Sign in
Sign in
Recover your password.
A password will be e-mailed to you.
ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ରେ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ୱିନର୍ ବ୍ରାଇଟ ଫ୍ୟୁଚର ସ୍କୁଲ୍ ର ଖୁଣ୍ଟପାଲି ପରିସର ରେ ବିଦ୍ୟାଳୟ ତରଫ ରୁ ଦଶମ ଶ୍ରେଣୀ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ସମ୍ବଲପୁର ର ପ୍ରସିଦ୍ଧ ପ୍ରଶିକ୍ଷକ ତଥା…
ରାଜ୍ୟ ସିଏମ ଟ୍ରଫି ଦ୍ୱିତୀୟ ଦିବସ
ତାରିଣୀ ଫୁଟବଲ ଏକାଡେମୀ ୯-୦ଏବଂ ଟିଏସଏଫ, ଯୋଡ଼ା ୭-୦ ଗୋଲରେ ବିଜୟୀ
କେନ୍ଦୁଝର,ତା୧୨/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ସିଏମ ଫୁଟବଲ…
ହିମନ୍ତ ବିଶ୍ୱଶର୍ମାଙ୍କ କୁଶପୁତ୍ତଳିକା ଦାହ।
ଆସାମ ନିର୍ବାଚନ ଫଳ ବାହାରିବା ପରେ ଜେଲରେ ଘଣା ପେଲିବେ ହିମନ୍ତ କହିଲେ କଂଗ୍ରେସ ନେତା।
କେନ୍ଦୁଝର : ଅଖିଳ ଭାରତୀୟ କଂଗ୍ରେସ କମିଟିର ସଭାପତି ତଥା ରାଜ୍ୟସଭା ବିରୋଧୀଦଳ ନେତା ମାଲିକାର୍ଜୁନ ଖଡ଼ଗେଙ୍କୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଆଶାଳୀନ ମନ୍ତବ୍ୟ ଦେଇଥିବାରୁ ସାରା…
ପିଏମ ଶ୍ରୀ କୁଶଳେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ
ବିଦ୍ୟାଳୟର ୭୫ ବର୍ଷର ସଫଳ ଯାତ୍ରାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ପିଏମ ଶ୍ରୀ ଯୋଜନାରେ ଆଧୁନିକ ସୁବିଧା ସହ ମଡେଲ୍ ସ୍କୁଲ ଭାବେ ଗଢ଼ି ଉଠିବ ବିଦ୍ୟାଳୟ
ଯାତାୟାତର ସୁବିଧା ପାଇଁ ୬ କୋଟି ୩୪ ଲକ୍ଷ ଟଙ୍କା ବିନିଯୋଗରେ ସରେଇ-ହାତିଶିଳା ରାସ୍ତା କାମ ଆଗେଇ ଚାଲିଛି…
ଓଡିଆ ପକ୍ଷ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଦିବସ ପାଳିତ ।
କେନ୍ଦ୍ରାପଡ଼ା:୧୨.୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡିଆ ପକ୍ଷ–୨୦୨୬ ପାଳନ ଅବସରରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ “ବନ୍ଦନୀୟ ବରପୁତ୍ର ଦିବସ” ଉତ୍ସାହର ସହିତ ପାଳିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ନବକ୍ରିଷ୍ଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର…
“ବିପ୍ର ତତ୍ତ୍ୱ ମଞ୍ଜରୀ” ପୁସ୍ତକ ଲୋକାର୍ପିତ,ସନାତନ ଧର୍ମଧାରା ବାବଦରେ ମାର୍ଗଦର୍ଶିକା
ଖୋର୍ଦ୍ଧା:(ସେକ୍ କୌସର):ବିଶିଷ୍ଟ ସାହିତ୍ୟିକ ତଥା ଆଧ୍ୟାତ୍ମବାଦୀ ମଣିଷ ଲଡ଼ୁକିଶୋର ଦାଶଙ୍କ ରଚିତ ‘ବିପ୍ର ତତ୍ତ୍ବମଞ୍ଜରୀ’ ପୁସ୍ତକର ଲୋକାର୍ପଣ ଖୋର୍ଦ୍ଧା ବିଡିଏ କଲୋନୀ ଗାୟତ୍ରୀ ମନ୍ଦିର ପରିସରରେ ଐତିହାସିକ ସତ୍ୟବାଦୀ ବଳିଆରସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ତ୍ରିନାଥ ଚରଣ…
ନବରଙ୍ଗପୁର ଜିଲ୍ଲାରେ ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ବନ୍ଦନୀୟ ବରପୁତ୍ରଙ୍କ ସ୍ମୃତି ଚାରଣ ସହ କବିତା ଓ…
ନବରଙ୍ଗପୁର ତା ୧୨.୪.୨୦୨୬: ଅଶୋକ ସାହୁ,'ଓଡ଼ିଆ ପକ୍ଷ'ର ଦ୍ୱାଦଶ ଦିବସରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ 'ବନ୍ଦନୀୟ ବରପୁତ୍ର' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ଶୁଭାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଜିଲ୍ଲା…
ଓଡ଼ିଶା ପକ୍ଷ-୨୦୨୬ ପାଳନ ଅବସରରେ ବନ୍ଦନୀୟ ବରପୁତ୍ର ଏବଂ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/uPKkma9poxQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା ପକ୍ଷ - ୨୦୨୬ ପାଳନ ଅବସରରେ ଆଜି ( ରବିବାର) ଦ୍ଵାଦଶ ଦିବସରେ ଓଡ଼ିଶା ସରକାରଙ୍କ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ…
ଡାବୁଗାଁ ରେ ବିଶ୍ୱ ହିନ୍ଦୁ ପରିଷଦ ର ଦୁଇ ଦିନିଆ ପରିଚୟ ବର୍ଗ ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୪/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ୱତୀ ବିଦ୍ୟା ମନ୍ଦିର ଠାରେ ବିଶ୍ଵ ହିନ୍ଦୁ ପରିଷଦ ର ୧୧ ଓ ୧୨ ଦୁଇ ଦିନିଆ ପରିଚୟ ଵର୍ଗ ଅନୁଷ୍ଠିତ ହୋଇ ଯାଇଛି। ଏହି ବର୍ଗରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ପ୍ରଖଣ୍ଡରୁ ଓ ଜିଲ୍ଳା କାର୍ଯ୍ୟକର୍ତା…
ଗୋଳନ୍ଥରା ଥାନା ପଞ୍ଚମା ଅଞ୍ଚଳରେ ପାନ ବ୍ୟବସାୟୀ କୁ ନିର୍ମମ ହତ୍ୟା।
ପୋଲିସ ସଠିକ ତଦନ୍ତ କରୁନଥିବା ଗାଁ ବାସିନ୍ଦା ଙ୍କ ଅଭିଯୋଗ । ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ଅନ୍ତର୍ଗତ ପଞ୍ଚମା ଗ୍ରାମ ନିକଟସ୍ଥ ଏକ ତୋଟା ରେ ଜଣେ ବ୍ଯକ୍ତିଙ୍କୁ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ଯା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ପାନ ବ୍ୟବସାୟୀ…