କେନ୍ଦ୍ରାପଡାରେ ନାରୀ ଶକ୍ତି ବନ୍ଦନ, ସଚେତନତା ଶିବିର ସହ ପଦଯାତ୍ରା

କେନ୍ଦ୍ରାପଡା: ୧୬/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) ମହିଳା ସଶକ୍ତିକରଣ ଯୋଜନା, ଲକ୍ଷପତି ଦିଦି ଉଦ୍ୟମ ଏବଂ ମହିଳାଙ୍କ ଉନ୍ନୟନ ପାଇଁ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଉପରେ ଏକ ସଚେତନତା ଶିବିର ସହ “ନାରୀ ଶକ୍ତି ବନ୍ଦନ ପଦଯାତ୍ରା” ଆଜି କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଓ ମିଶନ ଶକ୍ତି ବିଭାଗର…

ମାଲକାନଗିରି ଏମ୍ ଭି ୨୬ରେ ଅଗ୍ନିକାଣ୍ଡ କ୍ଷତିପୂରଣକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୧୬/୪/୨୬: ମାଲକାନଗିରି ଜିଲ୍ଲା ଏମ୍ ଭି–୨୬ ଅଞ୍ଚଳରେ ଗତ ଡିସେମ୍ବର ୭ ଓ ୮ ତାରିଖରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର କ୍ଷତିପୂରଣ ବଣ୍ଟନକୁ ନେଇ ପୁଣିଥରେ ଅସନ୍ତୋଷ ଜାହିର ହୋଇଛି। ଏହାକୁ ନେଇ ପ୍ରଭାବିତ ପରିବାରମାନେ ଆଜି ଜିଲ୍ଲାପାଳଙ୍କ…

ରାଜ୍ୟ ସିଏମ ଟ୍ରଫି ଖୋ ଖୋ, କବାଡି, ଭଲିବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସଂସ୍କରଣ ଉଦଘାଟିତ

କେନ୍ଦୁଝର,ତା୧୬/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ରାଜ୍ୟ ଖୋ ଖୋ ଆସୋସିଏସନ, ରାଜ୍ୟ କବାଡି ଆସୋସିଏସନ, ରାଜ୍ୟ ଭଲିବଲ ଆସୋସିଏସନ ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆଜି ଅପରାହ୍ନରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ୧୪ ବର୍ଷରୁ…

ବେଲଗୁଣ୍ଠାରେ ଚୋରା ମୋବାଇଲ୍ ର଼୍ୟାକେଟ୍‌ର ପର୍ଦ୍ଦାଫାଶ

ପଶ୍ଚିମବଙ୍ଗର ୨ ଗିରଫ,୨୬ ମୋବାଇଲ,୩୯ ବ୍ୟାଟେରୀ ଓ ସିମ୍ କାର୍ଡ ଜବତ । ବେଲଗୁଣ୍ଠା-୧୬/୪-(ଶିବରାମ ଚୌଧୁରୀ )-: ବେଲଗୁଣ୍ଠା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ସହରର ବେଦ୍ରୀ ସାହି ଅଞ୍ଚଳରେ ଚାଲିଥିବା ଏକ ଚୋରା ମୋବାଇଲ୍ କାରବାର ଉପରେ ଚଢ଼ାଉ କରି ପୋଲିସ ଦୁଇଜଣ ଅନ୍ତଃରାଜ୍ୟ…

ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନର ସଭାପତି ହେଲେ ଅସିତ ତ୍ରିପାଠୀ

  ଭୁବନେଶ୍ୱର, ୧୬/୪: ରାଜ୍ୟର ଇସ୍ପାତ କମ୍ପାନିଗୁଡ଼ିକୁ ନେଇ ନୂତନ ଭାବେ ଗଠିତ ଶିଳ୍ପ ସଂଘ ଓଡ଼ିଶା ଷ୍ଟିଲ ପ୍ରଡ୍ୟୁସର୍ସ ଆସୋସିଏସନ (ଓଏସପିଏ)ର ସଭାପତି ଭାବେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଶ୍ରୀ ଅସିତ ତ୍ରିପାଠୀ ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି। ପ୍ରଶାସନ, ନୀତି ନିର୍ଦ୍ଧାରଣ ଓ…

ସେଞ୍ଚୁରୀୟନ୍ ପବ୍ଲିକ୍ ସ୍କୁଲ୍ CBSE ଦଶମ ଶ୍ରେଣୀ ଫଳାଫଳରେ ବଡ଼ ସଫଳତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ସେଞ୍ଚୁରୀୟନ୍ ପବ୍ଲିକ୍ ସ୍କୁଲ୍ CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଏକ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଛି। ଏହାର ଫଳାଫଳ ଗତକାଲି ଘୋଷଣା କରାଯାଇଥିଲା। କୃଷ୍ଣା କୁମାରୀ ରାଉତ ୯୭.୨% ନମ୍ବର ପାଇ ବିଦ୍ୟାଳୟରେ ଶୀର୍ଷ ସ୍ଥାନ…

ଗଜପତି ଜିଲ୍ଲା ପରିଷଦର ୫୪ତମ ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର) ଗଜପତି ଜିଲ୍ଲା ପରିଷଦ ୫୪ତମ ବୈଠକ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀଯୁକ୍ତ ଗବାରା ତିରୁପତି ରାଓଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଜପତି…

ମୁଖ୍ଯମନ୍ତ୍ରୀ କନ୍ୟା ଵିଵାହ ଯୋଜନା ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ଗୁରୁବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଗୋଷ୍ଠିଗତ ବିବାହ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଯାଇଛି।…

ମିଡ଼ିଆ କ୍ଲବ ଗଠନ: ନୂତନ କର୍ମକର୍ତ୍ତା ଚୟନ..

ଘୁ. ଉଦୟଗିରି(ଅବନୀ କୁମାର ପ୍ରଧାନ) ସ୍ଥାନୀୟ ବ୍ୟବସାୟ ସଂଘ ସଭାଗୃହ ଠାରେ ବରିଷ୍ଠ ସାମ୍ବାଦିକ ସମୀର କୁମାର ପାଢ଼ୀ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି | ବୈଠକରେ ଉପସ୍ଥିତ ସଭ୍ୟଙ୍କ ନିଷ୍ପତି ଅନୁସାରେ ମିଡ଼ିଆ କ୍ଲବ ଜି.ଉଦୟଗିରି…

ଦେଉଳିମଠ ରେ ରହିଥିବା ରଥଚକ ର ସ୍ଥାୟୀ ଗୃହ ମରାମତି ପାଇଁ ଆଇନ ମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲା ଅସ୍ତରଙ୍ଗ ସାମ୍ବାଦିକ…

ଅସ୍ତରଙ୍ଗ : ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ସମେତ ଚତୁର୍ଦ୍ଧା ବିଗ୍ରହ ଙ୍କର ଆଦ୍ଯଲୀଳା ସ୍ଥଳୀ ହେଉଛି ପବିତ୍ର ଦେଉଳିମଠ | ପ୍ରତେକ ନବକଳେବର ସମୟରେ ପରମ୍ପରା ଅନୁଯାଇ ଦଇତାପତି ସେବାୟତ ମାନେ ବନଜାଗ ଯାତ୍ରାରେ କାକଟପୁର ର ଦେଉଳିମଠ କୁ ଯାତ୍ରା ଆରମ୍ଭ କରିଥାନ୍ତି | ଦେଉଳିମଠ ରେ ପହଞ୍ଚିବା…