ଜିଲ୍ଲାସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉଦଯାପିତ : ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ପାଳିତ

https://youtu.be/Noh_v9fBLFs    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ପକ୍ଷ ପାଳନର ଉଦଯାପନୀ ତଥା ଚତୁର୍ଦ୍ଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୌର ପରିଷଦ ଦ୍ଵାରା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ…

କ୍ଳଚ ତାରରେ ତଣ୍ଟି ଚିପି ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ମୁଖ୍ୟ ଅଭିଯୁକ୍ତ

ଭୋଗିବେ ଆଜୀବନ କାରାଦଣ୍ଡ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିବାହର ମାତ୍ର ବର୍ଷେ ପରେ ଅଧିକ ଯୌତୁକ ଦାବି କରି ଥରକୁ ଥର ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଶେଷରେ କ୍ଳଚ ତାରରେ ତଣ୍ଟି ଚିପି ନିଜ ଧର୍ମପତ୍ନୀଙ୍କୁ ହତ୍ୟା କରିବା ଭଳି ସମ୍ବେଦନଶୀଳ ମାମଲାର ଶୁଣାଣି କରି ଆଜି…

“ଆକାଂକ୍ଷା” ତରଫରୁ ବିଷୁବ ମିଳନ- ୨୦୨୬ ପାଳିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ " ଆକାଂକ୍ଷା" ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷୀଣୀ ସମାଜ ସଭାଗୃହରେ ବିଷୁବ ମିଳନ ୨୦୨୬ ମହା ଆଡମ୍ବର ସହ ପାଳିତ ହୋଇଯାଇଛି। ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶାଲତା…

କମ୍ପ୍ୟୁଟେସ୍‌ନାଲ ଇନ୍‌ଟେଲିଜେନ୍ସ ଟେକ୍ନିକ୍ସକୁ ନେଇ ସୋଆ ପକ୍ଷରୁ ପ୍ରଥମ ଆଇଇଇଇ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ

ଭୁବନେଶ୍ୱର, ଏପ୍ରିଲ୍ ୧୫: ଆର୍ଟିଫିସିଆଲ୍ ଇନ୍‌ଟେଲିଜେନ୍ସ, ବିଗ୍ ଡାଟା ଆନାଲିଟିକ୍ସ, ଡିପ୍ ଲର୍ଣ୍ଣିଙ୍ଗ, କ୍ଲାଉଡ୍ ଆଣ୍ଡ ଫଗ୍ କମ୍ପ୍ୟୁଟିଙ୍ଗ୍‌, ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ ଓ ଇଭେଲ୍ୟୁସନାରୀ କମ୍ପ୍ୟୁଟିଙ୍ଗ ଭଳି ବିବିଧ ବିଷୟକୁ ନେଇ ଗତ ଏପ୍ରିଲ୍ ୧୦ ଏବଂ ୧୧ ଦୁଇ ଦିନ ଧରି ଶିକ୍ଷା ଓ…

ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

କେନ୍ଦୁଝର,ତା୧୬/୪- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ନାରଦପୁର ଗ୍ରାମପଞ୍ଚାୟତର ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ମହାଆଡମ୍ବରରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଗତ ୧୧ ତାରିଖରୁ ଯଥାବିଧି ମା’ ବାସୁଳୀ, ବୁଢା ବାସୁଳୀ ଓ ଶୀଖ୍ରେଶ୍ଵର…

୪୨ମୌଜାରେ ମୃତ ଯୁବକ ଙ୍କ କାରଣ ଅସ୍ପଷ୍ଟ

କଟକ , ତା.୧୫/୪: ବୟାଳିଶ ମୌଜା ସ୍ଥିତ ବ୍ରହ୍ମପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟ ମୁଖ୍ୟ ରାସ୍ତା କଡ଼ରୁ ସକାଳୁ ଏକ ମୃତଦେହ ପଡ଼ିଥିବା ନେଇ ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୪୨ ମୌଜା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ମୃତକ ଜଣକ ଏକ ମାଲବାହୀ ପିକଅପ୍ ଗାଡ଼ି ତଳେ ମୁଁହ ମାଡ଼ି…

ଗଜପତି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ ୨୦୨୬ କାର୍ଯ୍ୟକ୍ରମ

https://youtu.be/ONLG8DyZNJE    ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା…

ସାରିଆପଲ୍ଲୀରେ ହନୁମାନ ଜୟନ୍ତୀ ପାଳନ।

ବେଲଗୁଣ୍ଠା -୧୪-୦୪-୨୬-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଇଙ୍ଗିନାଠୀ ଗ୍ରାମପଞ୍ଚାୟତର ସାରିଆପଲ୍ଲୀ ଗ୍ରାମରେ ଗତକାଲି ଅର୍ଥାତ ୧୪/୦୪/୨୬ ତାରିଖ ଦିନ ହନୁମାନ ଜୟନ୍ତୀ ମହା ସମାରୋହରେ ପାଳନ କରାଯାଇଛି। ଉକ୍ତ ଦିନ ଗ୍ରାମର ସମସ୍ତ ବ୍ୟକ୍ତି ଠାକୁରଙ୍କୁ ଗ୍ରାମ ସାରା ଭ୍ରମଣ…

ସ୍ଵ-ଗଣନା ପାଇଁ ବେଲଗୁଣ୍ଠା ତହସିଲ୍ ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, ୧୫/୦୪-(ଶିବରାମ ଚୌଧୁରୀ )-, ଆସନ୍ତା ଅପ୍ରେଲ୍ ଷୋହଳ ତାରିଖ ଅର୍ଥାତ୍ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ଜନ ଗଣନା-୨୦୨୭ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ I ଏହି ପ୍ରରିପ୍ରେକ୍ଷୀରେ ଅପ୍ରେଲ୍ ଏକ ତାରିଖ ଠାରୁ ଅପ୍ରେଲ୍ ପନ୍ଦର ତାରିଖ ପର୍ଯ୍ୟନ୍ତ ସ୍ୱ-ଗଣନା ଜାରି ରହିଥିଲା I…

କବିତା “କାଲି ଓ ଆଜିର” ଲୋକାର୍ପଣ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ ଦ୍ୱାରା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ କବି ବିଚିତ୍ରାନନ୍ଦ ବେବର୍ତ୍ତୀଙ୍କ ଅଷ୍ଟମ ସାରସ୍ଵତ ଅର୍ଘ୍ୟ କବିତା "କାଲି ଓ ଆଜିର" ଉନ୍ନୋଚ଼ନ ହୋଇଯାଇଛି। ସିଦ୍ଧାନ୍ତର ପ୍ରତିଷ୍ଠାତା ସଂପାଦକ ଉପାନ୍ତ…