Sign in
Sign in
Recover your password.
A password will be e-mailed to you.
ଗିରଫ ଭୟରେ ପୁରୁଷ ଶୂନ୍ୟ
ରାୟଗଡା ରୁ ବୈକୁଣ୍ଠ ଦୁରିଆ : ଗିରଫ ଭୟରେ ପୁରୁଷ ଶୂନ୍ୟ ହେଲା ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ଗାଁ । ପୋଲିସ ଗାଡ଼ି ଜାଳି ଦେଇଥିବା ଅଭିଯୋଗରେ ୬ଜଣଙ୍କୁ ଉଠାଇ ନେଇଛି ପୋଲିସ । ଗିରଫ ଭୟରେ ଗାଁରୁ ସବୁ ପୁରୁଷ ଚାଲିଯାଇଛନ୍ତି । ଗାଁଲୋକ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖି…
ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ: ସଇତାନ ପାଲଟିଲେ ବିଦ୍ୟାଳୟ ସୁରକ୍ଷାକର୍ମୀ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -କାଶୀପୁର ଡଙ୍ଗାସିଲ ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଛି । ବିଦ୍ୟାଳୟରେ ନିୟୋଜିତ ସୁରକ୍ଷା କର୍ମୀ ସଇତାନ ପାଲଟି ଉକ୍ତ ବିଦ୍ୟାଳୟରେ ଅଧ୍ୟନରତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣା ପରେ ଛାତ୍ରୀଙ୍କୁ…
ଜଳବାୟୁ ସହନଶୀଳ କୃଷି ପ୍ରକଳ୍ପର ସମୀକ୍ଷା
ପ୍ରକଳ୍ପ ଉଦ୍ଦେଶ୍ୟକୁ ସାକାର କରିବାକୁ ସମସ୍ତ ପ୍ରମୁଖ ବିଭାଗ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଉନ୍ନୟନ କମିଶନରଙ୍କ ପରାମର୍ଶ
ପ୍ରଭାବଶାଳୀ ତଦାରଖ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର : ଉନ୍ନୟନ କମିଶନର-ତଥା-ଜଳସମ୍ପଦ ବିଭାଗ ଅତିରିକ୍ତ…
ବେଲଗୁଣ୍ଠାରେ ସ୍ଵଚ୍ଛ ସର୍ବେକ୍ଷଣ ଓ ସ୍ଵଚ୍ଛ ଚର୍ଚ୍ଚା ଦିବସ ପାଳିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ସ୍ଵଚ୍ଛ ଚର୍ଚ୍ଚା ଦିବସ ଏବଂ ବଡ଼ାଖାନା କାର୍ଯ୍ୟକ୍ରମ କିରାପଲି ସ୍ଥିତ ମଳ ଉପଚାର କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ…
ଲୋକ କଳାକାରଙ୍କ ସାମର୍ଥ୍ୟ ପରୀକ୍ଷା ଶିବିର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ କଳା ସଂସ୍କୃତି ସଂଘ ଆନୁକୂଲ୍ଯରେ ଆଜି ବେଲଗୁଣ୍ଠା ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଗାମୀ ଆଇଇସି କାର୍ଯ୍ୟକ୍ରମ ପାଇଁ ବ୍ଲକ୍ ର ଲୋକ କଳାକାର ମାନଙ୍କୁ ଏକ ସାମର୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ…
ବ୍ରାହ୍ମଣୀ ପର୍ବତରେ ଇନ୍ଦ୍ର ପୂଜା ସମ୍ପନ୍ନ
ଜମନକିରା ୨୨/୦୯/୨୦୨୩ : ଜମନକିରା ବ୍ଲକ ଭୋଜପୁର ପଞ୍ଚାୟତ ସାଉତିମାଲ୍ ଗ୍ରାମର ବ୍ରାହ୍ମଣୀ ପର୍ବତ ଚୋଟିରେ ଆଜି ପୂଜା ବିଧି ସହକାରେ ଇନ୍ଦ୍ର ପୂଜା ସମ୍ପନ୍ନ ହୋଇଯାଇଛି । ଏହି ପୂଜା ଯଜ୍ଞ କାର୍ଯ୍ୟକ୍ରମରେ ପୂଜକ ଭାବରେ ଭକ୍ତବନ୍ଧୁ ନାଥ ପୂଜା ଅର୍ଚ୍ଚନା କରିଥିବା ବେଳେ କର୍ତ୍ତା ଭାବରେ…
ଏବିସିଡି ନୂଆଁଖାଇ ଭେଟଘାଟ ରୌପ୍ୟ ଜୟନ୍ତୀ ଉଦଯାପିତ l
https://youtu.be/E9r47UPXbr0
ପଦ୍ମପୁର/ଶିବାଶିଷ ପଟ୍ଟନାୟକ : ଗୁରୁବାର ଦିନ ସନ୍ଧ୍ୟା ୫ ଘଣ୍ଟା ସମୟରେ ସ୍ଥାନୀୟ ଆରବି ହାଇସ୍କୁଲ ପ୍ରାଙ୍ଗଣ ରେ ଥିବା ଗଙ୍ଗାଧର ମଣ୍ଡପ ଠାରେ ପଦ୍ମପୁର ସ୍ଵେଚ୍ଛାସେବୀ ଅନୁଷ୍ଠାନ ଏବିସିଡି ଦ୍ୱାରା ଆୟୋଜିତ ବୋଡ଼ାସମ୍ବର ନୂଆଁଖାଇ ଭେଟଘାଟ ରୌପ୍ୟଜୟନ୍ତୀ ର…
ପୁଣି କଳଙ୍କ, ନାବାଳିକା କୁ ଦୁଷ୍କର୍ମ କଲା ବିଦ୍ୟାଳୟ ପିଅନ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଡଙ୍ଗାସିଲ ବାଳିକା ସେବାଶ୍ରମ ରେ ସମାଜକୁ ଲଜ୍ଜିତ କଲା ଭଲି ଏକ ଘଟଣା ଘଟିଛି ଯାହାକି ସମାଜକୁ ସର୍ମସାର କରିଦେଇଛି । ସୂଚନା ମୁତାବକ ସେହି ବାଳିକା ସେବାଶ୍ରମ ରେ ୩ୟ ଶ୍ରେଣୀର ପାଠ ପଢୁଥିବା ଗୋଟେ କୋମଳ ମତି ନାବାଳିକାକୁ…
ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ନିମିତ୍ତ ପ୍ରସ୍ତୁତି ବୈଠକ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆସନ୍ତା ସେପ୍ଟେମ୍ବର ଚବିଶି ତାରିଖ ରବିବାର ଦିନ ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟ ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହେବ I ଏନେଇ ଆଜି ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…