Sign in
Sign in
Recover your password.
A password will be e-mailed to you.
ଲଇକେରା ବ୍ଲକର ବିଭିନ୍ନ ଗ୍ରାମରେ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ସମୀକ୍ଷା କଲେ ବିଧାୟକ ଟଙ୍କଧର
ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତରେ ଚାଲିଥିବା ଜଳ ସଂରକ୍ଷଣ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି ମାନ୍ୟବର ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ। ଆଜି ସେ ବ୍ଲକର ରେଙ୍ଗାଲି, ଉରାଗଡ଼ ଏବଂ ଭୁଲିଆଡିହି ଗ୍ରାମ ଗସ୍ତ କରି…
୩୩ କୋଟିରେ ଗଢ଼ିବ ୨୦ ଏସଟି ହଷ୍ଟେଲ, ଲାଭ ପାଇବେ ୧୦୦୦ ଛାତ୍ରଛାତ୍ରୀ
ଝାରସୁଗୁଡ଼ା : ଜିଲ୍ଲାର ଜନଜାତି ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଆବାସିକ ସୁବିଧା ସୃଷ୍ଟି ଦିଗରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ), ଝାରସୁଗୁଡ଼ା ପକ୍ଷରୁ ଜିଲ୍ଲାର ଲଖନପୁର, ଲଇକେରା ଓ…
ହାର୍ଟ ହସ୍ପିଟାଲରୁ ବିକାଶ ପ୍ରସଙ୍ଗ ପର୍ଯ୍ୟନ୍ତ ବିଧାୟକଙ୍କୁ ଘେରିଲେ ଦୀପାଳି ଦାସ
ଝାରସୁଗୁଡା: ଝାରସୁଗୁଡା ସରବହାଲସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ଦୀପାଳି ଦାସ ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀଙ୍କୁ ବିଭିନ୍ନ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ବିଶେଷକରି ହାର୍ଟ ହସ୍ପିଟାଲ,…
ବେଲଗୁଣ୍ଠାରେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ: ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବଣିକ ସଂଘର ଦାବି ପତ୍ର ପ୍ରଦାନ ।
ବେଲଗୁଣ୍ଠା:୧୭/୦୬,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଏନ.ଏ.ସି ରେ ଅହେତୁକ ଭାବେ ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରାଯିବା ପ୍ରତିବାଦରେ ସ୍ଥାନୀୟ ବଣିକ ସଂଘ ଓ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବେଲଗୁଣ୍ଠା ବଣିକ ସଂଘ ପକ୍ଷରୁ ସଭାପତି…
ପଦ୍ମପୁରରେ ଏସଆଇଆର (SIR) ପ୍ରକ୍ରିୟା ସମ୍ବନ୍ଧୀୟ ଅତିରିକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପ୍ରଶିକ୍ଷଣ ସହ ସଚେତନତା ରଥ ପରିକ୍ରମା
ପଦ୍ମପୁର:- ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ସାରା ଦେଶରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ’ (Special Intensive Revision - SIR) କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପଦ୍ମପୁରରେ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ…
ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା : ଆମ୍ବୁଲାନ୍ସ ଆସିଲାନି ରୋଗୀର ଜୀବନ ଚାଲିଗଲା।
ଦୟନୀୟ ଭାବେ ଅସୁସ୍ଥ ପୁତ୍ର ମାଆ ଶବକୁ ଘୋଷାରି ଘୋଷାରି ନେଇ ଦାହ କଲା।
କେନ୍ଦୁଝର,ତା୧୭/୬- ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝର ସହରରେ ସ୍ୱାସ୍ଥସେବାର ଏକ ବିକଳ ଚିତ୍ର ଏବେ ସାମ୍ନାକୁ ଆସୁଛି। ପ୍ରତିଦିନ ଏହିପରି ଅଭିଯୋଗ ଆସୁଥିଲେ ମଧ୍ୟ ଏହି ସ୍ପର୍ଶକାତର ଘଟଣା…
ସାନ୍ଦିପନି ଚୌଧୁରୀଙ୍କୁ ଇଂରାଜୀ ସାହିତ୍ୟରେ ଡକ୍ଟରେଟ୍ ସମ୍ମାନ
ଭୁବନେଶ୍ୱର, ଜୁନ୍ ୧୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଟେକନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ( ଆଇଟିଇଆର) ଅନ୍ତର୍ଗତ ସୋସିଆଲ୍ ସାଇନସ୍ ଓ ହୁ୍ୟମାନିଟିଜ୍ ବିଭାଗର ଇଂରାଜୀ ବିଭାଗର ଗବେଷକ ଛାତ୍ର ଶ୍ରୀଯୁକ୍ତ ସାନ୍ଦିପନି ଚୌଧୁରୀଙ୍କୁ ଡକ୍ଟରେଟ୍…
ଓଡିଆ ପାଠ୍ୟ ପୁସ୍ତରେ ଅକ୍ଷମଣୀୟ ତ୍ରୁଟି ପାଇଁ ଗଣଶିକ୍ଷାମନ୍ତ୍ରୀ ଇସ୍ତଫା ଦିଅନ୍ତୁ : କଳିଙ୍ଗସେନା
ଅଧିକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ ସହିତ କ୍ଷତି ଅର୍ଥ ଆଦାୟ ହେଉ
ଭୁବନେଶ୍ୱର, ତା ୧୭/୦୬/୨୦୨୬- ଓଡିଶାର ଛାତ୍ରଛାତ୍ରୀଙ୍କ ପାଇଁ ଓଡିଆ ଭାଷାରେ ପ୍ରକାଶିତ ପାଠ୍ୟପୁସ୍ତକରେ ଯେଉଁ ଅକ୍ଷମଣୀୟ ତ୍ରୁଟି ହୋଇଛି ସେଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା…
ରାବାନାଜୁ ସ୍କୁଲ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ପ୍ରତିଯୋଗିତାରେ ଜାତୀୟ ସ୍ତରକୁ ମନୋନୀତ….
ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ରେଟିଂ ନିମନ୍ତେ ସର୍ବଭାରତୀୟ ସ୍ତରରେ କନ୍ଧମାଳ ଜିଲ୍ଲାରୁ ଘୁ.ଉଦୟଗିରି ଶିକ୍ଷା ବ୍ଲକ ଅନ୍ତର୍ଗତ ଏନଏସି ୧୨ ନମ୍ବର ୱାର୍ଡ଼ କନବାଗିରି ସ୍ଥିତ ରାବାନାଜୁ ପ୍ରାଥମିକ ବିଦ୍ୟାଳୟ ଜାତୀୟ ସ୍ତରରେ ମନୋନୀତ ହୋଇଛି…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ…