ଫେରାର୍ ନିଶା ବେପାରୀ କୁ ଗିରଫ କଲା ପଦ୍ମପୁର ପୋଲିସ l

0 2

ପଦ୍ମପୁର :- ନିଶା ବେପାର ରେ ସଂଶ୍ଲିଷ୍ଟ ଫେରାର୍ ମାରିଥିବା ଜଣେ ଅଭିଯୁକ୍ତ ବନ ଖୁଣ୍ଟଲା କୁ ଗିରଫ କରିଛି ପଦ୍ମପୁର ପୋଲିସ l ସୂଚନାରୁ ପ୍ରକାଶ ଯେ, ଗତ ସେପ୍ଟେମ୍ବର ମାସରେ ଏମ୍.ଡି ଅସ୍ଲମ୍ କୁ କପ୍ ସିରଫ ବିକ୍ରି ଅଭିଯୋଗରେ ଗିରଫ କରି ୩୮ ଟି କପ୍ ସିରଫ ଜବତ କରି ଥିଲା l ସେହି ସମୟରେ ଅଭିଯୁକ୍ତ ତାହା ବନ ଖୁଣ୍ଟଲା ଠାରୁ କିଣିଥବା ପ୍ରକାଶ କରିଥିଲା l ସେହି ଦିନ ଠାରୁ ଅଭିଯୁକ୍ତ ଫେରାର ଥିଲା l ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତ କୁ ଠାବ କରି ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପଦ୍ମପୁର ଥାନା ଅଧିକାରୀ ମମତା ନାୟକ ସୂଚନା ଦେଇଛନ୍ତି l

Leave A Reply

Your email address will not be published.