Sign in
Sign in
Recover your password.
A password will be e-mailed to you.
ଓଡ଼ଗାଁ ଏନଏସି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ବିଧାୟକ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଭ୍ରମଣ ସହିତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରିଛନ୍ତି ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ । "୫"ଟି ଯୋଜନା ଅନୁଦାନ ସହିତ ସାଂସଦ ଓ ବିଧାୟକ ପାଣ୍ଠିରୁ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ…
ମହିଳାଙ୍କୁ ରକ୍ତଦାନ କରି ବଦାନ୍ୟତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ
ନୂଆପଡ଼ା: ଜଣେ ୫୦ ବର୍ଷୀୟା ମହିଳା ରୋଗୀଙ୍କୁ ରକ୍ତଦାନ କରି ତାଙ୍କୁ ନୂଆ ଜୀବନ ଦେଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ନୂଆପଡ଼ା ଜିଲ୍ଲା କୋମଣା ବ୍ଲକ ଅନ୍ତର୍ଗତ ପେଣ୍ଡ୍ରାବନ ପଂଚାୟତ ଅଧିନସ୍ଥ ଚାନ୍ଦପଲା ଗ୍ରାମର ସୁରୁ ପୁଞ୍ଜି ନାମକ ଜଣେ ୫୦ ବର୍ଷୀୟା ବୃଦ୍ଧାମହିଳା ଗୁରୁତର…
ଶ୍ରାବଣ ଶେଷ ସୋମବାର : ବାବା ରାମେଶ୍ଵର ମନ୍ଦିର ରେ ଜଳାଭିଷେକ କଲେ କୁନି କୁନି କାଉଡିଆ l
ପଦ୍ମପୁର :- ଯୋଡା ଶ୍ରାବଣ ଶେଷ ସୋମବାର ରେ ସ୍ଥାନୀୟ ବଡବନ୍ଧ ସ୍ଥିତ ବାବା ରାମେଶ୍ଵର ଙ୍କ ମନ୍ଦିର ରେ କାଉଡିଆ ଙ୍କ ସମେତ ସହସ୍ର ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିବା ସହ ଜଳାଭିଷେକ କରି ଥିବାବେଳେ କୁନି କୁନି କାଉଡିଆ ମାନେ ପହଞ୍ଚିଥିଲେ ଜଳାଭିଷେକ ପାଇଁ l ଜୟ ଶିବଶମ୍ଭୁ, ବୋଲବମ, ଭୋଲେବାବା…
ଆରଆଇଏଲ ନିର୍ଦ୍ଦେଶକ ବୋର୍ଡରେ ଇଶା ଅମ୍ବାନି, ଆକାଶ ଅମ୍ବାନି ଓ ଅନନ୍ତ ଅମ୍ବାନିଙ୍କୁ ସାମିଲ ପାଇଁ ବୋର୍ଡର ସୁପାରିସ
ବୋର୍ଡରୁ ଇସ୍ତଫା ଦେବେ ନୀତା ଅମ୍ବାନି; ରିଲାଏନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରହିବେ
ଭୁବନେଶ୍ୱର: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ (ଆର୍ଆଇଏଲ୍) ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ କଂପାନିର ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଇଶା ଅମ୍ବାନି, ଆକାଶ…
ଭଞ୍ଜନଗର ପ୍ରଶାସନର ମାନବୀୟ ତତ୍ପରତା, ସ୍ବପ୍ନାକୁ ଘରପଟ୍ଟା ପରେ ପରେ ୩୦ହଜାର ଟଙ୍କାର ସହାୟତା।
ଉଦୟନାଥ ପଣ୍ଡା (ଭଞ୍ଜନଗର): ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ୫ଟି ସଚିବ ଭିକେ ପାଣ୍ଡିଆନ ,ଗତ ୨୬ ତାରିଖ ଶନିବାର ଦିନ ଭଞ୍ଜନଗରରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ଯୋଗଦେଇଥିଲେ। ଏହି ଅଭିଯୋଗ ଶୁଣାଣୀରେ ଭଞ୍ଜନଗର ଠାରେ ପ୍ରାୟ ୪୨୦ରୁ ଉର୍ଦ୍ଧ ଅଭିଯୋଗ ପତ୍ର ଦାଖଲ ହୋଇଥିବା ବେଳେ,…
ଜନଜାଗୃତି ମଂଚ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ରେ ବିକ୍ଷୋଭ ଓ ବିଡ଼ିଓଙ୍କୁ ଦାବିପତ୍ର
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକର ୨୭ ଗୋଟି ପଂଚାୟତରେ ବହୁ ଯୋଗ୍ୟ ହିତାଧିକାରୀ କୁ ବିଭିନ୍ନ ସରକାରୀ ଯୋଜନାରୁ ବଂଚିିତ କରାଯାଉଛି ବୋଲି ଅଭିଯୋଗ ହୋଇଛି । ଫଳରେ ସେମାନଙ୍କର ସାମାଜିକ ସୁରକ୍ଷା ପ୍ରତି ଜନନେତା ଓ ପ୍ରଶାସନ…
ଛାତ୍ର ଛାତ୍ରୀ ଶିକ୍ଷାଦାନରେ ନାନା ସମସ୍ୟା ଉପୁଜୁଥିଲା : ସେକ୍ ଫରାଜ ଉଦ୍ଧିନ୍ ଙ୍କ ଜମିଦାନ ପରେ ସମସ୍ୟା ସମାଧାନ…
ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜମିଦାତାଙ୍କୁ ସମ୍ବର୍ଦ୍ଧନା
(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଜିଗ୍ନୀପୁର ପଂଚାୟତ ବାହାବଳପୁର ଗ୍ରାମରେ ଥିବା ସରକାରୀ ଉର୍ଦ୍ଧୁ ପ୍ରାଥମିକ ବିଦ୍ୟାଳୟରେ ଗୃହ ଅଭାବ…
ମାନସିକ ରୋଗୀ ଙ୍କ ମୃତ୍ୟୁ ; ନିଜ ବେକକୁ ନିଜେ କାଟି ଆତ୍ମହତ୍ୟା କଲା ମାନସିକ ରୋଗୀ
(ମାହାଙ୍ଗା-ଶାସକ ପ୍ରଶାସକ): ମାହାଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଜଣେ ମାନସିକ ରୋଗୀ ନିଜେ ନିଜ ବେକକୁ ପନିକରେ କାଟିଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ପ୍ରକାଶ କରିିଛନ୍ତି । ସୂଚନାନୁଯାୟୀ ଗୋବିନ୍ଦପୁର ଗ୍ରାମର…
ଗୋପବନ୍ଧୁ ଏକାଡେମୀ ପରିସରରେ ସିଜିଜିଓ କାର୍ଯ୍ୟାଳୟ ଉଦ୍ଘାଟିତ
ଏକାଡେମୀ ନ୍ୟୁଜ୍ ପତ୍ରିକା ଏବଂ ବିଭିନ୍ନ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୋପବନ୍ଧୁ ପ୍ରଶିକ୍ଷଣ ଏକାଡେମୀ ପରିସରରେ ଏକାଡେମୀର ମହାନିର୍ଦ୍ଦେଶକ ଶ୍ରୀ ରାଜ କୁମାର ଶର୍ମାଙ୍କ ଉପସ୍ଥିତିରେ ସେଣ୍ଟର ଫର୍ ଗୁଡ୍ ଗଭର୍ଣ୍ଣାନ୍ସ, ଓଡ଼ିଶା…
ଚନ୍ଦ୍ରପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ତା.28/08- ଚନ୍ଦ୍ରପୁର ବ୍ଲକର ପଂଚାୟତ ସମିତି ସଭା ଗୃହ ଠାରେ ଆଜି ସୋମବାର ଦିନ ଜିଲ୍ଲା ପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି, l ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାମେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ…