Sign in
Sign in
Recover your password.
A password will be e-mailed to you.
ଓଡିଆ ପକ୍ଷପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୧୩.୦୪.୨୦୨୬ – ଓଡିଆ ପକ୍ଷ ୨୦୨୬ ପାଳନ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ…
ବେଲଗୁଣ୍ଠା ରେ ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ।
ବେଲଗୁଣ୍ଠା - ୧୩/୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷ ଠାରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର ପୃଷ୍ଟି , ଆରକ୍ଷୀ ଅଧୀକ୍ଷକ ଗଞ୍ଜାମ ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଉପ…
ସରିଲା ଦଣ୍ଡ ଯାତ୍ରା; ମାସନ୍ତ ମେରୁରେ ଝାମୁଯାତ୍ରା ସାରି ମନ୍ଦିରକୁ ଫେରିଲେ ରୁଦ୍ର କାଳୀ
ବେଲଗୁଣ୍ଠା, 13/04,-(ଶିବାରମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଉଦଯାପିତ ହୋଇଯାଇଛି ଭକ୍ତି ଏବଂ ବିଶ୍ୱାସର ଗଣପର୍ବ ଦଣ୍ଡଯାତ୍ରା I ଏହି ବ୍ଳକ୍ ର ପ୍ରାୟ ଅଠରଟି ଗ୍ରାମରେ ଦଣ୍ଡ ଯାତ୍ରା ରହିଥିବା ବେଳେ ସେଥିମଧ୍ୟରୁ ଆଜି ଷୋହଳଟି ଗ୍ରାମରେ ମାସନ୍ତ ମେରୁ ଉଦଯାପିତ ହୋଇ…
୨ କାର ସହ ୧୪୪ କେଜି ଗଞ୍ଜେଇ ଜବତ, ୪ ଗିରଫ
ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଗତକାଲି ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବେଆଇନ ଭାବେ ଚାଲାଣ ହେଉଥିବା ଦୁଇଟି ଗଞ୍ଜେଇ ବୋଝେଇ ଗାଡ଼ି ଧରା ଯାଇଛି। ଏହା ସହିତ ୧୪୪ କେଜି ଗଞ୍ଜେଇ ଜବତ ହୋଇଛି। ୪ ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ ଅବକାରୀ ବିଭାଗ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,…
ଓଡ଼ିଆ ପକ୍ଷ ପାଳନ ଅବସରରେ “ଆମ ରୁଚି ଆମ ଖାଦ୍ୟ”
ନବରଙ୍ଗପୁର ତା ୧୩.୪.୨୦୨୬: ଅଶୋକ ସାହୁ,ଜିଲ୍ଲା ପ୍ରଶାସନ ତରଫରୁ 'ଓଡ଼ିଆ ପକ୍ଷ' ପାଳନ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ "ଆମ ରୁଚି ଆମ ଖାଦ୍ୟ" ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ପକ୍ଷର ୧୩ତମ ଦିବସରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ…
ବାଲିକୁଦା ବ୍ଲକ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା- ୧୩.୦୪.୨୦୨୬ ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ…
ଓଡ଼ିଆ ପକ୍ଷ ଅବସରରେ ‘ଆମ ରୁଚି ଆମ ଖାଦ୍ୟ’ ଆୟୋଜିତ
ଜଗତସିଂହପୁର, ୧୩.୦୪.୨୦୨୬ ସୁମନ୍ତ କୁମାର ଦାସ: ଓଡ଼ିଆ ପକ୍ଷ ପାଳନ–୨୦୨୬ ଅବସରରେ “ପାରମ୍ପରିକ ଖାଦ୍ୟ ଦିବସ – ଆମ ରୁଚି, ଆମ ଖାଦ୍ୟ” ଜିଲ୍ଲାସ୍ତରରେ ଉତ୍ସାହର ସହିତ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଓଡ଼ିଆ ପାରମ୍ପରିକ ଖାଦ୍ୟର ସମୃଦ୍ଧି, ସ୍ୱାଦ ଓ ସାଂସ୍କୃତିକ ଐତିହ୍ୟକୁ ପ୍ରଚାର ଓ ପ୍ରସାର…
ପ୍ରତିଶ୍ରୁତି ରଖିଲେ ମୋହନ ସରକାର
ବଡ଼ବିଲ ବାଇପାସ ରିଙ୍ଗରୋଡ଼ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବଡ଼ବିଲ ଅଞ୍ଚଳବାସୀଙ୍କ ବହୁ ପ୍ରତିକ୍ଷିତ ସ୍ବପ୍ନ ପୂରଣ ପୂରଣ କଲେ ମୁଖ୍ୟମନ୍ତ୍ରୀ
୨୯ କୋଟି ୪୧ ଲକ୍ଷର ୨୪ ଟି ପ୍ରକଳ୍ପର ଲୋକାର୍ପିତ
୩୨୬ କୋଟି ୪୩ ଲକ୍ଷ ଟଙ୍କାର ୫୧ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର…
ସିନିଅର ଟେନିସ କୋଚ ଅଶୋକ ଦେଓ ଚିଫ୍ କୋଚ ଭାବେ ପଦୋନ୍ନତି ପାଇଲେ।
କେନ୍ଦୁଝର,ତା୧୩/୪- ଭାରତ ସରକାରଙ୍କ ଅଧିନସ୍ଥ ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆର ସିନିଅର ଲନ୍ ଟେନିସ କୋଚ ଶ୍ରୀ ଅଶୋକ ଦେଓଙ୍କୁ ଚିଫ୍ କୋଚ୍ ଭାବେ ପଦୋନ୍ନତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ କି କେନ୍ଦୁଝର ସହର ଆଟୋପରରେ ଜନ୍ମିତ ଶ୍ରୀ ଦେଓ ସ୍ଥାନୀୟ ଡି ଏନ ହାଇସ୍କୁଲ ତଥା ଧରଣୀଧର କଲେଜରୁ ପାଠ…