Sign in
Sign in
Recover your password.
A password will be e-mailed to you.
ଡ. ବି. ଆର୍. ଆମ୍ୱେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି
ଶଙ୍ଖ ଭବନରେ ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ
ଭୁବନେଶ୍ୱର, ୧୪/୦୪/୨୦୨୬: ଡ. ବି.ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ ଅବସରରେ ଆଜି ଭୁବନେଶ୍ୱର ଏଜି ଛକରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ…
ଜିଲ୍ଲା ବିଜେଡି ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳିତ
ଝାରସୁଗୁଡ଼ା: ଭାରତ ରତ୍ନ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ଝାରସୁଗୁଡ଼ା ଜିଲ୍ଲାରେ ଜିଲ୍ଲା ବିଜେଡି ପକ୍ଷରୁ ଶ୍ରଦ୍ଧା ଓ ସମ୍ମାନ ସହିତ ପାଳନ କରାଯାଇଛି। ସୁନାରୀ ମୁଣ୍ଡା ସ୍ଥିତ ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ଏକ ଭବ୍ୟ ମାଲ୍ୟାର୍ପଣ…
ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୧୪.୦୪.୨୦୨୬ : ଭାରତର ସଂବିଧାନ ରଚୟିତା, ମହାନ ଚିନ୍ତକ ଓ ସମାଜ ସଂସ୍କାରକ ଭାରତ ରତ୍ନ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଆଜି ତାଙ୍କୁ ଗଭୀର ଶ୍ରଦ୍ଧା ସହ ସ୍ମରଣ କରାଯାଇଥିଲା। ସମାନତା, ନ୍ୟାୟ ଓ ମାନବିକ ଅଧିକାର ପାଇଁ ତାଙ୍କ ଅବଦାନ ଅସାଧାରଣ ଏବଂ ତାଙ୍କ…
ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃ ଜିଲ୍ଲା କବାଡି, ଭଲିବଲ, ଖୋଖୋ ପ୍ରତିଯୋଗିତା -୨୬ ଉଦଯାପିତ
ଜଗତସିଂହପୁର,ତା-୧୩/୦୪/୨୦୨୬/ସୁମନ୍ତ କୁମାର ଦାସ: ଜଗତସିଂହପୁର ପରିସରସ୍ଥ ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ଠାରେ ସିଏମ ଟ୍ରଫି ଆନ୍ତଃ କ୍ଲବ ଓ ଆନ୍ତଃଜିଲ୍ଲା କବାଡି, ଭଲିବଲ, ଖୋଖୋ ପ୍ରତିଯୋଗିତା -୨୬ ଯୁବ ଓ କ୍ରୀଡା ବିଭାଗ, ଓଡିଶା ସରକାର ଓ ଜିଲ୍ଲା କ୍ରୀଡା ସଂସଦ ଜଗତସିଂହପୁର ମିଳିତ ସହଯୋଗରେ…
ଚୋରା ଚାଲାଣ ବେଳେ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ
ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ କୋମଣ୍ଡ ରାଜସ୍ବ ଅଞ୍ଚଳରୁ ବେଆଇନ ଭାବେ ମାଙ୍କଡ଼ା ପଥର ଚୋରା ଚାଲାଣ କରାଯାଉଥିବା ବେଳେ ଓଡ଼ଗାଁ ପୋଲିସ ଏକ ଟ୍ରାକ୍ଟରକୁ ଜବତ କରିଛି। ଜବତ ହୋଇଥିବା ଟ୍ରାକ୍ଟରଟିର ନମ୍ବର ଓଡି-୨୫-ଏମ-୪୧୮୪ ବୋଲି ସୂଚନା ମିଳିଛି।ପୋଲିସ…
କୋମଣ୍ଡରେ ୧୦୮ ହଳ ଅଗ୍ନିଦଣ୍ଡ ଉଠିଲେ
ଓଡ଼ଗାଁ ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ପଞ୍ଚାୟତ କୋମଣ୍ଡ ଠାରେ ବିଜେ ଶ୍ରୀ ଗୁପ୍ତେଶ୍ୱର ମହାଦେବଙ୍କ ଅନୁସରଣରେ ସତର ଦିନ ବ୍ୟାପି ଚାଲିଥିବା ଦଣ୍ଡ ଯାତ୍ରାର ଆଜି ଅନ୍ତିମ ଦିନରେ ପାଟ ଦଣ୍ଡୁଆ କୁଳମଣି ଦଳେଇଙ୍କ ନେତୃତ୍ବରେ ଗ୍ରାମ ପୁଷ୍କରିଣୀର ଜଳ…
ଓଡ଼ଗାଁ ବ୍ଲକରେ ଓଡ଼ିଆ ପକ୍ଷ – ୨୦୨୬ ପାଳିତ
ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପାରମ୍ପରିକ ଖାଦ୍ୟର ପସରା ବୁଲି ଦେଖିଥିଲେ ଅଧିକାରୀ,
ଓଡ଼ଗାଁ ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପରିସରରେ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସୋମବାର ବ୍ଳକ ସ୍ତରୀୟ ଓଡ଼ିଆ ପକ୍ଷ - ୨୦୨୬ ପାଳିତ ହୋଇଯାଇଛି।…
ଓଡ଼ଗାଁ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ–୨୦୨୬: ମଶାବାବାରୀକୁ ହରାଇ ଦେଓଗାଁ ସେମିରେ
ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସ୍ଥିତ ମିନି ଷ୍ଟାଡିୟମରେ ରଘୁନାଥ ଆଥଲେଟିକ୍ ଆସୋସିଏସନ (ଆରଏଏ) ପକ୍ଷରୁ ଆୟୋଜିତ ପ୍ରଥମ ଅଣ୍ଡର–୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିନ ସୋମବାର ମଶାବାରୀ ଦଳ ସହିତ ଦେଓଗାଁ ଦଳ ମଧ୍ୟରେ ଲିଗ୍ ମ୍ୟାଚ୍ ଅନୁଷ୍ଠିତ…
କୁରାଳରେ ଚଢ଼ାଉ, ଦୁଇଟି ପରିବାରରୁ ୪୩ ଘରୋଇ ଓ ୨ ବ୍ୟବସାୟିକ ସିଲିଣ୍ଡର ଜବତ
ଓଡ଼ଗାଁ, ୧୩।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରାଳ ଫାଣ୍ଡି କୁରାଳ ପାଇକେରା ସାହି ଏବଂ କୁରାଳ ବେଙ୍ଗେଇ ସାହିରେ ବ୍ଳକ ପ୍ରଶାସନ ତରଫରୁ ଚଢାଉ କରାଯାଇ ୪୩ ଘରୋଇ ଏବଂ ୨ ବ୍ୟବସାୟିକ ସିଲିଣ୍ଡର ଜବତ ହୋଇଛି । ବିଶେଷ ସୂତ୍ରରୁ ଖବର ପାଇ ଓଡ଼ଗାଁ ବ୍ଲକ ବିଡିଓ…
ଓଡ଼ିଶା ପକ୍ଷ ପାଳନ ଅବସରରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ପକ୍ଷ ପାଳନ ତ୍ରୟୋଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପାରଳାଖେମୁଣ୍ଡି ଦ୍ଵାରା ଆୟୋଜିତ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଆମ ରୁଚି ଆମ ଖାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି…