Sign in
Sign in
Recover your password.
A password will be e-mailed to you.
ଚୋରା ବାଲି ଚାଲାଣ ବେଳେ ମାଡିଵସିଲା ଝାରପୋଖରିଆ ପୁଲିସ
ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ରୁ ବାଲି ଘଟାର ଲିଜ୍ ସରି ଯାଇଥିଲେ ସୁଦ୍ଧା ବଢି ଚାଲିଛି ସୁଦୂର ଝାଡଖଣ୍ଡ ଓ ପଶ୍ଚିମବଙ୍ଗ କୁ ବାଲି ଚୋରା ଚାଲାଣ। ବାଲି ମାଫିଆ ମାନଙ୍କ ବଢ଼ି ଚାଲିଛି କାୟା ବିସ୍ତାର | ତେବେ…
ଭବିଷ୍ୟତରେ ଟ୍ରାଫିକ୍ ସୁବିଧା ବୃଦ୍ଧି ପାଇଁ ପୂର୍ବତଟ ରେଳପଥରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ
• ହରିଦାସପୁର, କଟକ, ସମ୍ବଲପୁର, ସମ୍ବଲପୁର ସିଟି ସହିତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ରେଳ ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ପ୍ରମୁଖ ନିରାପତ୍ତା ସମ୍ବନ୍ଧୀୟ ଓ ଭିତ୍ତିଭୂମି ବିକାଶମୂଳକ କାର୍ଯ୍ୟ |
17 ରୁ 30 ଅଗଷ୍ଟ, 2023 ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ମଞ୍ଚେଶ୍ୱର ମଧ୍ୟରେ ତୃତୀୟ…
ଲଉଡ଼ିଦର୍ହl ଗ୍ରାମ ଠାରେ ଯୋଡ଼ା ଶ୍ରାବଣ ମାସ ର ଅଷ୍ଟମ ସୋମବାର ବାବା ବୈଦ୍ୟନାଥ କୁ ଜଳାଭିଷେକ କଲେ ଶହ ଶହ କାଉଡିଆ l
ଝାରବନ୍ଧ-ମନୋହର ଦାଶ: ଝାରବନ୍ଧ ବ୍ଲକ ଲଉଡ଼ିଦର୍ହl ଗ୍ରାମ ଠାରେ ଚଳିତ ବର୍ଷ ଯୋଡ଼ା ଶ୍ରାବଣ ମାସ ପଡିଥିବାରୁ ଅଷ୍ଟମ ସୋମବାର ରେ ଅଞ୍ଚଳ ର ପ୍ରସିଦ୍ଧ ଶୈବ ପୀଠ ବାବା ବୈଦ୍ୟନାଥ ଙ୍କୁ ଜଳାଭିଷେକ କରିବା ପାଇଁ ଆଖପାଖ ଅଞ୍ଚଳ ର ବିଭିନ୍ନ ଗ୍ରାମ ରୁ ଶହ ଶହ କାଉଡିଆ ଭକ୍ତ ଙ୍କ ସମାଗମ ହୋଇଛି l ଏଥି…
ସୋଆର ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍…
ଭୁବନେଶ୍ୱର, ୨୮/୦୮ : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍) ଓ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ)ରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ସୋମବାର ଏକ…
ଖଣ୍ଡାୟତ କ୍ଷତ୍ରିୟ ମହାସଭାର ପ୍ରସ୍ତୁତି ବୈଠକ
ରାଉରକେଲା(ବସନ୍ତ କୁମାର ଜେନା):- ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା, ଇସ୍ପାତ ନଗର କମିଟି ତରଫରୁ ଆସନ୍ତା ଖଡ୍ଗ ଶୋଭାଯାତ୍ରା ନେଇ ଏକ ପ୍ରସ୍ତୁତି ବୈଠକ ସେକ୍ଟର ୩ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସଦସ୍ୟ ବାବାଜୀ ଚରଣ…
ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗଜପତି ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଏହି ପ୍ରତିଯୋଗୀତାକୁ ଜିଲ୍ଲା ଦୌରା ଜଜ୍…
୧୭ ବର୍ଷ ରୁ କମ୍ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି
ଗାଇସିଲାଟ/ମନ ଡନସନା- ଗାଇସିଲାଟ ମିନିଷ୍ଟାଡିୟମ୍ ରେ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଅନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ଯକ୍ଷ ଶ୍ରୀଯୁକ୍ତ ଜଗଦୀଶ ଠାକୁର ଖେଲ କୁ ଉଦ୍ଘାଟନ କରିଥିଲେ। ୪ଟି ସବ୍ ବ୍ଲକରୁ ମୋଟ୍ ୪ଟି ବାଳିକା ଦଳ ଓ ୪ଚି…
“ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରାର ପଟାନ୍ତର ନାହିଁ”
ଭୁବନେଶ୍ୱର: ଭୁବନେଶ୍ଵର ଉପକଣ୍ଠ ନିସ୍ତାରିଣୀପୁର ମୌଜା ଅନ୍ତର୍ଗତ ଇଟିପୁର ପଞ୍ଚାୟତର ଜୟପୁର ପାଟଣା ଗ୍ରାମରେ " ନିସ୍ତାରିଣୀପୁର ୱେଲ୍ଫେୟାର ସୋସାଇଟି " ଦ୍ୱାରା ଗ୍ରାମ୍ୟ ସଂସ୍କୃତି ଓ ଭାଇଚାରା ଆଧାରରେ ଏକ ଗେଟ୍ ଟୁ ଗେଦର ଶ୍ରୀ ଶ୍ରୀପଶ୍ଚିମେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଯାଇଛି…
ମାନସିକ ସ୍ୱାସ୍ଥ୍ୟ ସଚେତନତା ଉପରେ ରୋଟାରୀ କ୍ଳବ୍ ମୀଡୋଜ ପକ୍ଷରୁ”ଏକ ସୱାଲ” ଏକ ଅଭିନଵ ପ୍ରୟାସ
ଭୁବନେଶ୍ୱର : ବର୍ତ୍ତମାନ ସମୟରେ ବିଶ୍ୱରେ ଏବଂ ସର୍ବ ଭାରତୀୟ ସ୍ତରରେ ମାନସିକ ରୋଗ ତଥା ମାନସିକ ଅସ୍ଥିରତା ହେଉଛି ଏକ ସ୍ଵାସ୍ଥ୍ୟଗତ ଆହ୍ୱାନ l ଯାହାକୁ ସମଗ୍ର ବିଶ୍ୱ ଏବଂ ଭାରତ ମଧ୍ୟ ସମ୍ମୁଖୀନ କରୁଛି l ଗଣନା ଅନୁଯାୟୀ ଏହା ସ୍ପଷ୍ଟ ହୁଏ ଯେ ଆତ୍ମହତ୍ୟା ହେଉଛି ଆମ ଦେଶରେ ହେଉଥିବା ମୃତ୍ୟୁ…
ପ୍ରଶାନ୍ତ ଜଗଦେବ ଘଟଣାରେ ଧରାପଡିଛି ଧର୍ମେନ୍ଦ୍ରଙ୍କ ଦୋମୁହାଁ ନୀତି: ବିଜେଡି
ବିଜେଡିରୁ ବହିଷ୍କୃତ ନେତାଙ୍କୁ ଆପଣେଇବାକୁ ବିଜେପିର ସଜବାଜ
ଗୁଣ୍ଡାଗର୍ଦ୍ଦି ପାଇଁ ତୁରନ୍ତ ଦଳରୁ ବିଦା ହୋଇଥିଲେ ପ୍ରଶାନ୍ତ
ଧର୍ମେନ୍ଦ୍ରଙ୍କ ମୁହଁରେ ଶୋଭା ପାଉନି ଗଣତନ୍ତ୍ର ସୁରକ୍ଷା ଉବାଚ
ଭୁବନେଶ୍ୱର:ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ଆଜି…