କେନ୍ଦ୍ରାପଡା:(ଶାସକ ପ୍ରଶାସକ) ପ୍ରଫୁଲ୍ଲ କୁମାର ମଲ୍ଲ କେନ୍ଦ୍ରାପଡ଼ା ଜିଲ୍ଲାର ସାମ୍ବାଦିକଙ୍କ ଗହଣରେ ଜାତୀୟ ପ୍ରେସ ଦିବସ ହୋଟେଲ ଗୌରୀଶଙ୍କର ଠାରେ ପାଳିତ ହୋଇଯାଇଛି। ଏହି ଅବସରରେ SUJ ର ରାଜ୍ୟ ସମ୍ପାଦକ ଶିବାଶିଷ ମହାନ୍ତି ଯୋଗଦେଇ କାର୍ଯ୍ୟକ୍ରମକୁ ଆରମ୍ବ କରିଥିବା ବେଳେ, ଉକ୍ତ ସଂଘ ର ଜିଲ୍ଲା ସଭାପତି ଦୈତାରୀ ଜେନା, ସମ୍ପାଦକ ପ୍ରଶାନ୍ତ ନାୟକ, ଉପସଭାପତି ଅସିତ୍ ପଣ୍ଡା,ସଞ୍ଜୟ ପଣ୍ଡା,ମାନସ ମଲ୍ଲ ,ଅଜୟ କୁମାର ପାତ୍ର,ଶିଶିର ସେଣ, ସତ୍ୟରଞ୍ଜନ ପଣ୍ଡା , ପ୍ରଫୁଲ କୁମାର ମଲ୍ଲ, ଆକାଶ ଦାସ, ନିରଞ୍ଜନ ପରିଡା, ସୁକାନ୍ତ କୁମାର ବେହେରା, ଧୀରେନ୍ଦ୍ର ମଲିକ, ସୁଧାଂଶୁ ତ୍ରିପାଠୀ ପ୍ରମୁଖ ସାମ୍ବାଦିକ ମାନେ ଯୋଗଦେଇ ଜାତୀୟ ପ୍ରେସ୍ ଦିବସ ବିଷୟରେ ଆଲୋକପାତ କରିଥିଲେ। ପ୍ରେସ ଦିବସ ଅବସରରେ କେକ କାଟି ସମସ୍ତେ ଖୁସି ବ୍ୟକ୍ତ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post