ଅନସାଇଟ୍ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ମଜବୁତ କରିବା ପାଇଁ ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ ‘ସାଇଲେଣ୍ଟ ଆୱାର…

ପାରାଦ୍ୱୀପ, ୧୩ ମାର୍ଚ୍ଚ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ ପରିସରରେ ଏକ ପୂର୍ଣ୍ଣକାଳୀନ 'ସାଇଲେଣ୍ଟ ଆୱାର ମକ୍ ଡ୍ରିଲ୍' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା କ୍ରାଇସିସ୍ ଗ୍ରୁପ୍‌…

ମହାନଦୀ ଅବବାହିକାରେ ଥିବା ଜିଲ୍ଲା ଗୁଡିକରେ ସୁଦୃଢ ସଂଗଠନ ଗଢିବା ସହିତ ବ୍ୟାପକ ଜନଆନ୍ଦୋଳନ ସଂଗଠିତ ହେବ l

ମହାନଦୀ ଜଳ ବିବାଦର ସମାଧାନ ପାଇଁ ମାନସ ମନ୍ଥନ ଅନୁଷ୍ଠିତ l ଯୋଗ ଦେଲେ ଅନେକ ବୁଦ୍ଧିଜୀବୀ ଓ ବିଶେଷଜ୍ଞ l ଅଭିଜ୍ଞ ବ୍ୟକ୍ତିଙ୍କୁ ନେଇ ବିଶେଷଜ୍ଞ କମିଟି ଗଠିତ ହେଲା l ମହାନଦୀ ଟ୍ରିବୁନାଲ ଓ ଜଳ ବିବାଦ କୁ ନେଇ ଜାରି ହେବ ଶ୍ୱେତ ପତ୍ର l ଭୁବନେଶ୍ୱର ତା 13 l 04 l ମହାନଦୀ ବଞ୍ଚାଓ…

୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ପାଳିତ

ରାଜଧାନୀର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତିଙ୍କ ଆହ୍ୱାନ ଭୁବନେଶ୍ୱରର କ୍ରମବର୍ଦ୍ଧିଷ୍ଣୁ ବିକାଶ ଉପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଭୁବନେଶ୍ୱର ୧୩/୦୪/୨୦୨୬: ୭୮ତମ ରାଜଧାନୀ ପ୍ରତିଷ୍ଠା ଦିବସ ମହାସମାରୋହରେ…

ହାଡୁଆ ସେଚ ପ୍ରକଳ୍ପରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଚାଷୀଙ୍କୁ ପାଣି ଦିଅ: ବିଜେଡି

ନବୀନ ସରକାର ସମୟରେ ହାଡୁଆ ସେଚ ପ୍ରକଳ୍ପର ଡ୍ୟାମ ଓ ସ୍ପିଲୱେ ଲୋକାର୍ପଣ ଓ ଭୂତଳ ଜଳବାହୀ କେନାଲ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା ଗତ ୨୦ ମାସରେ ବାରମ୍ୱାର ଭୂତଳ ଜଳବାହୀ କେନାଲ ପ୍ରକଳ୍ପ ଟେଣ୍ଡର ବାତିଲରୁ ଅହେତୁକ ବିଳମ୍ୱ ଭୁବନେଶ୍ୱର, ୧୨/୦୪/୨୦୨୬: ଶଙ୍ଖ ଭବନରେ ଆୟୋଜିତ…

କିଟ୍‍ ଓ କିସ୍‍ ପକ୍ଷରୁ ଫେମିନା ମିସ୍ ଇଣ୍ଡିଆ ୨୦୨୬ ପ୍ରତିଯୋଗୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

  ଭୁବନେଶ୍ୱର, ୧୨ ।୪: ଏପ୍ରିଲ ୧୮ତାରିଖରେ କିଟ୍‍ ରେ ଅନୁଷ୍ଠିତ ହେବାକୁ ଥିବା ୬୧ତମ ଫେମିନା ମିସ୍ ଇଣ୍ଡିଆ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ଦେଶବ୍ୟାପୀ ୩୦ ଜଣ ରାଜ୍ୟ ବିଜେତା ଆଜି କ୍ୟାମ୍ପସରେ ପହଞ୍ଚିବା ପରେ ସେମାନଙ୍କୁ…

ନୀଳଗିରି ସବଜେଲରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ: କାରଣ ଅସ୍ପଷ୍ଟ।

ନୀଳଗିରି -୧୨/୪: ହତ୍ୟା ଅଭିଯୋଗରେ ବିଚାରାଧୀନ କଏଦୀ ଭାବରେ ନୀଳଗିରି ଜେଲରେ ଥିବା ଜୈନିକ ଯୁବକଙ୍କ ହଠାତ୍ ଆଜି ମୃତ୍ୟୁ ହୋଇଥିବାନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ପାଇକପଡା ଅନ୍ତର୍ଗତ ତୋଟାପଡ଼ା ଗ୍ରାମର ସ୍ୱର୍ଗତ ଅନାମ ନାଏକ ଓରଫ…

ଓଡ଼ିଆ ପକ୍ଷ – ୨୦୨୬ ଅବସରରେ ବାଲେଶ୍ଵର ଜିଲ୍ଲାସ୍ତରୀୟ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର : ୧୨.୦୪.୨୦୨୬: ଆଜି ହେଉଛି ଓଡ଼ିଆ ପକ୍ଷ ର ଦ୍ଵାଦଶ ଦିନ । ଓଡ଼ିଶାର ସଂସ୍କୃତି ଓ ସାହିତ୍ୟର ଗୌରବମୟ ଐତିହ୍ୟକୁ ସମ୍ମାନ ଜଣାଇ ରାଜ୍ୟର ବରପୁତ୍ରଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ, ବାଲେଶ୍ଵର ଓ ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ଵରର ମିଳିତ…

ଓଡ଼ଗାଁ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬: ରଘୁନାଥ ଆଥଲେଟିକ୍ ଆସୋସିଏସନ ଫାଇନାଲରେ ପ୍ରବେଶ

ଓଡ଼ଗାଁ, ୧୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ରବିବାର ଖେଳାଯାଇଥିବା ମ୍ୟାଚରେ ଓଡ଼ଗାଁ (ଆରଏଏ) ଦଳ ବାଙ୍କତରାକୁ ପରାସ୍ତ…

ବାଲୁଙ୍କେଶ୍ବର ମାଁ ଶ୍ୟାମା ଦଣ୍ଡକାଳୀ ଯାତ୍ରା

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଏପ୍ରିଲ ୨ ତାରିଖ ଠାରୁ ଆରମ୍ଭ ହୋଇ ଥିବା ଧର୍ମୀୟ ଭାବନାର ବିଶ୍ୱାସ ସହିତ ସଙ୍ଗୀତ , ନୃତ୍ୟ, ସାଧନା ଓ ଆରାଧନା ସମ୍ୱନ୍ଧରେ ମାଁ ଶ୍ୟାମାକାଳୀଙ୍କ ଦଣ୍ଡନାଚ ପର୍ବ। ଏହି ଦଣ୍ଡ ନାଚ ପର୍ବ ସହିତ ଲୋକଙ୍କ ଧର୍ମୀୟ ଭାବାବେଗ ସହିତ…

ଅଳକା ଆଶ୍ରମରେ ଓଡ଼ିଆ ପକ୍ଷ ପାଳନ,ଐତିହାସିକ ଅଳକା ପତ୍ରିକାର ପୁନଃ ପ୍ରକାଶନ

ଜଗତସିଂହପୁର,ତା-୧୨.୦୪.୨୦୨୬/ସୁମନ୍ତକୁମାରଦାସ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଅଳକା ଆଶ୍ରମ ପରିସରରେ ଓଡ଼ିଆ ପକ୍ଷର ଦ୍ଵାଦଶ ଦିବସରେ ବନ୍ଦନୀୟ ବରପୁତ୍ର କର୍ଯ୍ୟକ୍ରମ ଐତିହାସିକ ଅଳକା ଆଶ୍ରମ ପରିସରରେ ଅତ୍ୟନ୍ତ ଶ୍ରଦ୍ଧା,…