ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା “ରାଇରଙ୍ଗପୁର ପୋଲିସ ଜିଲ୍ଲା”ର ଶୁଭ ଉଦଘାଟିତ

ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ,ଶାସକ ପ୍ରଶାସକ : ଓଡ଼ିଶାର ପୋଲିସ ବ୍ୟବସ୍ଥାକୁ ଅଧିକ ସୁଦୃଢ଼, ଜନମୁଖୀ ଓ କାର୍ଯ୍ୟକ୍ଷମ କରିବା ଦିଗରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହୋଇଛି। ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆନୁଷ୍ଠାନିକ ଭାବେ“ରାଇରଙ୍ଗପୁର ପୋଲିସ ଜିଲ୍ଲା”ର…

କିମସରେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ସଫଳ ହୃଦ୍‍ ଅସ୍ତ୍ରୋପଚାର

  ଭୁବନେଶ୍ୱର,୧୯ । ୬: କିମସରେ ଜଣେ ୯୦ ବର୍ଷ ବୟସ୍କ ବ୍ୟକ୍ତିଙ୍କଠାରେ ଜୀବନ ରକ୍ଷାକାରୀ ଆର୍ଟିକ୍ ଭଲଭ୍ ରିପ୍ଲେସମେଣ୍ଟ (ଏଭିଆର୍‍) ସଫଳତାର ସହ କରାଯାଇଛି। ବୃଦ୍ଧାବସ୍ଥା ଏବଂ ହୃଦଘାତରେ ଅତ୍ୟଧିକ ଦୁର୍ବଳତା ହେତୁ ରୋଗୀ ହୃଦ ଅସ୍ତ୍ରୋପଚାର ପାଇଁ ଅତ୍ୟଧିକ ବିପଦପୂର୍ଣ୍ଣ ଥିଲେ ମଧ୍ୟ…

ବିକାଶର ଧାରା ଓଡ଼ିଶା ସାରା :୨ ବର୍ଷର ଜନ ସମ୍ପର୍କ କାର୍ଯ୍ୟକ୍ରମ ୨୦୨୬,

ଜାତି ଓ ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ଓଡ଼ଗାଁ, ୧୯।୬(ଶ୍ରୀକାନ୍ତ କୁମାର ମିଶ୍ର): ରାଜ୍ୟ ସରକାରଙ୍କ “ବିକାଶର ଧାରା ଓଡ଼ିଶା ସାରା” ଶୀର୍ଷକ ଦୁଇ ବର୍ଷର ଜନସମ୍ପର୍କ କାର୍ଯ୍ୟକ୍ରମ–୨୦୨୬ ଅବସରରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଜାତି ଓ ଜନଜାତି…

SIR ଅଭିଯାନରେ ସଫଳ ୭ ବିଏଲଓଙ୍କୁ ପ୍ରଶଂସାପତ୍ର ।

ବଲାଙ୍ଗିର(୧୯/୦୬): ବଲାଙ୍ଗିର ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ଅଭିଯାନରେ ଉଲ୍ଲେଖନୀୟ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଥିବା ୭ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ (ବିଏଲଓ)ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଛି। ଏସ୍‌ଆଇଆର୍‌ ପ୍ରକ୍ରିୟାରେ…

କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ

ବଲାଙ୍ଗିର, ୧୯/୦୬: କୋଶଲ କଳା ମଣ୍ଡଳର ମୁଖପତ୍ର ‘ଚତୁରଙ୍ଗ’ର ନବପ୍ରକାଶର ପଞ୍ଚମ ବର୍ଷର ପ୍ରଥମ ସଂଖ୍ୟା ତଥା ୧୫ତମ ସଂଖ୍ୟାର ପାଠକାର୍ପଣ ଉତ୍ସବ ଏବଂ ବିଶିଷ୍ଟ ସାରସ୍ୱତ ପୁରୁଷ ଜଗନ୍ନାଥ ପ୍ରସାଦ ଦାସ (ଜେପି)ଙ୍କ ସ୍ମୃତିଚାରଣ ସଭା ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।…

ଯୁବକଙ୍କ ଆତ୍ମହତ୍ୟା

ବେଲଗୁଣ୍ଠା,୧୯/୦୬-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡ଼ା ଗ୍ରାମରେ ଜଣେ ଯୁବକ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବକ ଜଣକ ହେଲା ତନରଡ଼ା ମାଲ ସାହିର ସନ୍ତୋଷ ସ୍ୱାଇଁଙ୍କ ପୁଅ ଦିବାକର ସ୍ୱାଇଁ (୨୮)। ଏନେଇ ମୃତ ଦିବାକରଙ୍କ ଭାଇ ରତ୍ନାକର ସ୍ୱାଇଁଙ୍କ ରିପୋର୍ଟ…

ବଞ୍ଚିବା ପାଇଁ ରାସ୍ତା ଖୋଜୁଛନ୍ତି କିଷାନ ମଣ୍ଡଳ ।

ମିଳୁନି ବର୍ଦ୍ଧିତ ଭତ୍ତା , ଘରେ ଶଯ୍ୟାଶାୟୀ ପତ୍ନୀ । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ଘରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ପତ୍ନୀ ବିପୁଳା ମଣ୍ଡଳ ଶଯ୍ୟାଶାୟୀ ହୋଇଛନ୍ତି। ସେପଟେ ପତି କିଷାନ ମଣ୍ଡଳ ୮୨ ବର୍ଷ ବୟସରେ ବଞ୍ଚିବା ପାଇଁ ସଂଘର୍ଷ କରି ଚାଲିଛନ୍ତି। ଏହି ବୃଦ୍ଧ…

ଏସ୍‌ବିଆଇ ମାଲକାନଗିରି ଶାଖାରେ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍‌ବିଆଇ) ମାଲକାନଗିରି ଶାଖା ପକ୍ଷରୁ ମାଲକାନଗିରି ମହାବିଦ୍ୟାଳୟର +୩ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମର ସମାପନ ଉତ୍ସବ ଶୁକ୍ରବାର ଦିନ ଶାଖାର ବ୍ୟାଙ୍କିଙ୍ଗ ହଲ୍‌ରେ…

ମହେନ୍ଦ୍ରଗିରି ପର୍ବତରେ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲାପ୍ରଶାସନ ପକ୍ଷରୁ ମହେନ୍ଦ୍ରଗିରି ପର୍ବତ ପର୍ଯ୍ୟଟନ ସ୍ଥଳୀରେ ଏକ ସାମୂହିକ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନର ଉଦ୍ଦେଶ୍ୟ ଥିଲା ପର୍ଯ୍ୟଟନ ସ୍ଥଳୀର ସ୍ବଚ୍ଛତା ରକ୍ଷା କରିବା ସହ ପରିବେଶ ସଂରକ୍ଷଣ ସମ୍ପର୍କରେ ସଚେତନତା…

ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ।

କେନ୍ଦ୍ରାପଡ଼ା:୧୯.୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ଶିଶୁ ଶ୍ରମିକ ପ୍ରଥା ନିରାକରଣ,ଶିଶୁ ଅଧିକାର ସୁରକ୍ଷା ଏବଂ ଶିଶୁମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର…