ନାବାଳିକାକୁ ଅସଦାଚରଣ ଅଭିଯୋଗ ରେ ପୁର୍ବତନ ଅଧ୍ୟାପକ କୋର୍ଟ ଚାଲାଣ।

ଆସ୍କା ବସଷ୍ଟାଣ୍ଡରୁ କୋଦଳା ଅଭିମୁଖେ ଯାଉଥିବା ଏକ ମିନି ବସ୍ ରେ ଜନୈକା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରମୋଦ କୁମାର ରଥ ଗିରଫ ହୋଇ ଜେଲ୍ ଯାଇଛନ୍ତି। ପ୍ରକାଶ ଥାଉକି ଅଧ୍ୟାପକ ଜଣକ କୋଦଳା ଶୁଣ୍ଢି ସାହିର ଓ ସେ ଉକ୍ତ ବସ୍ ରେ ଗାଁ କୁ ଯିବା ବେଳେ ପାଖ ସିଟ୍…

ସମସ୍ତ ପୌରସଂସ୍ଥାରେ ‘ଓସୱାସ’ କାର୍ଯ୍ୟକ୍ଷମ—ଡିଜିଟାଲ ପ୍ରଶାସନରେ ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର, ୧୫ ଏପ୍ରିଲ, ୨୦୨୬: ଡିଜିଟାଲ ରୂପାନ୍ତରଣ ମାଧ୍ୟମରେ ସହରାଞ୍ଚଳ ପ୍ରଶାସନକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏକ ଐତିହାସିକ ସଫଳତା ଅର୍ଜନ କରିଛି। ରାଜ୍ୟର ସମସ୍ତ ୧୧୫ଟି ପୌରସଂସ୍ଥାରେ ‘ଓଡ଼ିଶା ସେକ୍ରେଟେରିଏଟ୍ ୱାର୍କଫ୍ଲୋ…

ସିବିଏସ୍‍ଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ…

ଭୁବନେଶ୍ୱର, ୧୫ ।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏଥିରେ ଦଶମ ଶ୍ରେଣୀରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ସ୍କୁଲ୍‍ର ଛାତ୍ର…

ଚିଲିକା ପୁସ୍ତକ ମେଳା।: ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଚିଲିକା ପୁସ୍ତକ ମେଳା। ଏହି ମେଳା ଆସନ୍ତା ଏପ୍ରିଲ 24 ତାରିଖରୁ ଆରମ୍ଭ ହୋଇ 28 ତାରିଖ ପର୍ଯ୍ୟନ୍ତ ଚାଲିବ। ଚିଲିକା କୂଳରେ ଥିବା ବାଲୁଗାଁ କଲେଜ ପଡିଆରେ ଏହି ପୁସ୍ତକ ମେଳା ଅନୁଷ୍ଠିତ ହେବ। ଏହାର…

ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

ଜଗତସିଂହପୁର :ତା ୧୪.୦୪.୨୬/ସୁମନ୍ତ କୁମାର ଦାସ:  ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଭାରତରତ୍ନ ଡ଼ଃ ବି. ଆର୍‌. ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ…

ସୋଫିଆଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହେବା ନିଶ୍ଚିତ: କଂଗ୍ରେସ

 କଂଗ୍ରେସରୁ ନିଲମ୍ବିତ ବିଧାୟିକା ସୋଫିଆଙ୍କ ଅନ୍ୟ ଦଳର ବୈଠକରେ ଯୋଗଦାନ ବାରବାଟୀ-କଟକର ବିଧାୟିକା ସୋଫିଆ ଫିରଦୋସଙ୍କ ବିଧାନସଭା ସଦସ୍ୟତା ରଦ୍ଦ ପାଇଁ ଆଉ କୌଣସି ପ୍ରତିବନ୍ଧକ ନାହିଁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହି ମର୍ମରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି…

ପୁର୍ବ ଶତ୍ରୁତାକୁ ନେଇ ଯୁବକ କୁ ନିର୍ମମ ହତ୍ୟା।

ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଭେଟନଇ ଗ୍ରାମ ମୁଖ୍ୟ ରାସ୍ତାରେ ଶିବ ନାହାକ ନାମକ ଜଣେ ସୁରଥ ଫେରନ୍ତା ଯୁବକ କୁ ଛୁରୀ ଭୁଷି ହତ୍ୟା କରାଯାଇଛି। ମୃତ ଶିବ ଗତ ଦୁଇ ଦିନ ପୂର୍ବରୁ ଦଣ୍ଡ ଯାତ୍ରା ପାଇଁ ଗାଁ କୁ ଆସିଥିଲେ ଓ ଗତକାଲି ଅପରାହ୍ନରେ ଏକ ମଦ ଦୋକାନ ନିକଟରେ ଗାଁ ର ଧନୁ…

ଗଛକୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ମୃତ।

ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ କନ୍ଧପଲୀ ନିକଟରେ ଗଛକୁ ଧକ୍କା ଦେଇ ମୋଟରସାଇକେଲ ଚାଳକ ସିଦ୍ଧାର୍ଥ ନାୟକ ନାମକ ଜଣେ ଯୁବକ ର ମୃତ୍ୟୁ ଘଟିଛି। ଯୁବକ ଜଣକ ବୁଗୁଡ଼ା ଥାନା ଅର୍ନ୍ତଗତ ତାକରଡା ଗ୍ରାମର ଓ ସେ ନିଜ ଭିଣୋଇ ଙ୍କ ବାବନପୁର ଗ୍ରାମରୁ ନିଜ ଗାଁ କୁ ଫେରୁଥିବା ବେଳେ ରାସ୍ତାରେ…

୧୭ ବର୍ଷରୁ କମ୍ ଜାତୀୟ ସ୍ତର କ୍ରିକେଟରେ ଗଜପତିରୁ ୪ ଜଣ ଛାତ୍ର ସ୍ଥାନ ପାଇଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଗଜପତି ୧୭ ବର୍ଷରୁ କମ୍ ଦଳ ରାଜ୍ଯ ବିଦ୍ୟାଳୟ ସ୍ତରୀୟ କ୍ରିକେଟରେ ଚମ୍ପିୟାନ ହୋଇଥିଲେ।ବର୍ତ୍ତମାନ ଜାତୀୟ ସ୍ତରରେ ଗଜପତିର ୪ ଜଣ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ କୋଟଲା ମାଧବ , ସନ୍ତୋଷ କୁମାର ଲେଂକାପାସ୍ପୁରେଡି କାର୍ତ୍ତିକ…

ପଡ଼ା ଗ୍ରାମର ‘ବଡ଼ ବନ୍ଧ’ ପୁନଃଉଦ୍ଧାର ଆରମ୍ଭ; ମହାଲକ୍ଷ୍ମୀ ପୂଜା କମିଟୀର ଅଭିନବ ପଦକ୍ଷେପକୁ ପ୍ରଶଂସା

ବିଜେପୁର:ଗ୍ରାମାଞ୍ଚଳରେ ଜଳ ସମ୍ପଦ ସୁରକ୍ଷା ଓ ପରିବେଶ ସନ୍ତୁଳନ ରକ୍ଷାରେ ପଡ଼ା ଗ୍ରାମ ଏକ ଉଦାହରଣ ସୃଷ୍ଟି କରିଛି। ଗ୍ରାମର ପ୍ରାଚୀନ ‘ବଡ଼ ବନ୍ଧ’ର ପୁନଃଉଦ୍ଧାର ପାଇଁ ସ୍ଥାନୀୟ ମହାଲକ୍ଷ୍ମୀ ପୂଜା କମିଟୀ ପକ୍ଷରୁ ବୃହତ ସଫେଇ ଓ ସଂସ୍କାର କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ବହୁ ବର୍ଷ ଧରି ପଙ୍କ…