ବିଶାଖାପାଟନାମ ଡ଼ିଭିଜନ ଡିଆରଏମ ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଶାଖାପାଟନାମ ଡିଆରଏମ ସୌରଭ ପ୍ରସାଦ ମଙ୍ଗଳବାର ଦିନ ଏକ ସ୍ବତନ୍ତ୍ର ଟ୍ରେନରେ ଦିନିକିଆ ପାରଳାଖେମୁଣ୍ଡି ଗସ୍ତ କରିଛନ୍ତି। ଏହି ଗସ୍ତ ସମୟରେ ସେ ନୌପଡ଼ା ଠାରୁ ଗୁଣୁପୁର ଲାଇନର  ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକୁ ଦେଖିବା ସହ ପାରଳାଖେମୁଣ୍ଡି…

ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ପାଳିତ।

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କେନାଢିପା ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଆଜି ମେଜର ଧ୍ୟାନଚାନ୍ଦ ଙ୍କ ଜନ୍ମ ତିଥି ରେ ଜାତୀୟ ଖେଳ ଦିବସ ,ପ୍ରଧାନ ଶିକ୍ଷକ ଅମୋଘ ବିହାରୀ ବୈରୀଗଞ୍ଜନ ନାୟକଙ୍କ ଅଧ୍ୟକ୍ଷତା ପାଳିତ ହୋଇଯାଇଛି। ସଭାକାର୍ଯ୍ୟ ପ୍ରାରମ୍ଭରେ ଧ୍ୟାନଚାନ୍ଦ ଙ୍କ…

ସୋଆ ଫ୍ୟାକଲ୍ଟି ଅଫ୍ ନର୍ସିଂ ଏବଂ ଫାର୍ମାସୀ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ (ଏସ୍‌ଏନ୍‌ସି) ଓ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମଙ୍ଗଳବାର ଏକ ସ୍ୱତନ୍ତ୍ର ଉତ୍ସବରେ…

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୨୯/୦୮: ଆରବ ସାଗରରୁ ଜଳୀୟ ବାଷ୍ପ ସହ ପ୍ରବାହିତ ହେଉଥିବା ଦକ୍ଷିଣ ପଶ୍ଚିମ ବାୟୁ ଅନେକ ଦିନ ପର୍ଯ୍ୟନ୍ତ ଅନ୍ତର୍ଦ୍ଧ୍ୟାନ ହୋଇଯିବା ଫଳରେ ମୌସୁମୀ ଦୁର୍ବଳ ହୋଇପଡ଼ିଛି । ମାତ୍ର ସାରା ଭାରତରେ ପଶ୍ଚିମ ଓ ଉତର ପଶ୍ଚିମ ବାୟୁର ପ୍ରବାହ ଅଗଷ୍ଟ ୩୧ ତାରିଖ ଯାଏଁ ଜାରୀ ରହିବ ବୋଲି…

ସୋଆ କୃଷି ମହାବିଦ୍ୟାଳୟ ପକ୍ଷରୁ କୃଷିଭିତିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର, ୨୯/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍) ଅଧିନସ୍ଥ କୃଷି ବିଭାଗ ପକ୍ଷରୁ ୨୦ ଜଣିଆ ପ୍ରତିନିଧି ଦଳକୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ପାଣିକଟା ଗ୍ରାମର…

ଆଦର୍ଶ ପ୍ରଧାନଶିକ୍ଷକ ହିମାଂଶୁ ମହାନ୍ତିଙ୍କ ବିୟୋଗରେ ଶୋକ !

 (ମାହାଙ୍ଗା-ଶାସକ ପ୍ରଶାସକ): ବିରୂପା ଗେଙ୍ଗୁଟି ଦ୍ଵୀପାଞ୍ଚଳ ଅନ୍ତର୍ଗତ ବାଲିପଡ଼ିଆ ଗ୍ରାମର ଜଣାଶୁଣା ଶିକ୍ଷାବିତ୍ ତଥା ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠ କୋଠପଦାର ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ କୁମାର ମହାନ୍ତିଙ୍କ ୭୩ ବର୍ଷ ବୟସରେ କଟକ ଠାରେ ପରଲୋକ ଘଟିଛି l ସେ ଜଣେ ଆଦର୍ଶ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କୁ ସମୀକ୍ଷା କଲେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା

 ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ବିଭିନ୍ନ ମହିଳା ସଶକ୍ତିକରଣ ଯୋଜନା ସମ୍ପର୍କରେ ମିଶନ ଶକ୍ତି ମାଆମାନଙ୍କ ସହିତ ଆଲୋଚନା କରିବା ସହ ବିଦ୍ୟାଳୟ କୁ ଯାଇ ଛାତ୍ର ଛାତ୍ରୀ ଙ୍କୁ ପାଠ ପଢ଼ାଇଲେ l   (ମାହାଙ୍ଗା-ଶାସକ ପ୍ରଶାସକ): ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା…

ଓଡ଼ଗାଁ ବ୍ଲକ ପଞ୍ଚମ ସାଧାରଣ ଅଧିବେଶନ ଅନୁଷ୍ଠିତ

ଓଜନ କରି ଚାଉଳ ରଖିବାକୁ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଓଡ଼ଗାଁ, ୨୯|୮ (ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଲକ ପଞ୍ଚମ ସାଧାରଣ ଅଧିବେଶନ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ଉପାଧ୍ୟକ୍ଷା ମୀରା…

ବିଜେଡି ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା : ଏନଏସିରେ ବିଜୟାଲକ୍ଷ୍ମୀ , ବ୍ଲକରେ ଜୟନ୍ତୀ ଓ ନମିତାଙ୍କୁ…

ଓଡ଼ଗାଁ, ୨୯|୦୮ (ଶ୍ରୀକାନ୍ତ କୁମାର ମିଶ୍ର): ବିଜୁ ଜନତା ଦଳ ପକ୍ଷରୁ ଦଳୀୟ ମହିଳା କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି।ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାପତି ସ୍ନେହାଙ୍ଗିନୀ ଛୁରିଆ ଓଡ଼ଗାଁ ଏନଏସି ଓ…

ଅଧାରୁ ପାଠ ଛାଡିଥିବା ପିଲାଙ୍କ ଏସ୍ଆଇଓଏସରେ ମାଗଣା ନାମଲେଖା

 ଅଗଷ୍ଟ ୩୧ରେ ସରିିବ ନାମଲେଖା  ୯୬୦୦ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ନାମ ଲେଖିଛନ୍ତି ଭୁବନେଶ୍ୱର: ଅଧାରୁ ପାଠପା ଛାଡିଥିବା, ଦଶମ ଫେଲ୍ କିମ୍ବା ବିଦ୍ୟାଳୟରେ ନିୟମିତ ଅନୁପସ୍ଥିତ ଥବା ୧୪ରୁ ୧୮ବର୍ଷ ବୟସର ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାରେ ଯୋଡିବା ପାଇଁ…