ଓଡ଼ିଶାରେ ମିଲେଟ୍ସ ସଚେତନତା ପାଇଁ ଓ.ଏମ୍. ଏମ୍ ଓ ହୋଟେଲ ଗୁଡିକର ମିଳିତ ପ୍ରୟାସ

ଭୁବନେଶ୍ୱର– ହୋଟେଲ ଏବଂ ରେଷ୍ଟୁରାଂଟରେ ମିଲେଟ୍ସର ପ୍ରସାର ପାଇଁ ଓଡ଼ିଶା ମିଲେଟ୍ସ ମିଶନ (ଓ.ଏମ୍.ଏମ୍) ରେଷ୍ଟୁରାଂଟ ଏସୋସିଏସନ୍ ଅଫ୍ ଓଡ଼ିଶା ସହଭାଗୀତାରେ ଏକ ଅଭଯାନ ଆରମ୍ଭ କରିଛି । ମିଲେଟ୍ସ ସଚେତନତା ବୃଦ୍ଧି ପାଇଁ ଭାରତ ସରକାର ଙ୍କ ପ୍ରସ୍ତାବ ଅନୁଯାୟୀ ମିଳିତ ଜାତିସଂଘ ୨୦୨୩ ମସିହାକୁ…

“ସୃଷ୍ଟି” ସମାଜ କଲ୍ୟାଣ ଅନୁଷ୍ଠାନ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ

ଦିବ୍ୟାଙ୍ଗ ପିଲାଙ୍କୁ ରାଖୀ ବାନ୍ଧି ଶୁଭେଚ୍ଛା ଜଣାଇଲେ ସମାଜସେବୀ ଶାନ୍ତା ଦାସ ବାଲେଶ୍ୱର, 30.08.23- ବାଲେଶ୍ୱର ଜିଲ୍ଲାର ଅଗ୍ରଣୀ ସମାଜ କଲ୍ୟାଣ ଅନୁଷ୍ଠାନ "ସୃଷ୍ଟି" ପକ୍ଷରୁ ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ପ୍ରତିଷ୍ଠାନ ଠାରେ ପରିସରରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଯାଇଛି I ଏଥିରେ…

ସମରଝୋଳ ଅକ୍ସଫୋଡ ପବ୍ଲିକ୍ ସ୍କୁଲ୍ ରେ ରକ୍ଷାବନ୍ଧନ ପାଳିତ

https://youtu.be/7ercb4BYiU8 ହିଞ୍ଜିଳିକାଟୁ /ରଜତ ପଟ୍ଟନାୟକ :ହିଞ୍ଜିଳିକାଟୁ ବ୍ଲକ୍ ସମର୍ ଝୋଳ ଠାରେ ଅବସ୍ଥିତ ଅକ୍ସଫୋଡ୍ ପବ୍ଲିକ୍ ସ୍କୁଲ୍ ରେ ପିଲାମାନ ଙ୍କ ଦ୍ଵାରା ଆୟୋଜନ ହୋଇଥିଲା ରାକ୍ଷୀ ବନ୍ଧା କାର୍ଯ୍ୟକ୍ରମ l ଏହି କାର୍ଯ୍ୟକ୍ରମ ରେ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ…

ବଲାଙ୍ଗୀର ଜିଲ୍ଲା ରେ ମିଲେଟ ଚାଷକୁ ଗୁରୁତ୍ବ : ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ।

ବଲାଙ୍ଗୀର (ସନ୍ତୋଷ କୁମାର ଠାକୁର) : ବଲାଙ୍ଗୀର ଜିଲ୍ଲା କୁ ପ୍ରାୟତଃ ମରୁଡି ଜିଲ୍ଲା ଭାବରେ ଗଣନା କରାଯାଏ। କାହିଁକି ନା ଅଭାବୀ ବର୍ଷା ଯୋଗୁଁ ପ୍ରାୟତଃ ମରୁଡି ପଡିଥାଏ। ଓ ଚାଷୀ ମାନେ ଏହି ମରୁଡି ର ଶିକାର ହୋଇଥାନ୍ତି। କେତେକ ଚାଷୀ କୃଷି ରୂଣ ନେଇ ଚାଷ କରିଥାନ୍ତି ଓ ପରବର୍ତ୍ତୀ…

31 ଅଗଷ୍ଟ 2023 ରୁ ଭୁବନେଶ୍ୱର ଅଞ୍ଚଳରେ ଟ୍ରେନ୍ ସେବା ସ୍ୱାଭାବିକ ହେବ

ଭୁବନେଶ୍ୱର: ଆଜି ରେଳ ନିରାପତ୍ତା ଆୟୁକ୍ତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପର ମଞ୍ଚେଶ୍ୱର ଏବଂ ଭୁବନେଶ୍ୱର ମଧ୍ୟରେ ଶେଷ ପର୍ଯ୍ୟାୟ କାର୍ଯ୍ୟର ସାଙ୍କେତିକ ପ୍ରଣାଳୀକୁ ଯାଞ୍ଚ କରିବେ | ପୂର୍ବତଟ ରେଳପଥରେ ବିଭିନ୍ନ ସ୍ଥାନରେ ପ୍ରମୁଖ ସାଙ୍କେତିକ ଏବଂ ନିରାପତ୍ତା ସମ୍ବନ୍ଧୀୟ…

ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାରଫାଇବର୍: ମୁକେଶ ଅମ୍ବାନି

- ୨୦ କୋଟି ଘରେ ଓ କାର୍ଯ୍ୟାଳୟରେ ପହଂଚାଇବା ଯୋଜନା - ଦୈନିକ ୧.୫ ଲକ୍ଷ ସଂଯୋଗ ଦିଆଯାଇପାରିବ - ଆକାଶ ଅମ୍ବାନିଙ୍କ ଦ୍ୱାରା ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ଘୋଷଣା - ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ୧୫ ଲକ୍ଷ…

କମ୍ୟୁନିଟି ହଲ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟିକା

ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ ୦୨ ଶାନ୍ତିନଗର ଠାରେ ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟଅତିଥି ଭାବେ ଯୋଗଦେଇ ଏକ କମ୍ୟୁନିଟି ହଲ୍ ର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି l ସମ୍ମାନିତ ଅତିଥି ଭାବେ ଏନ୍.ଏ.ସି ଅଧ୍ୟକ୍ଷା ସାବିତ୍ରୀ ବାଗ,…

ମିଶନ ଶକ୍ତି କାଫେ ଦ୍ବାରା ମହିଳା ମାନେ ସ୍ବାବଲମ୍ବୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମିଶନ ଶକ୍ତି ବିଭାଗର ସହାୟତା ଏବଂ ଜିଲ୍ଲା ପ୍ରଶାସନ ଗଜପତିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଗଜପତିର ବିଭିନ୍ନ ଜାଗାରେ ମିଶନ ଶକ୍ତି କାଫେ ତିଆରି କରାଯାଇ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ସ୍ବାବଲମ୍ବୀ କରାଯାଇଛି। ପ୍ରତି ପଞ୍ଚାୟତ ସମିତିର…

ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ନାଟକ ମଞ୍ଚଠାରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ,…

କାର ଧକ୍କାରେ ବରିଷ୍ଠ ନେତା ଭାସ୍କର ପତି ଙ୍କ ମୃତ୍ୟୁ

ଗଂଜାମ,(ନିଲୁ ବିଷୋୟୀ ): କାର ଧକ୍କାରେ ଭଞ୍ଜନଗର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ଭାସ୍କର ପତି (୬୩)ଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ଅପରାହ୍ନରେ ଭଞ୍ଜନଗର ଥାନା ଅନ୍ତର୍ଗତ ବାରୁଡା ଗ୍ରାମ ନିକଟରେ ଥିବା ନିଜ ଚାଷ ଜମିରେ ରୁଆ କାଯ୍ୟ ହେଉଥିବା ରାସ୍ତା କଡରେ ନିଜ ବାଇକ ଉପରେ ବସି ତାହାର…