଫାଉଣ୍ଡେସନ୍‍ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‍ଏଚଜି)) ସହଯୋଗିତାରେ ଓଡ଼ିଶାରେ ବଡବିଲ ସହରର ୱାର୍ଡ ନମ୍ବର୧୫ରେ ଡେଙ୍ଗୁ ସଂକ୍ରମଣର ବର୍ଦ୍ଧିତ ଚିନ୍ତାକୁ ଦୃଷ୍ଟିରେ ରଖି ଏକ ପୂର୍ଣ୍ଣାଙ୍ଗ ଡେଙ୍ଗୁ ନିରାକରଣ ସଚେତନତା ଅଭିଯାନ ଚଳିତ ମାସ ୨୬ ତାରିଖରେ ଆୟୋଜନ…

ଏସ୍କର୍ଡ ଓ ସମୃଦ୍ଧ ଓଡିଶା ପକ୍ଷରୁ ସମାଜ ସେବୀ ମଦର୍ ଟେରେସା ଙ୍କ ୧୨୩ତମ ଜନ୍ମ ଦିବସ ପାଳନ: ୫ଜଣ ବିଶିଷ୍ଟ ବ୍ୟକ୍ତି…

ହିଞ୍ଜିଳିକାଟୁ ରୁ ରଜତ ପଟ୍ଟନାୟକ=ବ୍ରହ୍ମପୁର ଅଗ୍ରଣୀ ସ୍ଵେଚ୍ଛାସେବୀ ସଙ୍ଗଠନ ‘ ଏସ୍କର୍ଡ’ ଓ ‘ସମୃଦ୍ଧ ଓଡିଶା’ ପକ୍ଷରୁ ବିଶ୍ୱ ବିଦିତ ସମାଜସେବୀ ମଦର ଟେରେସାଙ୍କ ୧୨୩ତମ ଜନ୍ମ ଦିବସ ମହାସମାରୋହରେ ପାଳନ ହୋଇ ଯାଇଛି I ଏହି ଅବସରରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ପ୍ରଥମେ…

ସ୍ୱାୟତ୍ତ ଶାସନ ଦିବସ ପାଇଁ ପ୍ରତିଯୋଗିତା ଅନୁଷ୍ଠିତ

 ହିଞ୍ଜିଳିକାଟୁ/ରଜତ ପଟ୍ଟନାୟକ :  ଆସନ୍ତା ଅଗଷ୍ଟ ୩୧ଓ ସେପ୍ଟେମ୍ବର ୧ତାରିଖ ୨ଦିନ ଧରି ହିଞ୍ଜିଳିକାଟୁ ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ହେବାକୁ ଯାଉଛି l ଏହି ଅବସର ରେ ହିଞ୍ଜିଳିକାଟୁ ର ସମସ୍ତ ବିଦ୍ୟାଳୟ ର ପିଲା ମାନଙ୍କୁ ନେଇ ୪ପ୍ରକାର ର ପ୍ରତିଯୋଗୀତା ହିଞ୍ଜିଳିକାଟୁ…

ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଗଣ ଆନ୍ଦୋଳନ ।

କେନ୍ଦ୍ରାପଡା:/ପ୍ରଫୁଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀ ଅଧିନ କପାଳେଶ୍ବର ପଂଚାୟତର ଲୋକମାନଙ୍କ ନାନାବିଧ ସମସ୍ୟା, ଅପାରଗ ରାଜ୍ୟ ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରତିବାଦରେ ଏକ ଆନ୍ଦୋଳନ ପଂଚାୟତର ପୂର୍ବତନ ସରପଞ୍ଚ ତଥା ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ…

ଟିକିରି ପୋଲିସ କୁ ମିଳିଲା ବଡ ସଫଳତା ଚୋରି ସାମଗ୍ରି ଉଦ୍ଧାର ୨ ଗିରଫ।

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ -ଟିକିରି ପୋଲିସ କୁ ମିଳିଛି ବଡ ସଫଳତା | ଚୋରି ସାମଗ୍ରୀକୁ ଉଦ୍ଧାର କରିବା ସହ ଚୋରି ସାମଗ୍ରୀକୁ କିଣିଥିବା ଅଭିଯୋଗ ରେ ୨ଜଣ କୁ ଗିରଫ କରିଛି ଟିକିରି ପୋଲିସ । ଗିରଫ ହୋଇଥିବା ୨ ଜଣ କ ମଧ୍ୟରୁ ଲାପଟପ କିଣିଥିବା ଆନ୍ଦୁଗୁଡା ଗ୍ରାମର ସନ୍ତୋଷ ସାହୁ ଓ…

ବୁବୁଡାରେ ଝୁଲଣ ଯାତ୍ରା ଅନୁଷ୍ଠିତ :୧୦ ହଜାର ରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ

ପଦ୍ମପୁର :- " ଝୁଲଣ ଯାତ୍ରା ହେଉଛି ହିନ୍ଦୁ ଦେବତା କୃଷ୍ଣ ଏବଂ ଦେବୀ ରାଧାଙ୍କୁ ସମର୍ପିତ ଏକ ହିନ୍ଦୁ ପର୍ବ | ଏହା ଶ୍ରାବଣ ମାସରେ ଏକାଦଶୀ ରୁ ପୂର୍ଣିମା ମଧ୍ୟରେ ପାଳନ କରାଯାଏ ଯାହା ପାଗ ଗରମ, ଆର୍ଦ୍ର ଏବଂ ସାମାନ୍ୟ ପବନ ଥିବାବେଳେ ଭାରତରେ ମୌସୁମୀ ଅଧୀନରେ ପଡ଼େ " ରାଜବୋଡ଼ାସମ୍ବର ବ୍ଲକ…