ସର୍ପ ଦଂଶନରେ ଲିଭିଗଲା ଆୟୁଷଙ୍କ ଜୀବନ ଦୀପ ।

କେନ୍ଦ୍ରାପଡା:/ପ୍ରଫୁଲ୍ଲ କୁମାର ମଲ୍ଲ : ସତରେ ଦର୍ଶକ ବନ୍ଧୁ ବାପା ମାଆ କେତେ ଦିଅଁ ଦେବତା ଙ୍କୁ ପୂଜାକରି ପାଇଥାନ୍ତି ସନ୍ତାନ ଟିଏ । ଆଉ ସେଇ ସନ୍ତାନ କୁ ନେଇ ବାପା ମାଆ ଦେଖିଥାନ୍ତି ଅନେକ ସ୍ବପ୍ନ ଆଉ ସନ୍ତାନକୁ କହିଥାନ୍ତି ତୁ ଦୁନିଆରେ ବଡ ହୋଇ ଭଲ ମଣିଷ ଟିଏ ହୋଇ ଆମ ନାଁ ରଖିବୁ ଆମ…

ଶେରଗଡ଼ ରାଜା ଙ୍କ ପ୍ରଥମ ସହିଦ ସମ୍ମାନ ଗ୍ରହଣ କଲେ ଶେରଗଡ଼ ରାଜା ଙ୍କ ଉତ୍ତରାଧିକାରୀ।

ଶେରଗଡ଼/ବିରୁପାକ୍ଷ ବିଷୋୟୀ  :  ବିଳମ୍ବରେ ହେଲେ ମଧ୍ୟ ଶେରଗଡ଼କୁ ଆସିଛି ପ୍ରଥମ ସହିଦ ସମ୍ମାନ। ରାଜାପୂର୍ଣ୍ଣଚନ୍ଦ୍ର ସିଂଦେଓ କଟକ ଇନ୍‌ଡୋର୍ ଷ୍ଟାଡିୟମ୍‌ରେ ଏକ ଘରୋଇ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ ହାତରୁ ଏହି ସମ୍ମାନ, ମାନପତ୍ର ଓ…

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କଞ୍ଚୁରୁ ରେ ଜାତୀୟ କ୍ରୀଡା ଦିବସ ପାଳିତ।

https://youtu.be/QL8wN03mDxU ହିଞ୍ଜିଳିକାଟୁ/ ରଜତ ପଟ୍ଟନାୟକ:  ଆଜି ଜାତୀୟ କ୍ରୀଡା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ର କଞ୍ଚୂରୁ ଠାରେ ନୁତନ ଭାବରେ +2 କଳା ବିଭାଗ ଖୋଲିଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କଞ୍ଚୁରୁ ରେ କନିଷ୍ଠ ଓ ବରିଷ୍ଟ ସମସ୍ତ…

ସୁନା ଅଳଙ୍କାର ଦୋକାନୀଙ୍କୁ ଗୁଳିମାଡ଼ ଓ ଭୁଜାଲିରେ ହାଣି ଲୁଟିଲେ ଡକାୟତ

କନ୍ଧମାଳ(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧୀନସ୍ଥ ବାଲିଗୁଡା ସହରର ମଧ୍ଯ ଭାଗରେ ନେହୂରୁ ଛକ ନିକଟରେ ସ୍ପଷ୍ଟ ଦିବାଲୋକ ରେ ମାଁ ପାଟ୍ଟଖଣ୍ଡା ଜୁଏଲାରୀ ସପ୍ ମାଲିକ ବି ସୁବାଷ ଚନ୍ଦ୍ର ଆଚରିଙ୍କୁ ତିନି ଦୁର୍ବୃତ୍ତ ବାଇକରେ ଆସି ବନ୍ଧୁକରେ ଗୁଳିମାଡ଼ କରିବା ସହ ଭୁଜାଲିରେ ହାଣି ସୁନା…

ଚାଷ ଉପକରଣ ଚୋରି ଅଭିଯୋଗ ରେ ଜେଲ ଗଲା ଅଭିଯୁକ୍ତ ମଙ୍ଗଳୁ ସତନାମୀ

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ପୋଲିସ କୁ ଏକ ବଡ଼ ସଫଳତା ମିଳିଛି l ପୋଲିସ ସୂତ୍ର ରୁ ପ୍ରକାଶ ଯେ ବିଭିନ୍ନ ସ୍ଥାନ ରୁ ଚୋରି କରିବା ଓ ଚୋରି ସାମଗ୍ରୀ ଘରେ ମହଜୁଦ କରି ଲୁଚାଇ ରଖିଥିବା ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ଯାଇଛି l…

ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ପ୍ରଶାସନ ପକ୍ଷରୁ ତତ୍ପରତା

ଜମନକିରା,୨୯/୮: ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତ ସଦର ଗ୍ରାମରେ ଗତ 3 ମାସରୁ ଉର୍ଦ୍ଧ ସମୟ ହେବ ୩ଟି ପଡାକୁ ପାଣି ପହଞ୍ଚିବାର ଅସୁବିଧା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ପରେ ଆଜି ପ୍ରଶାସନିକ ଅଧିକାରୀ ତରବରିଆ ହୋଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ୮ଦିନର ମହଲତ ମାଗିଥିବା…

୮ ଜଣ ସମବାୟ ସମିତି ଉପନିବନ୍ଧକ (ଡିଆର୍ସିଏସ୍ )ଙ୍କୁ ପଦୋନ୍ନତି

ଭୁବନେଶ୍ୱର , ୨୯ ଓ ୮- ସମବାୟ ବିଭାଗ ଅଧିନରେ କାର୍ଯ୍ୟରତ ୮ ଜଣ ଉପନିବନ୍ଧକ(ଡିଆର୍ସିଏସ୍ )ଙ୍କୁ ଯୁଗ୍ମନିବନ୍ଧକ ସମବାୟ ସମିତି (ଜେଆର୍ସିଏସ୍ ) ଭାବେ ପଦୋନ୍ନତି ଦିଆଯାଇଛି । ପଦୋନ୍ନତି ପାଇଥିବା ଉପନିବନ୍ଧକ ମାନେ ହେଉଛନ୍ତି ସମବାୟ ବିଭାଗରେ ଉପସଚିବ ଭାବେ କାର୍ଯ୍ୟରତ ସଂଗ୍ରାମ କେଶରୀ ରାଉତ…

ରକ୍ଷାବନ୍ଧନ କାର୍ଯ୍ୟକ୍ରମରେ ସାମିଲ ହୋଇପାରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର :ଆସନ୍ତାକାଲି ରକ୍ଷା ବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ରାଜ୍ୟ ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି |ତେବେ ଜରୁରୀ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ମୁଖ୍ୟମନ୍ତ୍ରୀ ଆସନ୍ତା କାଲି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ରେ ଭାଗ ନେବେ ନାହିଁ|

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

ରାୟଗଡା ରୁ ବୈକୁଣ୍ଠ ଦୁରିଆ ତା-୨୯.୦୮.୨୦୨୩ ରିଖ ମଙ୍ଗଳବାର ଦିନ ଅପରାହ୍ନ ଘ.୯.୦୦ମି ରେ ସ୍ଥାନୀୟ ସେଣ୍ଟଜ୍ୟାଭିୟର୍ସ ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା…

ସଂସ୍କୃତ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ( ପୌର) ସରକାରୀ ଉଚ୍ଚ ବିଦ୍ଯାଳୟର ସମ୍ମିଳନୀ କକ୍ଷ ଠାରେ ସଂସ୍କୃତ ଶିକ୍ଷୟତ୍ରୀ ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସଙ୍କ ତତ୍ବାବଧାନ ଏବଂ ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ…