ନେତାଜୀଙ୍କ ସ୍ୱପ୍ନର ଭାରତ ବର୍ଷ ଗଠନ ପାଇଁ ଫରୱାର୍ଡ଼ ବ୍ଲକର ପ୍ରତିଷ୍ଠା ଦିବସରେ ସଂକଳ୍ପ।

ଭୁବନେଶ୍ୱର (ତା ୨୨. ୦୫. ୨୦୨୬ ) : ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ୮୭ ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱର ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାପଣ ପରେ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନୀଲ ଅଗ୍ରୱାଲ ,…

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର,ଜଣେ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର

ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଥାନା ଅନ୍ତର୍ଗତ ଓଡ଼ଗାଁ–ବାହାଡ଼ାଝୋଲା ରାସ୍ତାର ହରିପୁର ଛକ ନିକଟରେ ରବିବାର ସନ୍ଧ୍ୟାରେ ଘଟିଥିବା ଏକ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକମାନେ ହେଲେ ହରିପୁର ଗ୍ରାମର ଗଣେଶ ନାୟକ (୨୪) ଓ…

ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬;କଇଥଗାଡ଼ିଆ ଓ ସ୍କାଏ ୱାଲକର ସେମିଫାଇନାଲରେ

ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବୈଦେହୀଶ ପାଠାଗାର ପଡ଼ିଆରେ ଆୟୋଜିତ ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନର ଖେଳ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ଦିନଟିରେ…

ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ଶିବିର: ୧୨୫ ଅଭିଯୋଗ ପଞ୍ଜିକୃତ, ୬୨ର ତତ୍କାଳ ସମାଧାନ,

ଓଡ଼ଗାଁ ଡାକ୍ତରଖାନାରେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି, ବିଭିନ୍ନ ସମସ୍ୟା ନେଇ ଜନସାଧାରଣଙ୍କ ଅଭିଯୋଗ, ଓଡ଼ଗାଁ, ୨୨।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପଞ୍ଚାୟତ ସମିତି ପରିସରରେ ସୋମବାର ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

ପୁରୀରୁ ଆସିଲା ରଥ ଉପକରଣ

ବେଲଗୁଣ୍ଠା,୨୨/୦୬, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ବେଣୀପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣୀ ସଙ୍ଗମରେ ପୂଜା ପାଉଥିବା ଜଗନ୍ନାଥ ଠାକୁରଙ୍କ ପାଇଁ ପୂର୍ବରୁ ରଥ ନଥିଲା। ଦୀର୍ଘ ୩୪ ବର୍ଷ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ଏକ ଭବ୍ୟ ରଥ…

ଏମ୍‌ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନକୁ ବିରୋଧ, ସ୍ଥାନାନ୍ତର ପାଇଁ ପ୍ରଶାସନଙ୍କୁ ଦାବି

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଜିଲ୍ଲାରେ ନୂତନ ମଦ ଦୋକାନ ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ଏମ୍‌ଭି-୭୯ ଇରିଗେସନ୍ କଲୋନୀରେ ମଦ ଦୋକାନ ଖୋଲିବାକୁ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ବିରୋଧ କରିଛନ୍ତି। ଏହାକୁ ଆବାସିକ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ…

ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଲେ ସଂଯୁକ୍ତା ଦାସ।

କେନ୍ଦୁଝର,ତା୨୨/୬- ନିକଟରେ କଟକ ସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଥିବା ରାଜ୍ୟ ସ୍ତରୀୟ କ୍ୟୁରୋଗୀ ଓ ପୁମସେ ପ୍ରତିଯୋଗିତାରେ କେନ୍ଦୁଝର ପ୍ରତିଯୋଗୀ ମାନେ ସଫଳତା ଲାଭ କରିଛନ୍ତି। ୧୪ବର୍ଷରୁ କମ ବାଳିକା ବିଭାଗରେ କେନ୍ଦୁଝର ସହରର ସଂଯୁକ୍ତା ଦାସ ଭାଗ ନେଇ…

ବେଲଗୁଣ୍ଠାରେ ପିତୃ ଦିବସ ପାଳିତ

ବେଲଗୁଣ୍ଠା,୨୨/ ୦୬,-(ଶିବରାମ ଚୌଧୁରୀ )-ରବିବାର ସନ୍ଧ୍ୟାରେ ବେଲଗୁଣ୍ଠାରେ ପବିତ୍ର ପିତୃ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଲଗୁଣ୍ଠl ବଡ ଦାଣ୍ଡରେ ଜୟ ଜଗନ୍ନାଥ ଭଜନ ମଣ୍ଡଳୀ ଆନୁକୁଲ୍ୟରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଓ କଳାକାର ମାନଙ୍କ ଦ୍ୱାରା ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ…

କେବିକେ ଜିଲ୍ଲାରେ ଚାକିରୀ ପାଇବା ପରେ ନିଜ ଜିଲ୍ଲାକୁ ବଦଳି ମାଲକାନଗିରି ଶିକ୍ଷା ବ୍ୟବସ୍ଥା ର ଭବିଷ୍ୟତକୁ ନେଇ ପ୍ରଶ୍ନ…

ଜିଲ୍ଲାର ୧୨୬ ଶିକ୍ଷକଙ୍କ ବଦଳି ଆବେଦନ ଅସୁସ୍ଥତାର କାରଣ ସତ୍ୟ ନା କେବଳ ବଦଳିର ମାଧ୍ୟମ , ମେଡିକାଲ ଯାଞ୍ଚ ଦାବି । ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏବେ ଚିନ୍ତା ବଢ଼ିଛି। ଅନେକ ପ୍ରାର୍ଥୀ ଚାକିରି…