ମୂର୍ଖ ନା ଅଜ୍ଞ ଏହି ବାବୁମାନେ ?

ସ୍ୱାଧୀନତା ସଂଗ୍ରାମୀ ବହ୍ନିକନ୍ୟାଙ୍କର ନାମ ମଧ୍ୟ ଠିକରେ ଲେଖିବାରେ ଅସମର୍ଥ !! ବରଗଡ :- ସ୍ୱାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ସମାଜ ସେବୀକା , ପଶ୍ଚିମ ଓଡିଶାର ଗର୍ବ ଓ ଗୌରବ , ପରମ ପୂଜନୀୟା ବଡ଼ମାଁ ବହ୍ନିକନ୍ୟା ପାର୍ବତୀ ଗିରି ପଶ୍ଚିମ ଓଡ଼ିଶାର ଘରେ ଘରେ ପରିଚିତ । ସ୍ୱାଧୀନତା…

”ଆକାଂକ୍ଷା” ମହିଳା ସଂଗଠନ ତରଫରୁ ରକ୍ଷା ବନ୍ଧନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଂଗଠନ ''ଆକାଂକ୍ଷା'' ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଝାମି ଗ୍ରାମ କୃଷି କ୍ଷେତ୍ର ଠାରେ କୃଷକ ଭାଇ ମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କୃଷକ ଭାଇ ମାନଙ୍କୁ ଧୂପ , ଦୀପ ,…

ନୃସିଂହନାଥ ମନ୍ଦିର ରୁ ଚୋରି ଘଟଣା:ବରଗଡ଼ ପୋଲିସ କୁ ପ୍ରଥମ ସଫଳତା, ଧରା ପଡିଲା ପ୍ରଥମ ଚୋର

ବରଗଡ :- ପବିତ୍ର ନୃସିଂହନାଥ ମନ୍ଦିର ରୁ ଗତ 23 ତାରିଖ ମଧ୍ୟ ରାତ୍ରିରେ ଏକ ବଡ଼ ଧରଣର ଚୋରି ହୋଇଯାଇଥିଲା । 24 ତାରିଖ ସକାଳୁ , ମହାପ୍ରଭୁଙ୍କ ସେବକ ମାନେ ମନ୍ଦିର ଭିତରକୁ ମହାପ୍ରଭୁଙ୍କ ନୀତି ସମ୍ପାଦନ ପାଇଁ ମନ୍ଦିର ଖୋଲିବା ପାଇଁ ଯାଇଥିବା ବେଳେ , ମହାପ୍ରଭୁଙ୍କ ଙ୍କର ସମ୍ମୁଖରେ…

ବୃକ୍ଷକୁ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ପାଳନ କଲା ବେଲଗୁଣ୍ଠା ପ୍ରେସ୍ କ୍ଳବ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ) :- "ବୃକ୍ଷ ହିଁ ଜୀବନ" ।ବୃକ୍ଷ ହିଁ ପରିବେଶକୁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ପ୍ରଦାନ କରିବାରେ ସାହାଯ୍ୟ କରିଥାଏ ଏବଂ ପରିବେଶର ଜଳବାୟୁ ସନ୍ତୁଳନ କରିବା ବୃକ୍ଷର ଭୂମିକା ଅନ୍ୟତମ ।ଏହା ହୃଦୟଙ୍ଗମ କରି ବେଲଗୁଣ୍ଠା ପ୍ରେସ୍ କ୍ଳବ ବିଭିନ୍ନ ସମୟରେ ବିଭିନ୍ନ…

ବୋଲବମ୍ ପୂଣ୍ଣିମା ଉପଲକ୍ଷେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି

ଗାଇସିଲାଟ/ମନ ଡନସନା- ଗାଇସିଲାଟ ବ୍ଲକ ଅନ୍ତର୍ଗତ କନ୍ଦାଗାଡ ଗ୍ରାମରେ ଭୋଲାନାଥ ବୋଲବମ୍ କମିଟି ଦ୍ବାରା ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ବୈଦିକରୀତି ନାତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ଏହି ନାମଯଜ୍ଞ ରେ ଯଶୋବନ୍ତ ସାହୁ ଓ ସସ୍ମିତା ବେହେରା ବସିଥିଲେ। ନାମାରମ୍ଭ ବେଲେ ୨…

ବିଦ୍ୟାଳୟ ଆସିପାରୁନଥିବା ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଘରେ ମଧ୍ୟାହ୍ନଭୋଜନ ରାସନ୍ ବ୍ୟବସ୍ଥା

ଉପକୃତ ହେବେ ୩୬୯୪ ଛାତ୍ରଛାତ୍ରୀ ଭୁବନେଶ୍ୱର: ଏଣିକି ବିଦ୍ୟାଳୟ ଆସିପାରୁନଥିବା ୬ରୁ ୧୪ ବର୍ଷର ଅସୁସ୍ଥ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଘରେ ମଧ୍ୟାହ୍ନଭୋଜନର ଶୁଖିଲା ରାସନ୍ ଦିଆଯିବ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଛାତ୍ରଛାତ୍ରୀମାନଙ୍କୁ…

ସୋଆର କୃଷି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗି୍ରକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ରୁ ଶିକ୍ଷା ସମାପ୍ତ କରିଥିବା ୨୦୨୩ ବ୍ୟାଚର ବିଏସ୍ସି (ଏଗି୍ରକଲ୍ଚର) ଓ ଏମ୍ଏସ୍ସି (ଆଗ୍ରୀକଲ୍ଚର) ଛାତ୍ରଛାତ୍ରୀ ମାନଙ୍କୁ ବୁଧବାର ଏକ ସ୍ୱତନ୍ତ୍ର…

ସୋଆ କୃଷି ଛାତ୍ରମାନଙ୍କ ଦ୍ୱାରା ଗୋଖାଦ୍ୟ ଉପରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୩୦/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନସେସ୍ (ଆଇଏଏସ୍)ର ଶେଷ ବର୍ଷ ସ୍ନାତକ ଛାତ୍ରମାନଙ୍କ ଦ୍ୱାରା “ଗୋ ଖାଦ୍ୟ ରୂପରେ ଆଜୋଲା ଓ ନାପିଅର୍ ଘାସର ଚାଷ” ଏକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବାଡିରେ ଛୋଟ…

ସାହିତ୍ୟର ସ୍ୱର “ଶ୍ରାବଣୀ” ସହିତ ନୟାଗଡ଼ ଜିଲ୍ଲା ଲେଖକ ପରିଷଦର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼ (ଲକ୍ଷ୍ମୀଧର ସାହୁ): ନୟାଗଡ଼ ଜିଲ୍ଲା ଲେଖକ ପରିଷଦ ଆନୁକୂଲ୍ୟରେ ଶ୍ରାବଣର ଶେଷ ସ୍ପର୍ଶ "ଶ୍ରାବଣୀ" କବିତା ଆସର ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଥିଲା l ପ୍ରଥମ ପର୍ଯ୍ୟାୟର ଏହି…

ଜାତୀୟ ଶିକ୍ଷା ଯୋଜନା – ୨୦୨୦ ଉପରେ ଆଲୋଚନା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵଂୟଶାସିତ ମହାବିଦ୍ୟାଳୟର ସଭାଗୃହ ଠାରେ ଜାତୀୟ ଶିକ୍ଷା ଯୋଜନା ୨୦୨୦ ଉପରେ ଏକ ଦିନିକିଆ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରକୁ ଆକ୍ୟୁଏସି…