ବହୁଚର୍ଚ୍ଚିତ ଆର୍ଥିକ ଠକେଇ ମାମଲାରେ ଫେରାର ଅଭିଯୁକ୍ତା ଝିଲି ସାହୁ ଗିରଫ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ପୋଲିସ ଏକ ବହୁଚର୍ଚ୍ଚିତ ଆର୍ଥିକ ଠକେଇ ମାମଲାରେ ଫେରାର ଅଭିଯୁକ୍ତା ଝିଲି ସାହୁ (୪୩), ସ୍ୱାମୀ- ଉଦୟନାଥ ସାହୁ , ଡୋଲା ଟାଙ୍କି ରୋଡ଼ , ପାରଳାଖେମୁଣ୍ଡିଙ୍କୁ ଗିରଫ କରି ନ୍ୟାୟାଳୟକୁ ଚାଲାଣ କରିଛି। ପାରଳାଖେମୁଣ୍ଡି ଥାନା…

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳନ: “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ”

ନବରଙ୍ଗପୁର ତା ୨୧.୬.୨୦୨୬: ଆଜି ସ୍ଥାନୀୟ ପୋଲିସ ପଡ଼ିଆ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ଲୋକସଭା ବଳଭଦ୍ର ମାଝୀ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ…

ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡ଼ା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ ଦିବସରେ ଜିଲ୍ଲାପାଳ…

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ “ବିଶ୍ଵ ଯୋଗ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୩୦୦ ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ତଥା ଆଚାର୍ଯ୍ୟ , ଆଚାର୍ଯ୍ୟା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।…

ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଚାଲିଛି ସ୍ୱତନ୍ତ୍ର ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ପାରଳାଖେମୁଣ୍ଡି ସହର ଓ ଗ୍ରାମାଞ୍ଚଳରେ ବେଆଇନ ମଦ ବ୍ୟବସାୟ ବିରୋଧରେ ପାରଳାଖେମୁଣ୍ଡି ପୋଲିସ ପକ୍ଷରୁ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। ଗୁଇନ୍ଦା ସୂଚନା ଆଧାରରେ ଗଠିତ ଏକ…

ଭଞ୍ଜନଗର ଉପଖଣ୍ଡ ସ୍ଥରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ରେ ଉପଖଣ୍ଡ ସ୍ଥରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ଜୁନ୍ ମାସ ୨୧ ତାରିଖ ରବିବାର ଦିନ ଭଞ୍ଜନଗର ସ୍ଥିତ ବେଲେଶ୍ୱର ଶୈବପିଠ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ…

ଗ୍ରିଡ୍‌କୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, ୨୧ ଜୁନ୍ ୨୦୨୬: ଗ୍ରିଡ୍‌କୋ ମୁଖ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ…

କିଟ୍ ଓ କିସ୍‌ରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ

ଭୁବନେଶ୍ୱର, ୨୧ ।୬: ଭାରତ ସମେତ ବିଶ୍ୱର ବିଭିନ୍ନ ସ୍ଥାନରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ କିଟ୍ ଓ କିସ୍‌ରେ ମଧ୍ୟ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷର ବିଷୟବସ୍ତୁ ଥିଲା ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ । ଏହି ଅବସରରେ ପ୍ରାତଃ…

ଉତ୍ସବ ମୂଡ଼ରେ ଓଡିଶା ସରକାର, ଏଣେ ବର୍ବରତାର ସୀମାପାର : ବିଜେଡି

କଲ୍ୟାଣପୁରରେ ଭିଡହିଂସା ଘଟଣା : ରାଜ୍ୟରେ ପ୍ରଥମ, ଭିଡହିଂସାରେ ବିବସ୍ତ୍ର ହେଲେ ମହିଳା ନାରୀ ସୁରକ୍ଷା ପାଇଁ କ'ଣ ପଦକ୍ଷେପ ଗ୍ରହଣ କରିଛନ୍ତି ଶ୍ୱେତପତ୍ର ପ୍ରକାଶ କରନ୍ତୁ ସରକାର ଦିନେ ଶାନ୍ତି ପାଇଁ ଓଡିଶା ପାଉଥିଲା ଯଶ, ଏବେ ଭିଡହିଂସା ପାଇଁ ମୁଣ୍ଡାଇଛି ଅପଯଶ…

ଓଡ଼ଗାଁ ମିନି ଷ୍ଟାଡିୟମରେ ଦୁର୍ବଳ ଆଲୋକ ବ୍ୟବସ୍ଥା,ଅସୁରକ୍ଷିତ ମଣୁଛନ୍ତି ଦୈନିକ ଆସୁଥିବା ଜନସାଧାରଣ,

ଓଡ଼ଗାଁ, ୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ପ୍ରମୁଖ ସ୍ଥଳରେ ଅବସ୍ଥିତ ମିନି ଷ୍ଟାଡିୟମ ବର୍ତ୍ତମାନ ସକାଳ ଓ ସନ୍ଧ୍ୟା ସମୟରେ ଶତାଧିକ ଲୋକଙ୍କ ସମାଗମସ୍ଥଳୀରେ ପରିଣତ ହୋଇଛି। ବୟୋବୃଦ୍ଧ, ଯୁବକ-ଯୁବତୀ ଓ ବାଳକ-ବାଳିକାମାନେ ଏଠାରେ ନିୟମିତ ଭାବେ ଖେଳକୁଦ, ବ୍ୟାୟାମ,…