Sign in
Sign in
Recover your password.
A password will be e-mailed to you.
ଗୁଣପୁର ପୌର ପରିଷଦ ରେ ସ୍ବାୟତ ଶାସନ ଦିବସ ବହୁ ଆଡ଼ମ୍ବରେ ପାଳନ ହେଲା।
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି : ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ଆଜି ଗୁଣୁପୁର ଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଗଭୀର ଶ୍ରଦ୍ଧାଞ୍ଜଳି ପୂର୍ବକ ମାଳ୍ୟାର୍ପଣ କରାଯାଇଛି। ଏହି ଅବସରରେ ଏହି ମହାନ!-->!-->!-->…
ମହିଳାଙ୍କୁ ସୁରକ୍ଷା ପ୍ରଦାନ କ୍ଷେତ୍ରରେ ରାଜ୍ୟ ବିଜେପି ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି
ସାମାଜିକ ଗଣମାଧ୍ୟମରେ ସକ୍ରିୟ ଥିବା ଶ୍ରାବଣୀଙ୍କ ଚରିତ୍ର ସଂହାର କରୁଛନ୍ତି ଦୁଇ ଅସାମାଜିକ ଯୁବକ
ଶ୍ରାବଣୀ ଏଫ୍ଆଇଆର୍ ଦେବାର ଦୁଇ ମାସ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ
ଗତ ଦୁଇ ବର୍ଷରେ ରାଜ୍ୟରେ ୪୧, ୦୦୦ରୁ ଉଦ୍ଧ୍ୱର୍ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରୁଜୁ ହୋଇଛି
!-->!-->!-->!-->!-->!-->!-->!-->!-->…
ଏରସମା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୩୧.୦୮.୨୦୨୬ ରିଖ - ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଏରସମା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ!-->!-->!-->…
ଉଦ୍ଘାଟନରେ ବିକାଶ, ବ୍ୟବହାରରେ ଅଚଳ
ସ୍ୱାୟତ୍ତ ଶାସନ ଦିବସରେ ବିଜେପୁରର ବିକାଶକୁ ନେଇ ଉଠିଲା ପ୍ରଶ୍ନ
ବିଜେପୁର: ସ୍ୱାୟତ୍ତ ଶାସନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସମସ୍ୟାକୁ ଲୋକଙ୍କ ନିକଟରେ ସମାଧାନ କରିବା। ସ୍ଥାନୀୟ ଲୋକଙ୍କ ମତାମତକୁ ଗୁରୁତ୍ୱ ଦେବା, ବିକାଶ କାର୍ଯ୍ୟରେ ଲୋକଙ୍କ ଭାଗିଦାରି ସୁନିଶ୍ଚିତ କରିବା ଏବଂ!-->!-->!-->!-->!-->…
ଚାଷୀଙ୍କ ୧୧ ଦଫା ଦାବି ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର
ଝାରସୁଗୁଡା, ୩୧ ଅଗଷ୍ଟ: ଜିଲ୍ଲା କୃଷକ ସଂଗଠନ, ଝାରସୁଗୁଡାର ଆହ୍ୱାନରେ ସୋମବାର ଜିଲ୍ଲାର ଶତାଧିକ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜିକରଣ ବ୍ୟବସ୍ଥାରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ପୂର୍ବାହ୍ନ!-->!-->!-->!-->!-->…
ସୋଆ ଏନଏସ ଏସ ପକ୍ଷରୁ ବନ୍ୟା ପ୍ରଭାବିତ ଅଂଚଳରେ ରିଲିଫ ବଂଟନ
ଭୁବନେଶ୍ୱର, ଅଗଷ୍ଟ ୩୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଏନ ଏସ ଏସ ବ୍ୟୁରୋ ପକ୍ଷରୁ ବନ୍ୟା ପ୍ରଭାବିତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ଗ୍ରାମରେ ରିଲିଫ ସାମଗ୍ରୀ ବଂଟନ କରାଯାଇଛି । ଏହି ଗ୍ରାମଟି ଅଧିକ ବନ୍ୟା ପ୍ରଭାବିତ!-->…
ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ପ୍ରଶିକ୍ଷଣ ଶିବିର।
ବେଲଗୁଣ୍ଠା ୩୧/୦୮-(ଶିବରାମ ଚୌଧୁରୀ )-, ସ୍ଥାନୀୟ ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଯୁବ ରେଡକ୍ରସ୍ ଶାଖା ପକ୍ଷରୁ ନୂତନ ଭାବରେ ଯୁବ ରେଡକ୍ରସ୍ ରେ ଯୋଗଦେଇଥିବା ସ୍ବେଚ୍ଛାସେବୀ ମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ!-->…
ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ : ଦୁଇ କୋଟିର ଅର୍ଥରାଶି ରେ ପୁରସ୍କୃତ।
ପଦ୍ମପୁରରେ ଧୁମଧାମରେ ପାଳିତ ହେଲା ସ୍ୱାୟତ୍ତ ଶାସନ ଦିବସ ।
ପଦ୍ମପୁର/ଶିବାଶିଷ ପଟ୍ଟନାୟକ:- ସ୍ଥାନୀୟ ଟାଉନ ହଲ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ମହାଆଡ଼ମ୍ବର ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପଦ୍ମପୁରବାସୀ ଆଭାସୀ ମାଧ୍ୟମରେ!-->!-->!-->!-->!-->!-->!-->…
ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ବରଗଡ଼ରେ ଗ୍ରାମୀଣ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟୋଜିତ
ବରଗଡ଼, ଅଗଷ୍ଟ ୩୧, ୨୦୨୬: ଜାତୀୟ କ୍ରୀଡ଼ା ଦିବସ ଅବସରରେ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍), ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ପକ୍ଷରୁ ଏହାର ସିଏସ୍ଆର୍ ପଦକ୍ଷେପ ଅଧୀନରେ ବରଗଡ଼ ଜିଲ୍ଲାର ଅତାବିରା ସ୍ଥିତ ଜାଙ୍ଗେଡ଼!-->!-->!-->…
ବଲାଙ୍ଗୀର ସାମ୍ବାଦିକ ସଂଘ ପ୍ରତିଷ୍ଠା ଦିବସରେ ମା’ ସମଲେଶ୍ୱରୀ ଓ ମା’ ପାଟଣେଶ୍ୱରୀଙ୍କୁ ନେଇ ଚର୍ଚ୍ଚା
ପରମ୍ପରା, ସଂସ୍କୃତି ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ: ଲୋକମହଲରେ ଉଠିଲା ମତ
ବଲାଙ୍ଗୀର: ଆମ ପରମ୍ପରା, ସଂସ୍କୃତି, ଧର୍ମୀୟ ଭାବନା ଓ ଅସ୍ମିତାର ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ। ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ସଂଘର ପ୍ରତିଷ୍ଠା ଦିବସ ପାଳନ ଅବସରରେ ମା’!-->!-->!-->!-->!-->…