ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଲଜିଷ୍ଟିକ୍ସ ସମ୍ମିଳନୀ ଆୟୋଜିତ

ଲଜିଷ୍ଟିକରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ • ୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ • ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ ହେବ

ଓଡ଼ିଶା ପାଇଁ ଏକ ଉତ୍ସବ ଭେଟି | ଭୁବନେଶ୍ୱର: ଓଡ଼ିଶା ପାଇଁ ଏହି ପାର୍ବଣ ଅବସରରେ ପୁରୀ - ରାଉରକେଲା - ପୁରୀ ମଧ୍ୟରେ ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରାଯିବ। ପ୍ରଧାନମନ୍ତ୍ରୀ ପୁରୀ - ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସକୁ ଆସନ୍ତା 24 ସେପ୍ଟେମ୍ବର, 2023 ରେ…

ଜିଲ୍ଲା ସ୍ତରୀୟ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ୯ତମ ପ୍ରତିଷ୍ଠା ଦିବସ ପାଳିତ ।

ହିଞ୍ଜିଳିକାଟୁ ;  ରଜତ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଶାସନ ଆମ୍ବଗାଁ ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଓଏଭିଏସର ୦୯ ତମ ପ୍ରତିଷ୍ଠା ଦିବସ ସ୍ପାର୍କ ୨୦୨୩/୨୪ ବିଦ୍ୟାଳୟ ପରିସର ମଧ୍ୟରେ ଶନିବାର ମହା ଆଡମ୍ବରରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ…

ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ବାଲୁଗାଁ ପୋଲିସ

ବାଲୁଗାଁ/ଖୋର୍ଦ୍ଧା:-(ସେକ୍ କୌସର) ବାଲୁଗାଁ ଥାନା ଅନ୍ତର୍ଗତ ଧୂଆଁଳ ଗ୍ରାମର ଜଣେ ମହିଳାଙ୍କୁ ଅସଦାଚରଣ ଓ ହତ୍ୟା ଧମକ ଅଭିଯୋଗରେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଣକ ବାଲୁଗାଁ ମୁସଲିମ ସାହିର ନାଜିର ଖାନଙ୍କ ପୁତ୍ର ପାପା ଓରଫ ସାଜିଦ ଖାନ,ପୋଲିସ ସୂଚନା ମୁତାବକ ଧୂଆଁଳ…

ଇଭିଏମ୍ ତନଖି କାର୍ଯ୍ୟ ନିମନ୍ତେ ଦିନିକିଆ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧ୍ୟାକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଭୁବନେଶ୍ୱରସ୍ଥିତ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀଠାରେ ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଏବଂ ଡେପୁଟି କଲେକ୍ଟରମାନଙ୍କୁ ଇଭିଏମୂର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ସଂପର୍କରେ ଏକ ଦିନିକିଆ କର୍ମଶାଳା…

ଓ.ଏମ.ଏମ ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ପରିଦର୍ଶନ କରନ୍ତୁ

ଭୁବନେଶ୍ୱର - ଓଡ଼ିଶା ମିଲେଟ୍ସ ମିଶନ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଓଡ଼ିଶା ମିଳିତ ସହଭାଗୀତାରେ ଭୁବନେଶ୍ୱର ଏବଂ ଏହାର ଅଧିବାସୀଙ୍କୁ ଏକ ସ୍ୱତନ୍ତ୍ର ମିଲେଟ୍ସ ଫୁଡ ଫେଷ୍ଟିଭାଲରେ ପରିଦର୍ଶନକାରୀମାନଙ୍କୁ ମିଲେଟ୍ସ ପ୍ରସ୍ତୁତ ବିଭିନ୍ନ ପୈାଷ୍ଟିକ ଖାଦ୍ୟ ସହ ପରିଚିତି କରାଇବା ପାଇଁ…

ସୋଆ କ୍ୟାମ୍ପସ୍‌ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରୀ ଲାଇଫ୍‌” ଆୟୋଜିତ

ଭୁବନେଶ୍ୱର, ସେପ୍ଟେମ୍ବର ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ୍ ୪ ଓ କ୍ୟାମ୍ପସ ୫ ରେ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ “ମେରି ଲାଇଫ୍‌” ଆୟୋଜିତ ହୋଇଯାଇଛି । ଅଲ୍ ଇଣ୍ଡିଆ କାଉନ୍‌ସିଲ୍ ଅଫ୍ ଟେକ୍ନିକାଲ୍‌ ଏଜୁକେସନ୍ (ଏଆଇସିଟିଇ)ର ନିର୍ଦ୍ଦେଶ କ୍ରମେ ଓ…

ଆଇସିଏଆଇ ପକ୍ଷରୁ ସୋଆ ପ୍ରତିଷ୍ଠାତା ସଭାପତିଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ସେପ୍ଟେମ୍ବର ୨୩ : ଦ ଇନ୍‌୍‌ଷ୍ଟିୁଚ୍ୟୁଟ୍ ଅଫ୍ ଚାର୍ଟାଡ ଆକାଉନ୍‌ଟାଂଟସ୍ ଅଫ୍ ଇଣ୍ଡିଆ (ଆଇସିଏଆଇ)ର ଇଷ୍ଟର୍ନ ଇଣ୍ଡିଆ ରିଜିଓନାଲ୍ କାଉନ୍‌ସିଲ୍ (ଇଆଇଆର୍‌ସି) ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଶନିବାର…

ସମ୍ ହସ୍ପିଟାଲ୍‌ରେ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର

ଭୁବନେଶ୍ୱର, ସେପ୍ଟେମ୍ବର ୨୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ସ୍ୱୟଂଚାଳିତ ରୋବୋଟ ମାଧ୍ୟମରେ ସଂପୂର୍ଣ୍ଣ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ଏହି ରୋବୋଟ ଦ୍ୱାରା ନିର୍ଭୁଲ ଭାବେ…

ରେଳ ଟ୍ରାକରୁ ମୃତ ଦେହ ଉଦ୍ଧାର କଲା ବାଲୁଗାଁ ଆରପିଏଫ

ବାଲୁଗାଁ/ଖୋର୍ଦ୍ଧା:- (ସେକ୍ କୌସର) ଶନିବାର ପୂର୍ବାହ୍ନରେ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ଉତ୍ତରକ୍ୟାବିନ ନିକଟ ଟ୍ରାକ କଡ଼ରେ ଏକ ମୃତ ଦେହକୁ ବାଲୁଗାଁ ଆରପିଏଫ ଉଦ୍ଧାର କରିଛି।ସୂଚନା ମୁତାବକ ଆଜି ସକାଳେ ସ୍ଥାନୀୟ ଲୋକ ଉକ୍ତ ଷ୍ଟେସନ ଟ୍ରାକ କଡ଼ରେ ଏକ ମୃତ…